ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଲେ ସମ୍ବଲପୁର ଜମନକିରା ଆରଆଇ

The Sakala Picture
Published On

ସମ୍ବଲପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଲେ ସମ୍ବଲପୁର ଜମନକିରା ଆରଆଇ । ଫାଇଲ ଭେରିଫିକେସନ ପାଇଁ ୯ହଜାର ଟଙ୍କା ଲାଞ୍ଚ ନେବା ବେଳେ ମନୋଜ ମହାନନ୍ଦଙ୍କୁ ଧରିଲା ଭିଜିଲାନ୍ସ । ଏହାସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଘଟଣାର ତଦନ୍ତ ଜାରି ରହିଛି । ମିଳିଥିବା ସୂଚନା ମୁତାବକ ମନୋଜ ମହାନନ୍ଦା ଜମନକିରା ଆଇଆଇ ଭାବେ କାର୍ଯ୍ୟ କରନ୍ତି । ଫ୍ରି ଭେରିଫିକେସନ କରାଇଦେବା ନାଁ ରେ ୯ ହଜାର ଟଙ୍କା […]

ସମ୍ବଲପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଲେ ସମ୍ବଲପୁର ଜମନକିରା ଆରଆଇ । ଫାଇଲ ଭେରିଫିକେସନ ପାଇଁ ୯ହଜାର ଟଙ୍କା ଲାଞ୍ଚ ନେବା ବେଳେ ମନୋଜ ମହାନନ୍ଦଙ୍କୁ ଧରିଲା ଭିଜିଲାନ୍ସ । ଏହାସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଘଟଣାର ତଦନ୍ତ ଜାରି ରହିଛି । ମିଳିଥିବା ସୂଚନା ମୁତାବକ ମନୋଜ ମହାନନ୍ଦା ଜମନକିରା ଆଇଆଇ ଭାବେ କାର୍ଯ୍ୟ କରନ୍ତି । ଫ୍ରି ଭେରିଫିକେସନ କରାଇଦେବା ନାଁ ରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଅଧିକାରୀ ଜଣଙ୍କ । ପୂର୍ବ ସୂଚନା ମୁତାବକ ଭିଜିଲାନ୍ସ ସଜାଗ ରହିଥିଲା । ପୂର୍ବରୁ ଏନେଇ ମଧ୍ୟ ଅନେକ ଥର ଅଭିଯୋଗ ପୋଲିସ ପାଖରେ ପହଁଚିଛି । ଆରଆଇ ଲା଼୍ଚ ନେଉଥିବାବେଳେ ଭିଜିଲାନ୍ସ ରେଡ କରିଥିଲା ଏବଂ ୯ ହଜାର ନଗଦ ଟଙ୍କା ଭିଜିଲାନ୍ସ ଜବତ କରିଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

18 Apr 2022 By The Sakala

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଲେ ସମ୍ବଲପୁର ଜମନକିରା ଆରଆଇ

ସମ୍ବଲପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଲେ ସମ୍ବଲପୁର ଜମନକିରା ଆରଆଇ । ଫାଇଲ ଭେରିଫିକେସନ ପାଇଁ ୯ହଜାର ଟଙ୍କା ଲାଞ୍ଚ ନେବା ବେଳେ ମନୋଜ ମହାନନ୍ଦଙ୍କୁ ଧରିଲା ଭିଜିଲାନ୍ସ । ଏହାସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଘଟଣାର ତଦନ୍ତ ଜାରି ରହିଛି । ମିଳିଥିବା ସୂଚନା ମୁତାବକ ମନୋଜ ମହାନନ୍ଦା ଜମନକିରା ଆଇଆଇ ଭାବେ କାର୍ଯ୍ୟ କରନ୍ତି । ଫ୍ରି ଭେରିଫିକେସନ କରାଇଦେବା ନାଁ ରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଅଧିକାରୀ ଜଣଙ୍କ । ପୂର୍ବ ସୂଚନା ମୁତାବକ ଭିଜିଲାନ୍ସ ସଜାଗ ରହିଥିଲା । ପୂର୍ବରୁ ଏନେଇ ମଧ୍ୟ ଅନେକ ଥର ଅଭିଯୋଗ ପୋଲିସ ପାଖରେ ପହଁଚିଛି । ଆରଆଇ ଲା଼୍ଚ ନେଉଥିବାବେଳେ ଭିଜିଲାନ୍ସ ରେଡ କରିଥିଲା ଏବଂ ୯ ହଜାର ନଗଦ ଟଙ୍କା ଭିଜିଲାନ୍ସ ଜବତ କରିଛି ।

https://www.thesakala.in/big-news/sambalpur-jamnakira-ri-fell-into-the-clutches-of-vigilance-while-taking-bribe/article-10865
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର