FASTag

ଏପ୍ରିଲ୍ ୧ରୁ ମହଙ୍ଗା ହେବ ଫାସଟ୍ୟାଗ୍ (FASTag) ବାର୍ଷିକ ପାସ୍, ଏତିକି ଟଙ୍କା ବୃଦ୍ଧି କଲା NHAI

ଯଦି ଆପଣ ନିୟମିତ ଭାବରେ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ଫାସଟ୍ୟାଗ୍ ବାର୍ଷିକ ପାସ୍ (FASTag Annual Pass) ର ଦର ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ୍ ୧, ୨୦୨୬ ରୁ ଏହି ନୂଆ ଦର ଲାଗୁ ହେବ।...
ଦେଶ- ବିଦେଶ 

ଫାଶ୍‌ଟ୍ୟାଗ୍‌ ୟୁଜର୍ସଙ୍କୁ ଆଶ୍ବସ୍ତି: ଫେବୃଆରୀରୁ ରହିବନି କେୱାଇଭି ଝିନ୍‌ଝଟ୍‌

ନୂଆଦିଲ୍ଲୀ: ଫାସ୍‌ଟ୍ୟାଗ ପ୍ରସଙ୍ଗରେ ଭାରତୀୟ ଜାତୀୟ ରାଜପଥ ପ୍ରଧିକରଣ (ଏନଏଚ୍‌ଏଆଇ) ବଡ଼ ନିଷ୍ପତ୍ତି ନେଇଛି। ଏଣିକି ବନ୍ଦ ହେବ କାର, ଜିପ୍ ଏବଂ ଭ୍ୟାନ ଭଳି ଚାରି ଚକିଆ ଗାଡ଼ି ପାଇଁ ନୂଆ ଫାସ୍‌ଟ୍ୟାଗ ଜାରି ସମୟରେ ଆବଶ୍ୟକ ହେଉଥିବା ‘ନୋ ୟୋର ଭେଇକିଲ’ (କେୱାଇଭି) ପ୍ରକ୍ରିୟା। ଏହି ପରିବର୍ତ୍ତନ ୨୦୨୬ ଫେବୃଆରୀ ପହିଲାଠାରୁ ଲାଗୁ...
ବାଣିଜ୍ୟ 

ନୂଆ ଆର୍ଥିକ ବର୍ଷରୁ ଦେଶରେ ବଦଳିବାକୁ ଯାଉଛି ଅନେକ ବଡ଼ ନିୟମ; ବଦଳିବ ଆଧାର-ପାନ୍‌-ଫାସ୍‌ଟ୍ୟାଗ୍‌ ନିୟମ

ନୂଆଦିଲ୍ଲୀ,: ସରିବାକୁ ଯାଉଛି ୨୦୨୩-୨୪ ଆର୍ଥିକ ବର୍ଷ। ଆସନ୍ତା ଏପ୍ରିଲ ପହିଲା ଠାରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ। ତେବେ ଏହି ପହିଲାଠାରୁ ଦେଶରେ ବଦଳିବାକୁ ଯାଉଛି ଅନେକ ବଡ଼ ନିୟମ। ଏଥିରେ ପାନ୍ -ଆଧାର କାର୍ଡ ଏବଂ ଡେବିଟ୍ କାର୍ଡ ସମ୍ବନ୍ଧରେ ବଡ ପରିବର୍ତ୍ତନ ହେବାକୁୁ ଯାଉଛି। ଏଡାଛଡା ପିଏଫ୍ ଆକାଉଣ୍ଟ୍ ସମ୍ବନ୍ଧରେ ବଡ ପରିବର୍ତ୍ତନ ହେବ ବୋଲି ଜଣାପଡିଛି। ଏପ୍ରିଲ ପହିଲା ଆରମ୍ଭ ହେବା ମାତ୍ରେ ସରକାର ଏକ ନୂଆ ବ୍ୟବସାୟ […]
ବାଣିଜ୍ୟ  ବଡ ଖବର 

ବଢ଼ିଲା ଫାସ୍‌ଟ୍ୟାଗ୍‌ କେୱାଇସି ଅପଡେଟ୍ ସମୟସୀମା

ନୂଆଦିଲ୍ଲୀ: ଫାସ୍‌ଟ୍ୟାଗ୍ କେୱାଇସି ଅପଡେଟ୍ କରିବାର ସମୟ ସୀମା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି। ଭାରତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)ର ‘ଗୋଟିଏ ବାହନ ଗୋଟିଏ ଫାସଟ୍ୟାଗ୍’ ନୀତି’କୁ ନେଇ ଏବେ ପ୍ରତି ବାହନରେ ଫାସ୍‌ଟ୍ୟାଗ୍ ଲାଗୁଛି। ଏହି ଫାସ୍‌ଟ୍ୟାଗର ବ୍ୟବହାର କୌଣସି ଅନ୍ୟ ବାହନ ପାଇଁ ବ୍ୟବହାର ହୋଇ ପାରିବନାହିଁ। ଏନଏଚଏଆଇ ପେଟିଏମ ଫାସଟ୍ୟାଗ୍ ୟୁଜରଙ୍କୁ ଯେପରି ସମସ୍ୟା ନ ହେଉ ସେଥିପାଇଁ କେୱାଇସି ସମୟସୀମା ବଢାଇବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଏଥିପାଇଁ ୨୯ […]
ବାଣିଜ୍ୟ 

ଆଜିଠୁ ବନ୍ଦ ବିନା କେୱାଇସି ଫାସ୍‌ଟ୍ୟାଗ୍‌ , ବ୍ୟାଙ୍କ କରିବେ ନିଷ୍କ୍ରିୟ ଆଉ କଳା ତାଲିକାଭୁକ୍ତ

ନୂଆଦିଲ୍ଲୀ: ଯଦି ଆପଣ କାରର ଫାସ୍‌ଟ୍ୟାଗ୍‌ର କେୱାଇସିକୁ ବ୍ୟାଙ୍କରୁ ଅପଡେଟ୍ କରିନାହାଁନ୍ତି, ତେବେ ଏଥିପାଇଁ ଏବେ ସବୁ ବାଟ ବନ୍ଦ। ଫେବ୍ରୁଆରୀ ୨୯ପରେ, ବ୍ୟାଙ୍କଗୁଡିକ ବିନା କେୱାଇସି ଥିବା ଫାସ୍‌ଟ୍ୟାଗ୍‌ ନିଷ୍କ୍ରିୟ କିମ୍ବା କଳା ତାଲିକାଭୁକ୍ତ କରିବେ। ଏହାପରେ, ଫାସ୍‌ଟ୍ୟାଗ୍‌ରେ ବାଲାନ୍ସ ଥାଇ ମଧ୍ୟ ଦେୟ ପ୍ରଦାନ କରିହେବନାହିଁ। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଫାସ୍‌ଟ୍ୟାଗ୍‌ ଗ୍ରାହକଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନିୟମ ଅନୁଯାୟୀ ଫାସ୍‌ଟ୍ୟାଗ୍‌ ପାଇଁ କେୱାଇସି ପ୍ରକ୍ରିୟା ଶେଷ କରିବାକୁ କହିଛି, […]
ବାଣିଜ୍ୟ 

ଆଉ ଫାସ୍‌ଟ୍ୟାଗ୍‌ରେ ଆଦାୟ ହେବନି ଟୋଲ୍‌, ଫେବ୍ରୁଆରୀରୁ ଜିପିଏସ୍‌ ଆଧାରରେ ହେବ ଟିକସ ସଂଗ୍ରହ

ନୂଆଦିଲ୍ଲୀ: ଆଗକୁ ଆଉ ଫାସ୍‌ଟ୍ୟାଗ ଜରିଆରେ ହେବନି ଟୋଲ୍‌ ସଂଗ୍ରହ। ଆସନ୍ତା ଫେବୃଆରୀରୁ ସିଧାସଳଖ ଭାବେ ଜିପିଏସ୍‌ ଟେକ୍ନୋଲୋଜି ଜରିଆରେ ଟୋଲ ଆଦାୟ କରାଯିବ। କାରଣ ଦେଶରେ ଖୁବ ଶୀଘ୍ର ଟୋଲ ଆଦାୟ ପଦ୍ଧତି ବଦଳିବାକୁ ଯାଉଛି। ୩ ବର୍ଷ ପୂର୍ବେ ଦେଶରେ ଫାସ୍‌ଟ୍ୟାଗ ଜରିଆରେ ଆରମ୍ଭ କରାଯାଇଥିବା ଟୋଲ୍‌ ସଂଗ୍ରହ ପ୍ରକ୍ରିୟାରେ ବଦଳିବା ପରେ ଏଣିକି ସିଧାସଳଖ ଭାବେ ଜିପିଏସ୍‌ ଆଧାରରେ ଟୋଲ୍‌ ଆଦାୟ କରାଯିବ। ଜିପିଏସ୍ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ […]
ଦେଶ- ବିଦେଶ  ବଡ ଖବର 

ସହଜରେ ଫାସ୍‌ଟାଗ୍‌ କରନ୍ତୁ ରିଚାର୍ଜ

ଫାସ୍‌ଟାଗ୍‌ ହେଉଛି ଏକ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ବ୍ୟବସ୍ଥା। ଏଥିରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ଜ୍ଞାନକୈଶଳ ବ୍ୟବହାର କରାଯାଏ। ତେବେ ଯାତ୍ରା ସମୟରେ ଆପଣଙ୍କର ଯଦି ଫାସ୍‌ଟାଗ୍‌ ଆକାଉଣ୍ଟ ବାଲାନ୍ସ ସରିଯାଉଛି ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ। ବାସ୍ତବରେ ଫାସ୍‌ଟାଗ୍‌ ରିଚାର୍ଜ କରିବା ସବୁଠାରୁ ସହଜ। ଏଥÒପାଇଁ ସ୍ମାର୍ଟ ଫୋନ୍‌ରେ ଅନେକଗୁଡ଼ିଏ ଆପ୍‌ଅଛି। ଏହି ଆପ୍‌ଗୁଡ଼ିକ ମଧ୍ୟରୁ ଗୁଗଲ୍‌ ପେ ଦ୍ବାରା ସହଜରେ ଫାସ୍‌ଟାଗ୍‌ ଆକାଉଣ୍ଟକୁ ରିଚାର୍ଜ କରିପାରିବେ… ଆପଣଙ୍କର ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍‌ ଫୋନ୍‌ରେ […]
ଟେକ୍ନୋଲୋଜି 

୧୬ରୁ ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ, ନଥିଲେ ଗଣିବେ ଦୁଇଗୁଣା ଟୋଲ୍‌ ‌ଟିକସ

ଚଳିତମାସ ୧୬ରୁ ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଛି ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା। ଏଣିକି ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିଲେ ଆପଣଙ୍କ ଲାଗି ଗାଡିରେ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ରଖିବା ବାଧ୍ୟତାମୂଳକ କରାଯାଇଛି। ଏହାଫଳରେ ଦେଶର ଭାରତର ଜାତୀୟ ରାଜପଥରେ ୭୨୦ରୁ ଅଧିକ ଟୋଲ୍‌ ପ୍ଲାଜାରେ ଫାସଟ୍ୟାଗ୍‌ରେ ଟୋଲ୍‌ ଟିକସ ପୈଠ ବିକଳ୍ପ ଅନିବାର୍ଯ୍ୟ ହୋଇଯିବ। ଯଦି ଆପଣ ରାସ୍ତାରେ ଟୋଲ୍ ପ୍ଲାଜାକୁ ଅତିକ୍ରମ କରୁଛନ୍ତି ତେବେ ଆପଣଙ୍କ କାର ପାଇଁ ଫାସଟ୍ୟାଗ୍‌ ଆବଶ୍ୟକତା ଅତି  ଜରୁରୀ। ଏହି […]
ଦେଶ- ବିଦେଶ  ବାଣିଜ୍ୟ  ବଡ ଖବର