୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା : ଶ୍ରୀଘ୍ର କରାଇ ନିଅନ୍ତୁ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ

The Sakala Picture
Published On

ନୂଆଦିଲ୍ଲୀ:ବ୍ୟାଙ୍କ ସମ୍ବନ୍ଧୀୟ କାମ ରହିଛି ଜଦି ଶ୍ରୀଘ୍ର କରାଇ ନିଅନ୍ତୁ। ଜାନୁଆରୀ ୩୦ ଓ ୩୧ ବ୍ୟାଙ୍କ ଷ୍ଟ୍ରାଇକ ରହିଛି। ତେବେ ଆପଣ ଜାନୁଆରୀ ୩୦ ପୂର୍ବରୁ ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରାଇ ନିଅନ୍ତୁ। ଏହି ଦୁଇ ଦିନିଆ ବ୍ୟାଙ୍କ ଷ୍ଟ୍ରାଇକ ଡାକରା  ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଦିଆଯାଇଛି। ଏହା ଅଧିନରେ ଆସୁଥିବା ବ୍ୟଙ୍କ ୟୁନିଅନ ଗୁଡିକ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ […]

ନୂଆଦିଲ୍ଲୀ:ବ୍ୟାଙ୍କ ସମ୍ବନ୍ଧୀୟ କାମ ରହିଛି ଜଦି ଶ୍ରୀଘ୍ର କରାଇ ନିଅନ୍ତୁ। ଜାନୁଆରୀ ୩୦ ଓ ୩୧ ବ୍ୟାଙ୍କ ଷ୍ଟ୍ରାଇକ ରହିଛି। ତେବେ ଆପଣ ଜାନୁଆରୀ ୩୦ ପୂର୍ବରୁ ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରାଇ ନିଅନ୍ତୁ। ଏହି ଦୁଇ ଦିନିଆ ବ୍ୟାଙ୍କ ଷ୍ଟ୍ରାଇକ ଡାକରା  ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଦିଆଯାଇଛି। ଏହା ଅଧିନରେ ଆସୁଥିବା ବ୍ୟଙ୍କ ୟୁନିଅନ ଗୁଡିକ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ହେବ।  ତେଣୁ ବ୍ୟାଙ୍କ ଶାଖାଗୁଡ଼ିକରେ ସାଧାରଣ କାର୍ଯ୍ୟ ପ୍ରଭାବିତ ହେବ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୩ ରୁ ୫ ଯାଏଁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜାନୁଆରୀ ୧୫ରେ UFBU ଘୋଷଣା କରିଥିଲା ଯେ, ଏହାର ଅନୁବନ୍ଧିତ ୟୁନିଅନ ସହ ଜଡିତ କର୍ମଚାରୀମାନେ ଜାନୁଆରୀ ୩୦-୩୧ରେ ଧର୍ମଘଟ କରିବେ। ବ୍ୟାଙ୍କ କର୍ମଚାରୀଙ୍କ ଏକାଦଶ ବେତନ ସମାଧାନ ସହ ଜଡିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି ରହିଛି। UFBU ଅନୁବନ୍ଧିତ ବ୍ୟାଙ୍କଗୁଡିକରେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ।  ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସ୍ଥିରତା ବୃଦ୍ଧି ଏବଂ ପଦୋନ୍ନତି, ବେତନ ଏବଂ ପେନସନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ  ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

27 Jan 2023 By The Sakala

୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା : ଶ୍ରୀଘ୍ର କରାଇ ନିଅନ୍ତୁ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ

ନୂଆଦିଲ୍ଲୀ:ବ୍ୟାଙ୍କ ସମ୍ବନ୍ଧୀୟ କାମ ରହିଛି ଜଦି ଶ୍ରୀଘ୍ର କରାଇ ନିଅନ୍ତୁ। ଜାନୁଆରୀ ୩୦ ଓ ୩୧ ବ୍ୟାଙ୍କ ଷ୍ଟ୍ରାଇକ ରହିଛି। ତେବେ ଆପଣ ଜାନୁଆରୀ ୩୦ ପୂର୍ବରୁ ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରାଇ ନିଅନ୍ତୁ। ଏହି ଦୁଇ ଦିନିଆ ବ୍ୟାଙ୍କ ଷ୍ଟ୍ରାଇକ ଡାକରା  ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଦିଆଯାଇଛି। ଏହା ଅଧିନରେ ଆସୁଥିବା ବ୍ୟଙ୍କ ୟୁନିଅନ ଗୁଡିକ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ହେବ।  ତେଣୁ ବ୍ୟାଙ୍କ ଶାଖାଗୁଡ଼ିକରେ ସାଧାରଣ କାର୍ଯ୍ୟ ପ୍ରଭାବିତ ହେବ।

ଜାନୁଆରୀ ୧୫ରେ UFBU ଘୋଷଣା କରିଥିଲା ଯେ, ଏହାର ଅନୁବନ୍ଧିତ ୟୁନିଅନ ସହ ଜଡିତ କର୍ମଚାରୀମାନେ ଜାନୁଆରୀ ୩୦-୩୧ରେ ଧର୍ମଘଟ କରିବେ। ବ୍ୟାଙ୍କ କର୍ମଚାରୀଙ୍କ ଏକାଦଶ ବେତନ ସମାଧାନ ସହ ଜଡିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି ରହିଛି। UFBU ଅନୁବନ୍ଧିତ ବ୍ୟାଙ୍କଗୁଡିକରେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ।  ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସ୍ଥିରତା ବୃଦ୍ଧି ଏବଂ ପଦୋନ୍ନତି, ବେତନ ଏବଂ ପେନସନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ  ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର