ବିଜେପି ବିଧାୟକ ଜୟନାରାୟଣଙ୍କ ପାଇଁ ବଢିଲା ଅଡ଼ୁଆ, ସୁପ୍ରିମକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପାଇଁ ବଢିଲା ଅଡ଼ୁଆ । ଜୟନାରାୟଙ୍କ ଆଗୁଆ ଜାମିନ ସମ୍ପର୍କିତ ସ୍ପେସିଆଲ ଲିଭ ପିଟିସନ ସୁପ୍ରିକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ହୃଷୀକେଶ ରାୟ ଓ ଜଷ୍ଚିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣୀ କରି ଏହି ରାୟ ଶୁଣାଇଛନ୍ତି। ପୂର୍ବରୁ ଓଡିଶା ହାଇକୋର୍ଟ ୨୦୨୩ ମସିହା ନଭେମ୍ବର ୧୬ ତାରିଖ ଦିନ ଜୟନାରାୟଣଙ୍କର ଆଗୁଆ ଜାମିନ ଖାରଜ କରିଥିଲେ। ଖବର ଅନୁଯୟୀ, ୨୦୨୩ରେ ଧନୁପାଲ୍ଲୀ […]

ସମ୍ବଲପୁର: ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପାଇଁ ବଢିଲା ଅଡ଼ୁଆ । ଜୟନାରାୟଙ୍କ ଆଗୁଆ ଜାମିନ ସମ୍ପର୍କିତ ସ୍ପେସିଆଲ ଲିଭ ପିଟିସନ ସୁପ୍ରିକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ହୃଷୀକେଶ ରାୟ ଓ ଜଷ୍ଚିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣୀ କରି ଏହି ରାୟ ଶୁଣାଇଛନ୍ତି। ପୂର୍ବରୁ ଓଡିଶା ହାଇକୋର୍ଟ ୨୦୨୩ ମସିହା ନଭେମ୍ବର ୧୬ ତାରିଖ ଦିନ ଜୟନାରାୟଣଙ୍କର ଆଗୁଆ ଜାମିନ ଖାରଜ କରିଥିଲେ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ଖବର ଅନୁଯୟୀ, ୨୦୨୩ରେ ଧନୁପାଲ୍ଲୀ ଥାନାର ପୂର୍ବତନ ଆଇଆଇସି ଅନୀତା ପ୍ରଧାନଙ୍କୁ ଆକ୍ରମଣ କରିବା ସହ ଧମକ ଦେଇଥିଲେ ଜୟନାରାୟଣ । ଏନେଇ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଜଣେ କାର୍ଯ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟରେ ବାଧା ଦେବା ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣଙ୍କ ବିରୋଧରେ ଫେବ୍ରୁଆରୀ ୧୫ ତାରିଖରେ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣ ଗିରଫ ହୋଇଯିବାର ଭୟ ରହିଥିଲା । ପୂର୍ବରୁ ଓଡିଶା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ୨୦୨୩ ମସିହା ନଭେମ୍ବର ୧୬ ତାରିଖ ଦିନ ଜୟନାରାୟଣଙ୍କର ଆଗୁଆ ଜାମିନ ଖାରଜ କରିଥିଲେ। ଏହାକୁ ଚ୍ଯାଲେଞ୍ଜ କରି ଜୟନାରାୟଣ ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

14 Nov 2024 By The Sakala

ବିଜେପି ବିଧାୟକ ଜୟନାରାୟଣଙ୍କ ପାଇଁ ବଢିଲା ଅଡ଼ୁଆ, ସୁପ୍ରିମକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ

ସମ୍ବଲପୁର: ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପାଇଁ ବଢିଲା ଅଡ଼ୁଆ । ଜୟନାରାୟଙ୍କ ଆଗୁଆ ଜାମିନ ସମ୍ପର୍କିତ ସ୍ପେସିଆଲ ଲିଭ ପିଟିସନ ସୁପ୍ରିକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ହୃଷୀକେଶ ରାୟ ଓ ଜଷ୍ଚିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣୀ କରି ଏହି ରାୟ ଶୁଣାଇଛନ୍ତି। ପୂର୍ବରୁ ଓଡିଶା ହାଇକୋର୍ଟ ୨୦୨୩ ମସିହା ନଭେମ୍ବର ୧୬ ତାରିଖ ଦିନ ଜୟନାରାୟଣଙ୍କର ଆଗୁଆ ଜାମିନ ଖାରଜ କରିଥିଲେ।

ଖବର ଅନୁଯୟୀ, ୨୦୨୩ରେ ଧନୁପାଲ୍ଲୀ ଥାନାର ପୂର୍ବତନ ଆଇଆଇସି ଅନୀତା ପ୍ରଧାନଙ୍କୁ ଆକ୍ରମଣ କରିବା ସହ ଧମକ ଦେଇଥିଲେ ଜୟନାରାୟଣ । ଏନେଇ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଜଣେ କାର୍ଯ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟରେ ବାଧା ଦେବା ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣଙ୍କ ବିରୋଧରେ ଫେବ୍ରୁଆରୀ ୧୫ ତାରିଖରେ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣ ଗିରଫ ହୋଇଯିବାର ଭୟ ରହିଥିଲା । ପୂର୍ବରୁ ଓଡିଶା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ୨୦୨୩ ମସିହା ନଭେମ୍ବର ୧୬ ତାରିଖ ଦିନ ଜୟନାରାୟଣଙ୍କର ଆଗୁଆ ଜାମିନ ଖାରଜ କରିଥିଲେ। ଏହାକୁ ଚ୍ଯାଲେଞ୍ଜ କରି ଜୟନାରାୟଣ ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର