ଜଲଦି ସାରିଦିଅନ୍ତୁ ସମସ୍ତ ବ୍ୟାଙ୍କ କାମ, ଏପ୍ରିଲରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ…

The Sakala Picture
Published On

ମୁମ୍ବାଇ: ଏପ୍ରିଲ ମାସ ଆରମ୍ଭ ହୋଇଯାଇଛି। ଏହି ମାସରେ ଅଲଗା ଅଲଗା ରାଜ୍ୟ ଏବଂ ସହରରେ ମୋଟ ୧୬ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ। ୪ଟି ରବିବାର ଏବଂ ଦ୍ବିତୀୟ-ଚତୁର୍ଥ ଶନିବାରକୁ ଛାଡ଼ି ଅଲଗା ଅଲଗା ସ୍ଥାନରେ ୧୦ ଦିନ ବ୍ୟାଙ୍କ ଖୋଲିବ ନାହିଁ। ୨୦୨୪-୨୫ ଆର୍ଥିକ ବର୍ଷର ‘କ୍ଲୋଜର ଡେ’ ଥିବାରୁ ମାସର ପ୍ରଥମ ଦିନ ମଙ୍ଗଳବାର ବ୍ୟାଙ୍କ ବନ୍ଦ ରହିଛି। ସେହିପରି ଏହି ମାସ ୧୦ ତାରିଖରେ ମହାବୀର ଜୟନ୍ତୀ, ୧୪ ରେ […]

ମୁମ୍ବାଇ: ଏପ୍ରିଲ ମାସ ଆରମ୍ଭ ହୋଇଯାଇଛି। ଏହି ମାସରେ ଅଲଗା ଅଲଗା ରାଜ୍ୟ ଏବଂ ସହରରେ ମୋଟ ୧୬ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ। ୪ଟି ରବିବାର ଏବଂ ଦ୍ବିତୀୟ-ଚତୁର୍ଥ ଶନିବାରକୁ ଛାଡ଼ି ଅଲଗା ଅଲଗା ସ୍ଥାନରେ ୧୦ ଦିନ ବ୍ୟାଙ୍କ ଖୋଲିବ ନାହିଁ। ୨୦୨୪-୨୫ ଆର୍ଥିକ ବର୍ଷର ‘କ୍ଲୋଜର ଡେ’ ଥିବାରୁ ମାସର ପ୍ରଥମ ଦିନ ମଙ୍ଗଳବାର ବ୍ୟାଙ୍କ ବନ୍ଦ ରହିଛି। ସେହିପରି ଏହି ମାସ ୧୦ ତାରିଖରେ ମହାବୀର ଜୟନ୍ତୀ, ୧୪ ରେ ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଏବଂ ୧୮ରେ ଗୁଡ୍‌ ଫ୍ରାଇଡେ ପଡୁଛି। ଏହି ସବୁ ଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଏହା ବ୍ୟତୀତ ଏପ୍ରିଲ ୬ (ରବିବାର), ୧୨ (ଦ୍ବିତୀୟ ଶନିବାର), ୨୦ (ରବିବାର), ୨୬ (ଚତୁର୍ଥ ଶନିବାର), ୨୭(ରବିବାର) ପଡୁଛି। ଆଉ ବାକିଦିନରେ ଭିନ୍ନ ଭିନ୍ନ ପର୍ବପର୍ବାଣୀ ଲାଗି ଅଲଗା ଅଲଗା ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଏହି ଛୁଟି ଦିନକୁ ଛାଡ଼ି ଅନ୍ୟ ଦିନରେ ବ୍ୟାଙ୍କ ଯାଇ ଲୋକେ ଜରୁରୀ କାର୍ଯ୍ୟ କରିପାରିବେ। ଅନ୍ୟପକ୍ଷରେ ଏହି ମାସରେ ୧୧ ଦିନ ସେୟାର ବଜାର ବନ୍ଦ ରହିବ। ଏଥିରୁ କେବଳ ୮ ଦିନ ଶନିବାର ଏବଂ ରବିବାର ପଡୁଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

02 Apr 2025 By The Sakala

ଜଲଦି ସାରିଦିଅନ୍ତୁ ସମସ୍ତ ବ୍ୟାଙ୍କ କାମ, ଏପ୍ରିଲରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ…

ମୁମ୍ବାଇ: ଏପ୍ରିଲ ମାସ ଆରମ୍ଭ ହୋଇଯାଇଛି। ଏହି ମାସରେ ଅଲଗା ଅଲଗା ରାଜ୍ୟ ଏବଂ ସହରରେ ମୋଟ ୧୬ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ। ୪ଟି ରବିବାର ଏବଂ ଦ୍ବିତୀୟ-ଚତୁର୍ଥ ଶନିବାରକୁ ଛାଡ଼ି ଅଲଗା ଅଲଗା ସ୍ଥାନରେ ୧୦ ଦିନ ବ୍ୟାଙ୍କ ଖୋଲିବ ନାହିଁ। ୨୦୨୪-୨୫ ଆର୍ଥିକ ବର୍ଷର ‘କ୍ଲୋଜର ଡେ’ ଥିବାରୁ ମାସର ପ୍ରଥମ ଦିନ ମଙ୍ଗଳବାର ବ୍ୟାଙ୍କ ବନ୍ଦ ରହିଛି। ସେହିପରି ଏହି ମାସ ୧୦ ତାରିଖରେ ମହାବୀର ଜୟନ୍ତୀ, ୧୪ ରେ ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଏବଂ ୧୮ରେ ଗୁଡ୍‌ ଫ୍ରାଇଡେ ପଡୁଛି। ଏହି ସବୁ ଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଏହା ବ୍ୟତୀତ ଏପ୍ରିଲ ୬ (ରବିବାର), ୧୨ (ଦ୍ବିତୀୟ ଶନିବାର), ୨୦ (ରବିବାର), ୨୬ (ଚତୁର୍ଥ ଶନିବାର), ୨୭(ରବିବାର) ପଡୁଛି। ଆଉ ବାକିଦିନରେ ଭିନ୍ନ ଭିନ୍ନ ପର୍ବପର୍ବାଣୀ ଲାଗି ଅଲଗା ଅଲଗା ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଏହି ଛୁଟି ଦିନକୁ ଛାଡ଼ି ଅନ୍ୟ ଦିନରେ ବ୍ୟାଙ୍କ ଯାଇ ଲୋକେ ଜରୁରୀ କାର୍ଯ୍ୟ କରିପାରିବେ। ଅନ୍ୟପକ୍ଷରେ ଏହି ମାସରେ ୧୧ ଦିନ ସେୟାର ବଜାର ବନ୍ଦ ରହିବ। ଏଥିରୁ କେବଳ ୮ ଦିନ ଶନିବାର ଏବଂ ରବିବାର ପଡୁଛି।

https://www.thesakala.in/big-news/banks-to-remain-close-for-16-days-in-april-2025/article-39743
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର