ହ୍ବାଟ୍ସଆପ୍‌ର ରଙ୍ଗ ପରିବର୍ତ୍ତନ,ଗ୍ରୀନ୍‌ରୁ କରନ୍ତୁ ଗୋଲଡେନ୍‌

The Sakala Picture
Published On

ଆଜିର ଯୁବପିଢ଼ିଙ୍କ ମଧ୍ୟରେ ହ୍ବାଟ୍ସଆପ୍‌ର ମାନିଆ ବୃଦ୍ଧି ପାଇଛି। ସାଧାରଣ ହ୍ବାଟ୍ସଆପ୍‌ର ରଙ୍ଗ ଦେଖିବାକୁ ଗ୍ରୀନ୍‌ ବା ସବୁଜ। କିନ୍ତୁ ଏବେ ଆପଣ ଚାହିଁଲେ ଏହାର ଲୋଗୋକୁ ଗୋଲ୍‌ଡେନ୍‌ ଲୁକ୍‌ ଦେଇପାରିବେ। ଗ୍ରୀନ୍‌ରୁ ଗୋଲ୍‌ଡେନ୍‌ କରିବା ପାଇଁ ନିମ୍ନଲିଖିତ ଧାରାକୁ ଅନୁସରଣ କରନ୍ତୁ – ପ୍ରଥମେ ଗୁଗଲ୍‌ ପ୍ଲେଷ୍ଟୋର ଯାଇ ‘ନୋଭା ଲଞ୍ଚର୍‌’ ନାମକ ଆପ୍‌କୁ ଡାଉନ୍‌ଲୋଡ କରନ୍ତୁ। ଏହାପରେ ଏହି ଆପଟିକୁ ଖୋଲି ମୋବାଇଲ୍‌ ଡିଭାଇସ୍‌ରେ ନିଜର ପସନ୍ଦର ଷ୍ଟାଇଲ୍‌କୁ ବାଛିପାରିବେ। ଥରେ ଷ୍ଟାଇଲ୍‌ଟିକୁ ପସନ୍ଦ […]

ଆଜିର ଯୁବପିଢ଼ିଙ୍କ ମଧ୍ୟରେ ହ୍ବାଟ୍ସଆପ୍‌ର ମାନିଆ ବୃଦ୍ଧି ପାଇଛି। ସାଧାରଣ ହ୍ବାଟ୍ସଆପ୍‌ର ରଙ୍ଗ ଦେଖିବାକୁ ଗ୍ରୀନ୍‌ ବା ସବୁଜ। କିନ୍ତୁ ଏବେ ଆପଣ ଚାହିଁଲେ ଏହାର ଲୋଗୋକୁ ଗୋଲ୍‌ଡେନ୍‌ ଲୁକ୍‌ ଦେଇପାରିବେ। ଗ୍ରୀନ୍‌ରୁ ଗୋଲ୍‌ଡେନ୍‌ କରିବା ପାଇଁ ନିମ୍ନଲିଖିତ ଧାରାକୁ ଅନୁସରଣ କରନ୍ତୁ –

  • ପ୍ରଥମେ ଗୁଗଲ୍‌ ପ୍ଲେଷ୍ଟୋର ଯାଇ ‘ନୋଭା ଲଞ୍ଚର୍‌’ ନାମକ ଆପ୍‌କୁ ଡାଉନ୍‌ଲୋଡ କରନ୍ତୁ।
  • ଏହାପରେ ଏହି ଆପଟିକୁ ଖୋଲି ମୋବାଇଲ୍‌ ଡିଭାଇସ୍‌ରେ ନିଜର ପସନ୍ଦର ଷ୍ଟାଇଲ୍‌କୁ ବାଛିପାରିବେ।
  • ଥରେ ଷ୍ଟାଇଲ୍‌ଟିକୁ ପସନ୍ଦ କରିସାରିବା ପରେ ଗୋଲ୍‌ଡେନ୍‌ ହ୍ବାଟସଆପ୍‌ ଆଇକନ୍‌କୁ ଚୟନ କରନ୍ତୁ।
  • ଯେଉଁ ଲୋଗୋ ବା ଷ୍ଟାଇଲ୍‌, ଆପଣଙ୍କୁ ଭଲ ଲାଗିଲା, ତାହାକୁ ଡାଉନ୍‌ଲୋଡ୍‌ କରନ୍ତୁ।
  • ଏହାପରେ ମାତ୍ର ୨ ସେକେଣ୍ଡ ପାଇଁ ହ୍ବାଟସଆପ୍‌ ଆଇକନ ଉପରେ ପ୍ରେସ୍ କରନ୍ତୁ।
  • ଏହାପରେ ଫ୍ଲୋଟିଙ୍ଗ୍‌ ୱିଣ୍ଡ୍‌ରେ ପେନ୍‌ସିଲ ପରି ଏକ ପ୍ରକାର ଆଇକନ୍‌ ଦେଖାଯିବ।
  • ଏହାକୁ ଥରେ ମାତ୍ର ଟଚ୍‌ କରିବାକୁ ପଡ଼ିଥାଏ।
  • ଶେଷରେ ‘ଆପ୍‌ସ ଏଣ୍ଡ୍‌ ଫୋଟୋଜ୍‌’କୁ ଯାଇ ଗୋଲଡେନ୍‌ ହ୍ବାଟସଆପ୍‌ ଲୋଗୋକୁ ଚୟନ କରି ‘ସିଲେକ୍ଟ ଅପସନ୍’ରେ ‘ଓକେ’ କରିବାକୁ ହୋଇଥାଏ।
  • ଏହାପରେ ଆପଣଙ୍କର ହ୍ବାଟ୍ସଆପ୍‌ର ରଙ୍ଗ ଗ୍ରୀନ୍‌ରୁ ଗୋଲଡେନ୍‌ ରଙ୍ଗରେ ପରିଣତ ହୋଇଥାଏ।
26 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର