ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ, ଚଳିତବର୍ଷ ପାସ୍ ହାର ୮୮.୩୯ ପ୍ରତିଶତ

The Sakala Picture
Published On

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ।  ଛାତ୍ରଙ୍କ ତୁଳନାରେ ବାଜିମାତ୍ କରିଛନ୍ତି ଛାତ୍ରୀ। ଏଥର ପାସ୍ ହାର ରହିଛି ୮୮.୩୯ ପ୍ରତିଶତ।  ଭୁବନେଶ୍ବର ଜୋନରେ ପାସ୍ ହାର ରହିଛି ୮୩.୬୪ ପ୍ରତିଶତ। ଛାତ୍ରୀଙ୍କ ପାସ୍ ହାର ରହିଛି ୯୧.୬୪। ଛାତ୍ରଙ୍କ ପାସ୍ ହାର ରହିଛି ୮୫.୭୦ ପ୍ରତିଶତ।  ପିଲାମାନେ results.cbse.nic.inରୁ ପରୀକ୍ଷା ଫଳ ଜାଣିପାରିବେ। ଏହାବ୍ୟତୀତ ଏସଏମଏସ ଓ ଉମଙ୍ଗ ଆପରେ ମଧ୍ୟ ଯାଞ୍ଚ କରିପାରିବେ । ଫେବ୍ରୁଆରୀ ୧୫ରୁ ଏପ୍ରିଲ […]

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ।  ଛାତ୍ରଙ୍କ ତୁଳନାରେ ବାଜିମାତ୍ କରିଛନ୍ତି ଛାତ୍ରୀ। ଏଥର ପାସ୍ ହାର ରହିଛି ୮୮.୩୯ ପ୍ରତିଶତ।  ଭୁବନେଶ୍ବର ଜୋନରେ ପାସ୍ ହାର ରହିଛି ୮୩.୬୪ ପ୍ରତିଶତ। ଛାତ୍ରୀଙ୍କ ପାସ୍ ହାର ରହିଛି ୯୧.୬୪। ଛାତ୍ରଙ୍କ ପାସ୍ ହାର ରହିଛି ୮୫.୭୦ ପ୍ରତିଶତ।  ପିଲାମାନେ results.cbse.nic.inରୁ ପରୀକ୍ଷା ଫଳ ଜାଣିପାରିବେ। ଏହାବ୍ୟତୀତ ଏସଏମଏସ ଓ ଉମଙ୍ଗ ଆପରେ ମଧ୍ୟ ଯାଞ୍ଚ କରିପାରିବେ । ଫେବ୍ରୁଆରୀ ୧୫ରୁ ଏପ୍ରିଲ ୪ ମଧ୍ୟରେ ହୋଇଥିଲା ପରୀକ୍ଷା।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଚଳିତ ବର୍ଷ ୧୬ଲକ୍ଷ ୩୩ହଜାର ୭୩୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ରେଜିଷ୍ଟ୍ରେସନ କରିଥିଲେ । ସେଥିମଧ୍ୟରୁ ୧୬ଲକ୍ଷ ୨୧ହଜାର ୨୨୪ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁଥିରୁ ୧୪ଲକ୍ଷ ୨୬ହଜାର ୪୨୦ ଛାତ୍ରଛାତ୍ରୀ ପାସ୍‍ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର