Yearly Horoscope‌ ‌2022‌

ଆପଣଙ୍କ ପାଇଁ କେମିତି ରହିବ ୨୦୨୨ ମସିହା, ଜାଣନ୍ତୁ କଣ କହୁଛି ଆପଣଙ୍କ ରାଶି

ମେଷ:- (ଚୁ, ଚେ, ଚୋ, ଲ, ଲି, ଲୁ, ଲୋ, ଅ) ଚଳିତ ବର୍ଷ ଗତ ସମୟ ଅପେକ୍ଷା ଯଥେଷ୍ଟ ସୁଫଳ ପାଇବେ। ଶାରୀରିକ, ମାନସିକସ୍ତରରେ ସୁସ୍ଥ ରହିବେ। ଅନେକ ସମସ୍ୟାରୁ ମୁକ୍ତି ପାଇବେ। ସମାଜରେ ପ୍ରଭାବଶାଳୀ ଓ ପ୍ରତିଷ୍ଠିତ ହେବେ। ମହିଳାମାନେ ଦୃଢ଼ ମନା ଓ ଆତ୍ମନିର୍ଭରଶୀଳ ହେବେ। ମାଙ୍ଗଳିକ କାର୍ୟ୍ୟ ସମ୍ପାଦନ କରିବାରେ ଯଥେଷ୍ଟ ସମ୍ଭାବନା ରହିଛି। ନୂତନ ମୂଲ୍ୟବାନ ଦ୍ରବ୍ୟାଦି ପ୍ରାପ୍ତିର ସୁଯୋଗ ଆସିବ। ଜୀବନଧାରା ସୁଖମୟ ଓ ଉନ୍ନତି ରହିବ। ପୂର୍ବ […]
ବିଶେଷ  ବଡ ଖବର