ରାସ୍ତାକଡ଼ରେ ଜଳିଗଲା ଗୋରୁ ବୋଝେଇ ଗାଡ଼ି
ଉଦଳା: ଗତକାଲି ବିଳମ୍ବିତ ରାତିରେ ରାସ୍ତା କଡରେ ହୁତୁହୁତୁ ହୋଇ ଜଳିଗଲା ଗୋରୁ ବୋଝେଇ ପିକଅପ ଭ୍ୟାନ୍। ଗାଡ଼ିରେ ନିଆଁ ଲାଗିବାରୁ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ୮ ଗୋରୁ ମଧ୍ୟରୁ ୭ ଗୋରୁକୁ ଉଦ୍ଧାର କରିଛନ୍ତି ସ୍ଥାନୀୟଲୋକେ। ଗୁରୁତର ଗୋରୁଙ୍କୁ ଛାଡିଦେଇ ମୃତ ଗୋରୁକୁ ପୋତି ଦେଇ ଚାଲିଗଲେ ଗୋରୁ ମାଫିଆ। କପ୍ତିପଦା ଥାନା ପୋଡାଡିହା ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

19 Nov 2024
By The Sakala

https://www.thesakala.in/big-news/a-vehicle-carrying-cattle-caught-fire-on-the-roadside/article-36671