ହ୍ୱାଟ୍ସଆପ୍‌ରେ ବି କରିପାରିବେ କଲ୍ ରେକର୍ଡ଼, ଜାଣନ୍ତୁ କେମିତି କରିବେ

The Sakala Picture
Published On

ଆଜିକାଲି ଦୁନିଆରେ ଟେକ୍ନୋଲୋଜିର ଦବ୍‌ଦବା ଚାଲିଛି। ଗୋଟିଏ କ୍ଲିକ୍‌ରେ ଘରେ ବସି ସବୁ କାମ ସହଜରେ ହୋଇପାରୁଛି। ବର୍ତ୍ତମାନ ସମୟରେ ସମସ୍ତଙ୍କର ବୃତ୍ତିଗତ ଜୀବନରେ ସୋସିଆଲ ମିଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ଏଥିମଧ୍ୟରେ ହ୍ୱାଟ୍ସଆପ୍ ବେଶ ଲୋକପ୍ରିୟତା ଆପ୍‌ ଭାବେ ସମସ୍ତଙ୍କ ଦ୍ବାରା ଗ୍ରହଣୀୟ ହୋଇଛି। ଦୂରରେ ଥିବା ପରିବାର ବର୍ଗ, ସାଙ୍ଗସାଥୀ, ସମ୍ପର୍କୀୟଙ୍କ ସହ ହ୍ୱାଟ୍ସଆପ୍ ମାଧ୍ୟମରେ ମେସେଜ୍ ଓ ଭିଡ଼ିଓ କଲିଂ କଥାବାର୍ତ୍ତା କରିବାର ସୁବିଧା ରହିଛି। ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍ […]

ଆଜିକାଲି ଦୁନିଆରେ ଟେକ୍ନୋଲୋଜିର ଦବ୍‌ଦବା ଚାଲିଛି। ଗୋଟିଏ କ୍ଲିକ୍‌ରେ ଘରେ ବସି ସବୁ କାମ ସହଜରେ ହୋଇପାରୁଛି। ବର୍ତ୍ତମାନ ସମୟରେ ସମସ୍ତଙ୍କର ବୃତ୍ତିଗତ ଜୀବନରେ ସୋସିଆଲ ମିଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ଏଥିମଧ୍ୟରେ ହ୍ୱାଟ୍ସଆପ୍ ବେଶ ଲୋକପ୍ରିୟତା ଆପ୍‌ ଭାବେ ସମସ୍ତଙ୍କ ଦ୍ବାରା ଗ୍ରହଣୀୟ ହୋଇଛି। ଦୂରରେ ଥିବା ପରିବାର ବର୍ଗ, ସାଙ୍ଗସାଥୀ, ସମ୍ପର୍କୀୟଙ୍କ ସହ ହ୍ୱାଟ୍ସଆପ୍ ମାଧ୍ୟମରେ ମେସେଜ୍ ଓ ଭିଡ଼ିଓ କଲିଂ କଥାବାର୍ତ୍ତା କରିବାର ସୁବିଧା ରହିଛି।

ଆହୁରି ପଢ଼ନ୍ତୁ: ବିଏସଏନଏଲ୍ (BSNL) ଲଞ୍ଚ କଲା ନୂଆ ସାଟେଲାଇଟ୍ ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା: ଜାଣନ୍ତୁ ଏହାର ଖାସିୟତ ଏବଂ କିଏ କିଣିପାରିବେ

ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍ ସବୁସମୟରେ ନୂଆ ନୂଆ ଫିଚର ଲଞ୍ଚ୍ କରିଥାଏ । ଅଧିକାଂଶ ଲୋକଙ୍କ ଅଭିଯୋଗ ଯେ ଆପ୍ କମ୍ପାନୀ କଲ୍ ରେକର୍ଡ଼ିଂ ଭଳି କୌଣସି ଫିଚର ପ୍ରଦାନ କରି ନ ଥାଏ। ତେବେ ଆପଣଙ୍କ ଜାଣିବା ଜରୁରୀ ଯେ କଲ୍ ରେକର୍ଡ଼ିଂ ପାଇଁ ହ୍ୱାଟ୍ସଆପ୍ କୌଣସି ଅଫିସିଆଲ ଉପାୟ ପ୍ରଦାନ କରି ନ ଥାଏ। କିନ୍ତୁ ଯଦି ଆପଣଙ୍କ ପାଖରେ ଆଣ୍ଡ୍ରଏଡ୍ ଫୋନ୍ ଅଛି, ତେବେ ସହଜରେ କଲ୍‌ ରେକର୍ଡ଼ିଂ କରିପାରିବେ। ତେବେ ଆସନ୍ତୁ ଜାଣିବା ହ୍ୱାଟ୍ସଆପରେ କଲ୍ ରେକର୍ଡ଼ିଂ ପାଇଁ ୨ଟି ଉପାୟ ବିଷୟରେ:

  • ପରୀକ୍ଷାମୂଳକ ଭାବେ ପ୍ରଥମେ ନିଜର ଏକ ହ୍ୱାଟ୍ସଆପ୍ କଲ୍ କରନ୍ତୁ। (ଯଦି ଆପଣଙ୍କ ଫୋନ୍ ମଲ୍ଟିଟାସ୍କିଂ, ତେବେ ଫୋନ୍ କଲ୍‌ ନକାଟି ବ୍ୟାକ୍ କରନ୍ତୁ । ବ୍ୟାକ୍ କରିବା ପରେ ଭଏସ୍‌ ରେକର୍ଡ଼ିଂ ଆପ୍‌କୁ ଖୋଲନ୍ତୁ। ଏହା ପରେ ରେକର୍ଡ଼ିଂ ବଟନ୍ ଉପରେ କ୍ଲିକ୍ କରନ୍ତୁ। ରେକର୍ଡ଼ିଂ ଚାଲୁ ହୋଇଯିବ। କଥାବାର୍ତ୍ତା ଶେଷ ହେଲା ପରେ ରେକର୍ଡ଼ିଂ ଚେକ୍ କରିଦିଅନ୍ତୁ।
  • ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରରୁ କ୍ୟୁବ୍‌ କଲ୍‌ ଆପ୍‌ କିମ୍ବା କ୍ୟୁବ୍‌ କଲ୍‌ ରେକର୍ଡର ଆପ୍‌ ଡାଉନ୍‌ଲୋଡ଼୍ କରନ୍ତୁ। ଏହି ଆପ୍ ମାଧ୍ୟମରେ ଆପଣଙ୍କ ଫୋନ୍‌ରୁ ହ୍ୱାଟ୍ସଆପ୍ କଲ୍ ଗଲେ କିମ୍ବା ଆସିଲେ ଅଟୋମେଟିକ୍‌ କଲ୍ ରେକର୍ଡ଼ ହୋଇଥାଏ । ରେକର୍ଡ଼ିଂ ଶେଷ ହେଲା ପରେ ଅଟୋମେଟିକ୍ ଇଣ୍ଟରନାଲ ମେମୋରୀରେ ସେଭ୍ ହୋଇଯାଏ ।
17 Mar 2024 By The Sakala

ହ୍ୱାଟ୍ସଆପ୍‌ରେ ବି କରିପାରିବେ କଲ୍ ରେକର୍ଡ଼, ଜାଣନ୍ତୁ କେମିତି କରିବେ

ଆଜିକାଲି ଦୁନିଆରେ ଟେକ୍ନୋଲୋଜିର ଦବ୍‌ଦବା ଚାଲିଛି। ଗୋଟିଏ କ୍ଲିକ୍‌ରେ ଘରେ ବସି ସବୁ କାମ ସହଜରେ ହୋଇପାରୁଛି। ବର୍ତ୍ତମାନ ସମୟରେ ସମସ୍ତଙ୍କର ବୃତ୍ତିଗତ ଜୀବନରେ ସୋସିଆଲ ମିଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ଏଥିମଧ୍ୟରେ ହ୍ୱାଟ୍ସଆପ୍ ବେଶ ଲୋକପ୍ରିୟତା ଆପ୍‌ ଭାବେ ସମସ୍ତଙ୍କ ଦ୍ବାରା ଗ୍ରହଣୀୟ ହୋଇଛି। ଦୂରରେ ଥିବା ପରିବାର ବର୍ଗ, ସାଙ୍ଗସାଥୀ, ସମ୍ପର୍କୀୟଙ୍କ ସହ ହ୍ୱାଟ୍ସଆପ୍ ମାଧ୍ୟମରେ ମେସେଜ୍ ଓ ଭିଡ଼ିଓ କଲିଂ କଥାବାର୍ତ୍ତା କରିବାର ସୁବିଧା ରହିଛି।

ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍ ସବୁସମୟରେ ନୂଆ ନୂଆ ଫିଚର ଲଞ୍ଚ୍ କରିଥାଏ । ଅଧିକାଂଶ ଲୋକଙ୍କ ଅଭିଯୋଗ ଯେ ଆପ୍ କମ୍ପାନୀ କଲ୍ ରେକର୍ଡ଼ିଂ ଭଳି କୌଣସି ଫିଚର ପ୍ରଦାନ କରି ନ ଥାଏ। ତେବେ ଆପଣଙ୍କ ଜାଣିବା ଜରୁରୀ ଯେ କଲ୍ ରେକର୍ଡ଼ିଂ ପାଇଁ ହ୍ୱାଟ୍ସଆପ୍ କୌଣସି ଅଫିସିଆଲ ଉପାୟ ପ୍ରଦାନ କରି ନ ଥାଏ। କିନ୍ତୁ ଯଦି ଆପଣଙ୍କ ପାଖରେ ଆଣ୍ଡ୍ରଏଡ୍ ଫୋନ୍ ଅଛି, ତେବେ ସହଜରେ କଲ୍‌ ରେକର୍ଡ଼ିଂ କରିପାରିବେ। ତେବେ ଆସନ୍ତୁ ଜାଣିବା ହ୍ୱାଟ୍ସଆପରେ କଲ୍ ରେକର୍ଡ଼ିଂ ପାଇଁ ୨ଟି ଉପାୟ ବିଷୟରେ:

  • ପରୀକ୍ଷାମୂଳକ ଭାବେ ପ୍ରଥମେ ନିଜର ଏକ ହ୍ୱାଟ୍ସଆପ୍ କଲ୍ କରନ୍ତୁ। (ଯଦି ଆପଣଙ୍କ ଫୋନ୍ ମଲ୍ଟିଟାସ୍କିଂ, ତେବେ ଫୋନ୍ କଲ୍‌ ନକାଟି ବ୍ୟାକ୍ କରନ୍ତୁ । ବ୍ୟାକ୍ କରିବା ପରେ ଭଏସ୍‌ ରେକର୍ଡ଼ିଂ ଆପ୍‌କୁ ଖୋଲନ୍ତୁ। ଏହା ପରେ ରେକର୍ଡ଼ିଂ ବଟନ୍ ଉପରେ କ୍ଲିକ୍ କରନ୍ତୁ। ରେକର୍ଡ଼ିଂ ଚାଲୁ ହୋଇଯିବ। କଥାବାର୍ତ୍ତା ଶେଷ ହେଲା ପରେ ରେକର୍ଡ଼ିଂ ଚେକ୍ କରିଦିଅନ୍ତୁ।
  • ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରରୁ କ୍ୟୁବ୍‌ କଲ୍‌ ଆପ୍‌ କିମ୍ବା କ୍ୟୁବ୍‌ କଲ୍‌ ରେକର୍ଡର ଆପ୍‌ ଡାଉନ୍‌ଲୋଡ଼୍ କରନ୍ତୁ। ଏହି ଆପ୍ ମାଧ୍ୟମରେ ଆପଣଙ୍କ ଫୋନ୍‌ରୁ ହ୍ୱାଟ୍ସଆପ୍ କଲ୍ ଗଲେ କିମ୍ବା ଆସିଲେ ଅଟୋମେଟିକ୍‌ କଲ୍ ରେକର୍ଡ଼ ହୋଇଥାଏ । ରେକର୍ଡ଼ିଂ ଶେଷ ହେଲା ପରେ ଅଟୋମେଟିକ୍ ଇଣ୍ଟରନାଲ ମେମୋରୀରେ ସେଭ୍ ହୋଇଯାଏ ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp