ଟ୍ରୁ କଲରର ନୂଆ ଏଆଇ ଫିଚର, ୟୁଜର୍ସ କ୍ରିଏଟ କରିପାରିବେ ନିଜର ଡିଜିଟାଲ ଭଏସ୍‌

The Sakala Picture
Published On

ଟ୍ରୁକଲର ଆପ୍‌କୁ ଅଧିକାଂଶ ଲୋକେ ବ୍ୟବହାର କରିଥାନ୍ତି। ଏହି ଆପ୍‌ ଆମକୁ ସ୍ପାମ କଲ୍‌ଗୁଡିକରୁ ରକ୍ଷା କରିଥାଏ। ବର୍ତ୍ତମାନ ଟ୍ରୁ କଲର ନିଜ ୟୁଜରଙ୍କ ପାଇଁ ଏକ ଭଲ ଏଆଇ ଫିଚର ଆଣିଛି। ଏଥିପାଇଁ ଟ୍ରୁ କଲର ଆପ୍‌ ମାଇକ୍ରୋସଫ୍ଟ ସହ ସହଯୋଗିତା ସ୍ଥାପନ କରିଛି। ବର୍ତ୍ତମାନ ଟ୍ରୁ କଲରର  ୟୁଜରମାନଙ୍କୁ କଲ୍ ଆଇଡେଣ୍ଟିଫିକେସନ ସହ ନିଜ ରେପ୍ଲିକା ଭଏସ ପିଚରରେ କନଭର୍ଟ କରିବାର ଫିଚର ମିଳିବ। ଟ୍ରୁ କଲରର ଏହି ଫିଚରକୁ ବିଶ୍ବର କିଛି ଦେଶରେ […]

ଟ୍ରୁକଲର ଆପ୍‌କୁ ଅଧିକାଂଶ ଲୋକେ ବ୍ୟବହାର କରିଥାନ୍ତି। ଏହି ଆପ୍‌ ଆମକୁ ସ୍ପାମ କଲ୍‌ଗୁଡିକରୁ ରକ୍ଷା କରିଥାଏ। ବର୍ତ୍ତମାନ ଟ୍ରୁ କଲର ନିଜ ୟୁଜରଙ୍କ ପାଇଁ ଏକ ଭଲ ଏଆଇ ଫିଚର ଆଣିଛି। ଏଥିପାଇଁ ଟ୍ରୁ କଲର ଆପ୍‌ ମାଇକ୍ରୋସଫ୍ଟ ସହ ସହଯୋଗିତା ସ୍ଥାପନ କରିଛି। ବର୍ତ୍ତମାନ ଟ୍ରୁ କଲରର  ୟୁଜରମାନଙ୍କୁ କଲ୍ ଆଇଡେଣ୍ଟିଫିକେସନ ସହ ନିଜ ରେପ୍ଲିକା ଭଏସ ପିଚରରେ କନଭର୍ଟ କରିବାର ଫିଚର ମିଳିବ। ଟ୍ରୁ କଲରର ଏହି ଫିଚରକୁ ବିଶ୍ବର କିଛି ଦେଶରେ ହିଁ ଆରମ୍ଭ କରାଯାଇଛି। ଖୁବଶୀଘ୍ର ଏହାକୁ ଆହୁରି ଅନେକ ଦେଶରେ ମଧ୍ୟ ଆରମ୍ଭ କରାଯିବ ବାଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଚନ୍ଦ୍ର ବିଜୟର ‘ପାୱାର ହାଉସ’: ଜାଣନ୍ତୁ କେମିତି ପ୍ରସ୍ତୁତ ହୋଇଥିଲା ଦୁନିଆର ସବୁଠାରୁ ଶକ୍ତିଶାଳୀ ରକେଟ୍ ଇଞ୍ଜିନ୍

ଟ୍ରୁ କଲର କହିଛି ଯେ, ମାଇକ୍ରୋସଫ୍ଟର ପର୍ସନାଲ ଆସିଷ୍ଟାଣ୍ଟକୁ ବ୍ୟବହାର କରି ୟୁଜର୍ସ ନିଜର ଭଏସକୁ ଡିଜିଟାଲ ଭାବରେ କନଭର୍ଟ କରିପାରିବେ। ଏଠାରେ ସୂଚନାଯୋଗ୍ୟ ଯେ, ଟ୍ରୁ କଲର ଏଆଇ ଆସିଷ୍ଟାଣ୍ଟକୁ ସେପ୍ଟେମ୍ବର ୨୦୨୨ରେ ଶୁଭାରମ୍ଭ କରିଥିଲା। ଏହାପରେ କମ୍ପାନୀ ନିଜ ଚାଟ୍‌ବଟ୍‌ରେ ଅନେକ ଫିଚର ଯୋଡିଛି, ଯେଉଁଥିରେ କଲ ସ୍କ୍ରିନିଂ, କଲ ରେସ୍‌ପଣ୍ଡ ଆଦି ସାମିଲ କରିଛି। ଏଆଇ ଆସିଷ୍ଟାଣ୍ଟ ୟୁଜରଙ୍କ ସ୍ୱରରେ କଲ୍‌ର ଉତ୍ତର ଦେଇପାରିବ। ମାଇକ୍ରୋସଫ୍ଟର ଆଜୋର ଏଆଇର ସ୍ପିଚ୍‌ ଫଙ୍କସନ୍‌ ସହାୟତାରେ ୟୁଜର ନିଜ ସ୍ୱରକୁ ଟ୍ରୁ-କଲରର ଭଏସ୍‌ ଆସିଷ୍ଟାଣ୍ଟ ଭାବରେ ତିଆରି କରିପାରେ।

ଆହୁରି ପଢ଼ନ୍ତୁ: ଚାଟ୍ ଜିପିଟିରେ ଆସିଲା ନୂଆ 'ହେଲଥ୍ ଫିଚର': ଏବେ ଆପଣଙ୍କ ମେଡିକାଲ ରିପୋର୍ଟ ପଢ଼ିବ ଏଆଇ

ଟ୍ରୁ କଲର ପ୍ରଥମେ ନିଜ ଏଆଇ ଭଏସ୍‌ ଆସିଷ୍ଟାଣ୍ଟରେ କେବଳ ସିମିତ ସ୍ୱରର ଅଫର କରୁଥିଲା କିନ୍ତୁ ମାଇକ୍ରୋସଫ୍ଟ ସହ ମିଶି ଏବେ ଏହାକୁ ଅପଗ୍ରେଡ୍‌ କରିଛି। ଏହି କାରଣରୁ ବର୍ତ୍ତମାନ ୟୁଜର ନିଜ ସ୍ୱରକୁ ଟ୍ରୁ କଲ୍‌ ଆପର ଭଏସ ଆସିଷ୍ଟାଣ୍ଟ କରିପାରିବେ। ଏଥିରେ ଯଦି କୌଣସି କଲ୍‌ କରିବେ ତେବେ ଏହାକୁ ୟୁଜର୍ସଙ୍କ ସ୍ୱରରେ ହିଁ ଉତ୍ତର ମିଳିବ। ଏହି ଫିଚର ଭଏସମେଲ ପରି କାମ କରିବ।

26 May 2024 By The Sakala

ଟ୍ରୁ କଲରର ନୂଆ ଏଆଇ ଫିଚର, ୟୁଜର୍ସ କ୍ରିଏଟ କରିପାରିବେ ନିଜର ଡିଜିଟାଲ ଭଏସ୍‌

ଟ୍ରୁକଲର ଆପ୍‌କୁ ଅଧିକାଂଶ ଲୋକେ ବ୍ୟବହାର କରିଥାନ୍ତି। ଏହି ଆପ୍‌ ଆମକୁ ସ୍ପାମ କଲ୍‌ଗୁଡିକରୁ ରକ୍ଷା କରିଥାଏ। ବର୍ତ୍ତମାନ ଟ୍ରୁ କଲର ନିଜ ୟୁଜରଙ୍କ ପାଇଁ ଏକ ଭଲ ଏଆଇ ଫିଚର ଆଣିଛି। ଏଥିପାଇଁ ଟ୍ରୁ କଲର ଆପ୍‌ ମାଇକ୍ରୋସଫ୍ଟ ସହ ସହଯୋଗିତା ସ୍ଥାପନ କରିଛି। ବର୍ତ୍ତମାନ ଟ୍ରୁ କଲରର  ୟୁଜରମାନଙ୍କୁ କଲ୍ ଆଇଡେଣ୍ଟିଫିକେସନ ସହ ନିଜ ରେପ୍ଲିକା ଭଏସ ପିଚରରେ କନଭର୍ଟ କରିବାର ଫିଚର ମିଳିବ। ଟ୍ରୁ କଲରର ଏହି ଫିଚରକୁ ବିଶ୍ବର କିଛି ଦେଶରେ ହିଁ ଆରମ୍ଭ କରାଯାଇଛି। ଖୁବଶୀଘ୍ର ଏହାକୁ ଆହୁରି ଅନେକ ଦେଶରେ ମଧ୍ୟ ଆରମ୍ଭ କରାଯିବ ବାଲି ଜଣାପଡିଛି।

ଟ୍ରୁ କଲର କହିଛି ଯେ, ମାଇକ୍ରୋସଫ୍ଟର ପର୍ସନାଲ ଆସିଷ୍ଟାଣ୍ଟକୁ ବ୍ୟବହାର କରି ୟୁଜର୍ସ ନିଜର ଭଏସକୁ ଡିଜିଟାଲ ଭାବରେ କନଭର୍ଟ କରିପାରିବେ। ଏଠାରେ ସୂଚନାଯୋଗ୍ୟ ଯେ, ଟ୍ରୁ କଲର ଏଆଇ ଆସିଷ୍ଟାଣ୍ଟକୁ ସେପ୍ଟେମ୍ବର ୨୦୨୨ରେ ଶୁଭାରମ୍ଭ କରିଥିଲା। ଏହାପରେ କମ୍ପାନୀ ନିଜ ଚାଟ୍‌ବଟ୍‌ରେ ଅନେକ ଫିଚର ଯୋଡିଛି, ଯେଉଁଥିରେ କଲ ସ୍କ୍ରିନିଂ, କଲ ରେସ୍‌ପଣ୍ଡ ଆଦି ସାମିଲ କରିଛି। ଏଆଇ ଆସିଷ୍ଟାଣ୍ଟ ୟୁଜରଙ୍କ ସ୍ୱରରେ କଲ୍‌ର ଉତ୍ତର ଦେଇପାରିବ। ମାଇକ୍ରୋସଫ୍ଟର ଆଜୋର ଏଆଇର ସ୍ପିଚ୍‌ ଫଙ୍କସନ୍‌ ସହାୟତାରେ ୟୁଜର ନିଜ ସ୍ୱରକୁ ଟ୍ରୁ-କଲରର ଭଏସ୍‌ ଆସିଷ୍ଟାଣ୍ଟ ଭାବରେ ତିଆରି କରିପାରେ।

ଟ୍ରୁ କଲର ପ୍ରଥମେ ନିଜ ଏଆଇ ଭଏସ୍‌ ଆସିଷ୍ଟାଣ୍ଟରେ କେବଳ ସିମିତ ସ୍ୱରର ଅଫର କରୁଥିଲା କିନ୍ତୁ ମାଇକ୍ରୋସଫ୍ଟ ସହ ମିଶି ଏବେ ଏହାକୁ ଅପଗ୍ରେଡ୍‌ କରିଛି। ଏହି କାରଣରୁ ବର୍ତ୍ତମାନ ୟୁଜର ନିଜ ସ୍ୱରକୁ ଟ୍ରୁ କଲ୍‌ ଆପର ଭଏସ ଆସିଷ୍ଟାଣ୍ଟ କରିପାରିବେ। ଏଥିରେ ଯଦି କୌଣସି କଲ୍‌ କରିବେ ତେବେ ଏହାକୁ ୟୁଜର୍ସଙ୍କ ସ୍ୱରରେ ହିଁ ଉତ୍ତର ମିଳିବ। ଏହି ଫିଚର ଭଏସମେଲ ପରି କାମ କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp