ଜିଏସ୍‌ଟି ଅଧୀନକୁ ଆସିପାରେ ପେଟ୍ରୋଲ,ଡିଜେଲ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଦେଲେ ସଙ୍କେତ

The Sakala Picture
Published On

ନୂଆଦିଲ୍ଲୀ: ନୂଆ ସରକାର ଗଠନ ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଥର ଦ୍ରବ୍ର ଏବଂ ସେବା ଟିକସ (ଜିଏସ୍‌ଟି) ଅଧୀନରେ ପେଟ୍ରୋଲ, ଡିଜେଲ ଏବଂ ପ୍ରାକୃତିକ ଗ୍ୟାସ ଭଳି ଉତ୍ପାଦଗୁଠିକୁ ଆଣିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଉଦ୍ୟମ କରିବେ। ଏହାଦ୍ବାରା ସାଧାରଣ ଲୋକଙ୍କୁ ବହୁତ ଆରାମ ମିଳିବ। ଜିଏସ୍‌ଟି ପରିସରକୁ ପେଟ୍ରୋଲ ଏବଂ ଡିଜେଲ ପରି ଇନ୍ଧନ ଆଣିବା ପାଇଁ […]

ନୂଆଦିଲ୍ଲୀ: ନୂଆ ସରକାର ଗଠନ ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଥର ଦ୍ରବ୍ର ଏବଂ ସେବା ଟିକସ (ଜିଏସ୍‌ଟି) ଅଧୀନରେ ପେଟ୍ରୋଲ, ଡିଜେଲ ଏବଂ ପ୍ରାକୃତିକ ଗ୍ୟାସ ଭଳି ଉତ୍ପାଦଗୁଠିକୁ ଆଣିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଉଦ୍ୟମ କରିବେ। ଏହାଦ୍ବାରା ସାଧାରଣ ଲୋକଙ୍କୁ ବହୁତ ଆରାମ ମିଳିବ।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ଜିଏସ୍‌ଟି ପରିସରକୁ ପେଟ୍ରୋଲ ଏବଂ ଡିଜେଲ ପରି ଇନ୍ଧନ ଆଣିବା ପାଇଁ ଏହି ପ୍ରୟାସ ନୂଆ ନୁହେଁ। ଜିଏସ୍‌ଟି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଏବଂ ଜିଏସ୍‌ଟି ପରିଷଦର ପରବର୍ତ୍ତୀ ଗଠନ ହେବା ପରଠାରୁ ଏଥିପାଇଁ ପ୍ରୟାସ କରାଯାଉଛି। ଜିଏସ୍‌ଟି ପରିଷଦର ପ୍ରାୟ ପ୍ରତ୍ୟେକ ବୈଠକରେ ଏହି ପ୍ରସଙ୍ଗ ଆଗତ କରାଯାଇଛି। ହଲେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍‌ ରାଜ୍ୟ ସରକାରଙ୍କ ପାଇଁ ଏକ ପ୍ରମୁଖ ଉତ୍ସ ହୋଇଥିବାରୁ ଏ ପର୍ଯ୍ୟନ୍ତ ରାଜ୍ୟଗୁଡିକ ମଧ୍ୟରେ ଏ ନେଇ ସହମତି ହୋଇପାରିନାହିଁ। ଏଭଳି ପରିସ୍ଥିତିରେ ଜିଏସ୍‌ଟି ଅଧୀନରେ ଆସୁଥିବା ଯୋଗୁ ପେଟ୍ରୋଲ ଏବଂ ଡିଜେଲ କ୍ଷେତ୍ରରେ ରାଜ୍ୟ ସରକାରମାନେ ସେମାନଙ୍କ ରାଜସ୍ୱ କ୍ଷତିର ସମ୍ମୁଖୀନ ହେବାକୁ ଚାହାଁନ୍ତିନାହିଁ। ତଥାପି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବର୍ଷ ନଭେମ୍ବରରେ କହିଥିଲେ ଯେ ଗ୍ରାହକମାନେ ଜିଏସ୍‌ଟି ଅଧୀନକୁ ପେଟ୍ରୋଲ ଏବଂ ଡିଜେଲ ଆଣି ଅଧିକ ଲାଭବାନ ହେବେ। ଏଥିସହିତ, ଦେଶରେ ଏଥିପାଇଁ ବିଭିନ୍ନ ମୂଲ୍ୟ ଦେବାକୁ ପଡିବନାହିଁ। ଜିଏସ୍‌ଟି ଅଧୀନରେ ପେଟ୍ରୋଲ ଏବଂ ଡିଜେଲ ଆଣିବା ସହିତ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ ସରକାର ୨୦୩୦ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି, କିନ୍ତୁ ବର୍ତ୍ତମାନ ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଏଥିସହ ସେ କହିଛନ୍ତି ଯେ ପେଟ୍ରୋଲିୟମ କ୍ଷେତ୍ରର ପିଏସ୍‌ୟୁଗୁଡିକର ଅଂଶଧନ ବିକ୍ରି କରିବା ସପକ୍ଷରେ ସରକାର ନାହାଁନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

13 Jun 2024 By The Sakala

ଜିଏସ୍‌ଟି ଅଧୀନକୁ ଆସିପାରେ ପେଟ୍ରୋଲ,ଡିଜେଲ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଦେଲେ ସଙ୍କେତ

ନୂଆଦିଲ୍ଲୀ: ନୂଆ ସରକାର ଗଠନ ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଥର ଦ୍ରବ୍ର ଏବଂ ସେବା ଟିକସ (ଜିଏସ୍‌ଟି) ଅଧୀନରେ ପେଟ୍ରୋଲ, ଡିଜେଲ ଏବଂ ପ୍ରାକୃତିକ ଗ୍ୟାସ ଭଳି ଉତ୍ପାଦଗୁଠିକୁ ଆଣିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଉଦ୍ୟମ କରିବେ। ଏହାଦ୍ବାରା ସାଧାରଣ ଲୋକଙ୍କୁ ବହୁତ ଆରାମ ମିଳିବ।

ଜିଏସ୍‌ଟି ପରିସରକୁ ପେଟ୍ରୋଲ ଏବଂ ଡିଜେଲ ପରି ଇନ୍ଧନ ଆଣିବା ପାଇଁ ଏହି ପ୍ରୟାସ ନୂଆ ନୁହେଁ। ଜିଏସ୍‌ଟି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଏବଂ ଜିଏସ୍‌ଟି ପରିଷଦର ପରବର୍ତ୍ତୀ ଗଠନ ହେବା ପରଠାରୁ ଏଥିପାଇଁ ପ୍ରୟାସ କରାଯାଉଛି। ଜିଏସ୍‌ଟି ପରିଷଦର ପ୍ରାୟ ପ୍ରତ୍ୟେକ ବୈଠକରେ ଏହି ପ୍ରସଙ୍ଗ ଆଗତ କରାଯାଇଛି। ହଲେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍‌ ରାଜ୍ୟ ସରକାରଙ୍କ ପାଇଁ ଏକ ପ୍ରମୁଖ ଉତ୍ସ ହୋଇଥିବାରୁ ଏ ପର୍ଯ୍ୟନ୍ତ ରାଜ୍ୟଗୁଡିକ ମଧ୍ୟରେ ଏ ନେଇ ସହମତି ହୋଇପାରିନାହିଁ। ଏଭଳି ପରିସ୍ଥିତିରେ ଜିଏସ୍‌ଟି ଅଧୀନରେ ଆସୁଥିବା ଯୋଗୁ ପେଟ୍ରୋଲ ଏବଂ ଡିଜେଲ କ୍ଷେତ୍ରରେ ରାଜ୍ୟ ସରକାରମାନେ ସେମାନଙ୍କ ରାଜସ୍ୱ କ୍ଷତିର ସମ୍ମୁଖୀନ ହେବାକୁ ଚାହାଁନ୍ତିନାହିଁ। ତଥାପି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବର୍ଷ ନଭେମ୍ବରରେ କହିଥିଲେ ଯେ ଗ୍ରାହକମାନେ ଜିଏସ୍‌ଟି ଅଧୀନକୁ ପେଟ୍ରୋଲ ଏବଂ ଡିଜେଲ ଆଣି ଅଧିକ ଲାଭବାନ ହେବେ। ଏଥିସହିତ, ଦେଶରେ ଏଥିପାଇଁ ବିଭିନ୍ନ ମୂଲ୍ୟ ଦେବାକୁ ପଡିବନାହିଁ। ଜିଏସ୍‌ଟି ଅଧୀନରେ ପେଟ୍ରୋଲ ଏବଂ ଡିଜେଲ ଆଣିବା ସହିତ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ ସରକାର ୨୦୩୦ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି, କିନ୍ତୁ ବର୍ତ୍ତମାନ ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଏଥିସହ ସେ କହିଛନ୍ତି ଯେ ପେଟ୍ରୋଲିୟମ କ୍ଷେତ୍ରର ପିଏସ୍‌ୟୁଗୁଡିକର ଅଂଶଧନ ବିକ୍ରି କରିବା ସପକ୍ଷରେ ସରକାର ନାହାଁନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର