ହ୍ବାଟସଆପରେ ଆସୁଛି ନୂଆ ଫିଚର, ୧୦ ଗ୍ରୁପକୁ ଯୋଡିପାରିବେ ଗୋଟିଏ ଗ୍ରୁପରେ

The Sakala Picture
Published On

ନୂଆଦିଲ୍ଲୀ: ହ୍ବାଟସଆପ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଏହି ଫିଚରକୁ କମ୍ଯୁନିଟି ଫଚିର ବୋଲି କୁହାଯାଉଛି। ଏହାର ଫିଚର ପ୍ରଥମ ଲୁକ ମଧ୍ଯ ସାମ୍ନାକୁ ଆସିଛି। ଏହି ଫିଚରରେ ୧୦ଟି  ହ୍ବାଟସଆପ ଗ୍ରୁପ  ଗୋଟିଏ କମ୍ଯୁନିଟା ବୋ ଗୋଷ୍ଠୀରେ ଯୋଡି ହୋଇପାରିବେ। ଏହି ଫିଚର ପ୍ରଥମ ଆଇଓଏସର ମେଟା ଭର୍ସନରେ ଦେଖିବାକୁ ମିଳିଛି। ଖୁବ ଶୀଘ୍ର ଏହି ଫିଚର ଆଣ୍ଡ୍ରଏଡରେ ମଧ୍ଯ ଉପଲ୍ବ୍ଧ ହେବ। ହ୍ବାଟସଆପ  ଗ୍ରୁପ ଭଳି ଏହି ଗ୍ରୁପରେ ଜଣେ ଆଡମିନ ରହିବେ। […]

ନୂଆଦିଲ୍ଲୀ: ହ୍ବାଟସଆପ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଏହି ଫିଚରକୁ କମ୍ଯୁନିଟି ଫଚିର ବୋଲି କୁହାଯାଉଛି। ଏହାର ଫିଚର ପ୍ରଥମ ଲୁକ ମଧ୍ଯ ସାମ୍ନାକୁ ଆସିଛି। ଏହି ଫିଚରରେ ୧୦ଟି  ହ୍ବାଟସଆପ ଗ୍ରୁପ  ଗୋଟିଏ କମ୍ଯୁନିଟା ବୋ ଗୋଷ୍ଠୀରେ ଯୋଡି ହୋଇପାରିବେ।

ଆହୁରି ପଢ଼ନ୍ତୁ: ଚନ୍ଦ୍ର ବିଜୟର ‘ପାୱାର ହାଉସ’: ଜାଣନ୍ତୁ କେମିତି ପ୍ରସ୍ତୁତ ହୋଇଥିଲା ଦୁନିଆର ସବୁଠାରୁ ଶକ୍ତିଶାଳୀ ରକେଟ୍ ଇଞ୍ଜିନ୍

ଏହି ଫିଚର ପ୍ରଥମ ଆଇଓଏସର ମେଟା ଭର୍ସନରେ ଦେଖିବାକୁ ମିଳିଛି। ଖୁବ ଶୀଘ୍ର ଏହି ଫିଚର ଆଣ୍ଡ୍ରଏଡରେ ମଧ୍ଯ ଉପଲ୍ବ୍ଧ ହେବ। ହ୍ବାଟସଆପ  ଗ୍ରୁପ ଭଳି ଏହି ଗ୍ରୁପରେ ଜଣେ ଆଡମିନ ରହିବେ। ଆଡମିନ ହିଁ ନିଷ୍ପତ୍ତି ନେବେ କିଏ ଗ୍ରୁପରେ ମେସେଜ କରିପାରିବେ ଆଉ କିଏ କରିପାରିବେନି। ଏଥିସହିତ ଜଦି କୌଣସି ବ୍ଯକ୍ତି ଉକ୍ତ କମ୍ଯୁନିଟି ଛାଡୁଛନ୍ତି ତେବେ କମ୍ଯୁନିଟି ସହିତ ଅନ୍ଯଗ୍ରୁପର ମେସେଜ ମଧ୍ଯ ଦେଖି ପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ଚାଟ୍ ଜିପିଟିରେ ଆସିଲା ନୂଆ 'ହେଲଥ୍ ଫିଚର': ଏବେ ଆପଣଙ୍କ ମେଡିକାଲ ରିପୋର୍ଟ ପଢ଼ିବ ଏଆଇ

ହ୍ବାଟସଆପର ନୂଆ ନୂଆ ଫିଚରକୁ ଟ୍ରାକ କରୁଥିବା WABetaInfo  ଏହି ଫିଚରେ ବିଷୟରେ ସୂଚନା ଦେଇଛି। ରିପାର୍ଟ ଅନୁଯାୟୀ, ଏହି କମ୍ଯୁନିଟିର ଏକ ନାମ ଦେଇପାରିବେ। ଏଥିସହିତ ଉକ୍ତ କମ୍ଯୁନିଟି ବିଷୟରେ ଆପଣଙ୍କ ହିସାବରେ ଡେସକ୍ରିପସନରେ ଲେଖିପାରିବେ।  ଏହି କମ୍ଯୁନିଟି ଫିଚରର ବିଶେଷତ୍ବ ହେଉଛି ଏକାଧିକ ଗ୍ରୁପକୁ ନିଜ ସହ ଜୋଡିବା । କାରଣ ଉପଭୋକ୍ତାମାନେ ଏକା ସାଙ୍ଗରେ ଅନେକ ଗ୍ରୁପ ସହ ଯୋଡି ହୋଇଥାନ୍ତି। ଏହି ଫିଚର ଆସିବା ଦ୍ବାରା ସମସ୍ତ ଗ୍ରୁପକୁ ଏକ ସାଙ୍ଗରେ ମେସେଜ କରିପାରିବେ।

କିଛି ଦିନ ପୂର୍ବରୁ WhatsApp Busines ଆପର ମେଟା ସଂସ୍କରଣେ quickly ଫିଚର ଦେଖିବାକୁ ମିଳିଥିଲା । ଏହି ନୂତନ ଫିଚର ସାହାଯ୍ଯରେ ତୁରନ୍ତ ସମସ୍ତ ମେସେଜର ଉତ୍ତର ଦେଇପାରିବେ। ରିପୋର୍ଟ ଅନୁଯାୟୀ, ଆଣ୍ଡ୍ରଏଡ୍ ଏବଂ ଆଇଓଏସର କିଛି ବିଟା ଉପଭୋକ୍ତା କୁଇକ୍ ରିପ୍ଲାଇର ସର୍ଟକଟ୍ ଫିଚର ପାଇଛନ୍ତି।

29 Dec 2021 By The Sakala

ହ୍ବାଟସଆପରେ ଆସୁଛି ନୂଆ ଫିଚର, ୧୦ ଗ୍ରୁପକୁ ଯୋଡିପାରିବେ ଗୋଟିଏ ଗ୍ରୁପରେ

ନୂଆଦିଲ୍ଲୀ: ହ୍ବାଟସଆପ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଏହି ଫିଚରକୁ କମ୍ଯୁନିଟି ଫଚିର ବୋଲି କୁହାଯାଉଛି। ଏହାର ଫିଚର ପ୍ରଥମ ଲୁକ ମଧ୍ଯ ସାମ୍ନାକୁ ଆସିଛି। ଏହି ଫିଚରରେ ୧୦ଟି  ହ୍ବାଟସଆପ ଗ୍ରୁପ  ଗୋଟିଏ କମ୍ଯୁନିଟା ବୋ ଗୋଷ୍ଠୀରେ ଯୋଡି ହୋଇପାରିବେ।

ଏହି ଫିଚର ପ୍ରଥମ ଆଇଓଏସର ମେଟା ଭର୍ସନରେ ଦେଖିବାକୁ ମିଳିଛି। ଖୁବ ଶୀଘ୍ର ଏହି ଫିଚର ଆଣ୍ଡ୍ରଏଡରେ ମଧ୍ଯ ଉପଲ୍ବ୍ଧ ହେବ। ହ୍ବାଟସଆପ  ଗ୍ରୁପ ଭଳି ଏହି ଗ୍ରୁପରେ ଜଣେ ଆଡମିନ ରହିବେ। ଆଡମିନ ହିଁ ନିଷ୍ପତ୍ତି ନେବେ କିଏ ଗ୍ରୁପରେ ମେସେଜ କରିପାରିବେ ଆଉ କିଏ କରିପାରିବେନି। ଏଥିସହିତ ଜଦି କୌଣସି ବ୍ଯକ୍ତି ଉକ୍ତ କମ୍ଯୁନିଟି ଛାଡୁଛନ୍ତି ତେବେ କମ୍ଯୁନିଟି ସହିତ ଅନ୍ଯଗ୍ରୁପର ମେସେଜ ମଧ୍ଯ ଦେଖି ପାରିବେ ନାହିଁ।

ହ୍ବାଟସଆପର ନୂଆ ନୂଆ ଫିଚରକୁ ଟ୍ରାକ କରୁଥିବା WABetaInfo  ଏହି ଫିଚରେ ବିଷୟରେ ସୂଚନା ଦେଇଛି। ରିପାର୍ଟ ଅନୁଯାୟୀ, ଏହି କମ୍ଯୁନିଟିର ଏକ ନାମ ଦେଇପାରିବେ। ଏଥିସହିତ ଉକ୍ତ କମ୍ଯୁନିଟି ବିଷୟରେ ଆପଣଙ୍କ ହିସାବରେ ଡେସକ୍ରିପସନରେ ଲେଖିପାରିବେ।  ଏହି କମ୍ଯୁନିଟି ଫିଚରର ବିଶେଷତ୍ବ ହେଉଛି ଏକାଧିକ ଗ୍ରୁପକୁ ନିଜ ସହ ଜୋଡିବା । କାରଣ ଉପଭୋକ୍ତାମାନେ ଏକା ସାଙ୍ଗରେ ଅନେକ ଗ୍ରୁପ ସହ ଯୋଡି ହୋଇଥାନ୍ତି। ଏହି ଫିଚର ଆସିବା ଦ୍ବାରା ସମସ୍ତ ଗ୍ରୁପକୁ ଏକ ସାଙ୍ଗରେ ମେସେଜ କରିପାରିବେ।

କିଛି ଦିନ ପୂର୍ବରୁ WhatsApp Busines ଆପର ମେଟା ସଂସ୍କରଣେ quickly ଫିଚର ଦେଖିବାକୁ ମିଳିଥିଲା । ଏହି ନୂତନ ଫିଚର ସାହାଯ୍ଯରେ ତୁରନ୍ତ ସମସ୍ତ ମେସେଜର ଉତ୍ତର ଦେଇପାରିବେ। ରିପୋର୍ଟ ଅନୁଯାୟୀ, ଆଣ୍ଡ୍ରଏଡ୍ ଏବଂ ଆଇଓଏସର କିଛି ବିଟା ଉପଭୋକ୍ତା କୁଇକ୍ ରିପ୍ଲାଇର ସର୍ଟକଟ୍ ଫିଚର ପାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp