୨୦୨୨-୨୩ ବାର୍ଷିକ ବଜେଟ୍ ପ୍ରସ୍ତୁତି ପାଇଁ ଜନସାଧାରଣଙ୍କ ମତାମତ ଲୋଡିଲା ଅର୍ଥ ବିଭାଗ, ଆପଣ ବି ଦେଇପାରିବେ ଆପଣଙ୍କ ମତାମତ

The Sakala Picture
Published On

ଭୁବନେଶ୍ବର : ବର୍ଷ ୨୦୨୨-୨୩ ବଜେଟ୍ ପାଇଁ ମତାମତ ଆହ୍ୱାନ କଲା ଅର୍ଥ ବିଭାଗ । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପ୍ରତିବର୍ଷ ବଜେଟ୍ ପାଇଁ ମତାମତ ଆହ୍ୱାନ କରାଯାଉଥିବା ବେଳେ ଚଳିତ ଥର ମଧ୍ୟ ଆଗମୀ ବଜେଟ୍ ପାଇଁ ମତାମତ ଆହ୍ୱାନ କରାଯାଇଛି । ଜନସାଧାରଣ, ନାଗରିକ ସମାଜ, ଅର୍ଥନୀତିଜ୍ଞଙ୍କଠାରୁ ମତାମତ ଲୋଡା ଯାଇଛି। ସବିଶେଷ ପ୍ରେସ୍ ବିବୃତି | ଅର୍ଥ ବିଭାଗ, ଓଡ଼ିଶା pic.twitter.com/ux7rwuIND7 — I & PR Department, Odisha (@IPR_Odisha) […]

ଭୁବନେଶ୍ବର : ବର୍ଷ ୨୦୨୨-୨୩ ବଜେଟ୍ ପାଇଁ ମତାମତ ଆହ୍ୱାନ କଲା ଅର୍ଥ ବିଭାଗ । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପ୍ରତିବର୍ଷ ବଜେଟ୍ ପାଇଁ ମତାମତ ଆହ୍ୱାନ କରାଯାଉଥିବା ବେଳେ ଚଳିତ ଥର ମଧ୍ୟ ଆଗମୀ ବଜେଟ୍ ପାଇଁ ମତାମତ ଆହ୍ୱାନ କରାଯାଇଛି । ଜନସାଧାରଣ, ନାଗରିକ ସମାଜ, ଅର୍ଥନୀତିଜ୍ଞଙ୍କଠାରୁ ମତାମତ ଲୋଡା ଯାଇଛି।

ଆହୁରି ପଢ଼ନ୍ତୁ: କମିଲା ଅଶୋଧିତ ତୈଳ ମୂଲ୍ୟ, ପେଟ୍ରୋଲରେ ମିଶିଲା ଇଥାନଲ୍‌; ତଥାପି ଖସୁନି ପେଟ୍ରୋଲ-ଡିଜେଲ ଦର...


ଟୁଇଟର୍, ଫେସବୁକ ଭଳି ସାମାଜିକ ଗଣମାଧ୍ୟମ ତଥା ହ୍ବାଟ୍‌ସଆପ- ୯୪୩୮୧୬୧୧୧୧ କିମ୍ବା ଇ-ମେଲ୍ : [email protected] ମାଧ୍ୟମରେ ପରାମର୍ଶ ଗ୍ରହଣ କରାଯିବ।Twitter(@FdOdisha), Facebook(@FinanceOdisha)ରେ ବି ମତାମତ ଦେଇପାରିବେ । ଆଜି ଏହି ପ୍ରକ୍ରିିୟା ଆରମ୍ଭ କରାଯାଇଥିବା ବେଳେ ଚଳିତ ମାସ ୩୧ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ । ଜାନୁଆରୀ ୩୧ ସୁଦ୍ଧା ଯେକେହିବି ୨୦୨୨-୨୩ ବଜେଟ୍ ପାଇଁ ପରାମର୍ଶ ଦେଇପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର