ସହଜରେ ଫାସ୍‌ଟାଗ୍‌ କରନ୍ତୁ ରିଚାର୍ଜ

The Sakala Picture
Published On

ଫାସ୍‌ଟାଗ୍‌ ହେଉଛି ଏକ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ବ୍ୟବସ୍ଥା। ଏଥିରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ଜ୍ଞାନକୈଶଳ ବ୍ୟବହାର କରାଯାଏ। ତେବେ ଯାତ୍ରା ସମୟରେ ଆପଣଙ୍କର ଯଦି ଫାସ୍‌ଟାଗ୍‌ ଆକାଉଣ୍ଟ ବାଲାନ୍ସ ସରିଯାଉଛି ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ। ବାସ୍ତବରେ ଫାସ୍‌ଟାଗ୍‌ ରିଚାର୍ଜ କରିବା ସବୁଠାରୁ ସହଜ। ଏଥÒପାଇଁ ସ୍ମାର୍ଟ ଫୋନ୍‌ରେ ଅନେକଗୁଡ଼ିଏ ଆପ୍‌ଅଛି। ଏହି ଆପ୍‌ଗୁଡ଼ିକ ମଧ୍ୟରୁ ଗୁଗଲ୍‌ ପେ ଦ୍ବାରା ସହଜରେ ଫାସ୍‌ଟାଗ୍‌ ଆକାଉଣ୍ଟକୁ ରିଚାର୍ଜ କରିପାରିବେ… ଆପଣଙ୍କର ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍‌ ଫୋନ୍‌ରେ […]

ଫାସ୍‌ଟାଗ୍‌ ହେଉଛି ଏକ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ବ୍ୟବସ୍ଥା। ଏଥିରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ଜ୍ଞାନକୈଶଳ ବ୍ୟବହାର କରାଯାଏ। ତେବେ ଯାତ୍ରା ସମୟରେ ଆପଣଙ୍କର ଯଦି ଫାସ୍‌ଟାଗ୍‌ ଆକାଉଣ୍ଟ ବାଲାନ୍ସ ସରିଯାଉଛି ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ। ବାସ୍ତବରେ ଫାସ୍‌ଟାଗ୍‌ ରିଚାର୍ଜ କରିବା ସବୁଠାରୁ ସହଜ। ଏଥÒପାଇଁ ସ୍ମାର୍ଟ ଫୋନ୍‌ରେ ଅନେକଗୁଡ଼ିଏ ଆପ୍‌ଅଛି। ଏହି ଆପ୍‌ଗୁଡ଼ିକ ମଧ୍ୟରୁ ଗୁଗଲ୍‌ ପେ ଦ୍ବାରା ସହଜରେ ଫାସ୍‌ଟାଗ୍‌ ଆକାଉଣ୍ଟକୁ ରିଚାର୍ଜ କରିପାରିବେ…

ଆପଣଙ୍କର ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍‌ ଫୋନ୍‌ରେ ଗୁଗଲ୍ ପେ ଆପ୍ ଖୋଲନ୍ତୁ।

-ବର୍ତ୍ତମାନ ନିୟୁ ପେମେଣ୍ଟ ବଟନ୍ ଉପରେ କ୍ଲିକ୍ କରନ୍ତୁ।

-ଏହାପରେ ଫାସ୍‌ଟାଗ୍‌ ସର୍ଚ୍ଚ କରନ୍ତୁ।

-ଏବେ ଆପଣଙ୍କର ଫାସ୍‌ଟାଗ୍‌ ଇସ୍ୟୁ ବ୍ୟାଙ୍କ ଚୟନ କରନ୍ତୁ।

-ବର୍ତ୍ତମାନ ଗେଟ୍‌ ଷ୍ଟାର୍ଟେଡ୍‌ ଉପରେ କ୍ଲିକ୍ କରନ୍ତୁ।

-ଏହାପରେ ଗାଡ଼ି ନମ୍ବର (ସ୍ପେସ୍ ବିନା) ଏବଂ ଆକାଉଣ୍ଟର ନାମ ଦିଅନ୍ତୁ।

-ବର୍ତ୍ତମାନ ସ୍କ୍ରିନ୍ ତଳେ ଥିବା ଲିଙ୍କ୍ ଆକାଉଣ୍ଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ।

-ଏହା ପରେ ଆକାଉଣ୍ଟକୁ ରିଭ୍ୟୁ କରିବାକୁ ପଡ଼ିବ, ଯେଉଁଥିରେ ଆକାଉଣ୍ଟଧାରୀଙ୍କ ନାମ ଏବଂ ଯାନ ନମ୍ବର ଇତ୍ୟାଦି ଅନ୍ତର୍ଭୂକ୍ତ ଥିବ।ରିଭ୍ୟୁ କରିବା ପରେ, ଲିଙ୍କ୍ ଆକାଉଣ୍ଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ।

-ଏହା ପରେ ପରେ ଆପଣ କେତେ ଟଙ୍କା ରିଚାର୍ଜ କରିବାକୁ ଚାହୁଁଛନ୍ତି ଚୟନ କରି ପେ ବଟନ୍ ଉପରେ ଟ୍ୟାପ୍ କରନ୍ତୁ।

-ବର୍ତ୍ତମାନ ଟିକ୍ ଉପରେ କ୍ଲିକ୍ କରନ୍ତୁ।

-ଏହାପରେ ସ୍କ୍ରିନ୍ ତଳେ ଥିବା ପେ ବଟନ୍ ଉପରେ କ୍ଲିକ୍ କରନ୍ତୁ।

-ବର୍ତ୍ତମାନ ଗୁଗଲ୍ ପେ’ରେ ୟୁପିଆଇ ପିନ୍‌ ଦେଇ ରିଚାର୍ଜ କରିପାରିବେ।

-ପେମେଣ୍ଟ ହୋଇସାରିବା ପରେ, ଗୁଗଲ୍ ପେ ସହିତ ଲିଙ୍କ୍ ଥିବା ବ୍ୟାଙ୍କ ଆକାଉଣ୍ଟରୁ ଏକ ମେସେଜ୍‌ ଆସିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର