ଅଗଷ୍ଟରେ ସାରା ଦେଶରେ ୪ଜି ସେବା ଆରମ୍ଭ କରିବ BSNL

The Sakala Picture
Published On

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ( ବିଏସଏନଏଲ)  ଅଗଷ୍ଟ ୨୦୨୪ରୁ ସାରା ଦେଶରେ ୪ଜି ସେବା ଆରମ୍ଭ କରିବ। କମ୍ପାନୀ ଏନେଇ ସୂଚନା ଦେଇଛି । ଏହି ସେବା ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ ବୋଲି ସୂଚନା ଦିଆଯାଇଛି। ଏହି ସ୍ବଦେଶୀ ପ୍ରଯୁକ୍ତିବିଦ୍ୟାକୁ ଆଇଟି କମ୍ପାନୀ ଟିସିଏସ୍ ଏବଂ ସି-ଡଟର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି। ଏହି ୪ଜି ନେଟଓ୍ବର୍କ ୪୦-୪୫ ମେଗାବିଟ୍ ପ୍ରତି ସେକେଣ୍ଡର ସର୍ବାଧିକ […]

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ( ବିଏସଏନଏଲ)  ଅଗଷ୍ଟ ୨୦୨୪ରୁ ସାରା ଦେଶରେ ୪ଜି ସେବା ଆରମ୍ଭ କରିବ। କମ୍ପାନୀ ଏନେଇ ସୂଚନା ଦେଇଛି । ଏହି ସେବା ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ ବୋଲି ସୂଚନା ଦିଆଯାଇଛି। ଏହି ସ୍ବଦେଶୀ ପ୍ରଯୁକ୍ତିବିଦ୍ୟାକୁ ଆଇଟି କମ୍ପାନୀ ଟିସିଏସ୍ ଏବଂ ସି-ଡଟର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି। ଏହି ୪ଜି ନେଟଓ୍ବର୍କ ୪୦-୪୫ ମେଗାବିଟ୍ ପ୍ରତି ସେକେଣ୍ଡର ସର୍ବାଧିକ ସ୍ପିଡ୍ ଦେବ ବୋଲି ବିଏସଏନଏଲର ଅଧିକାରୀମାନେ ସୂଚନା ଦେଇଛନ୍ତି । ସାରା ଭାରତରେ ୪ଜି ଏବଂ ୫ଜି ସେବା ପାଇଁ ୧.୧୨ ଲକ୍ଷ ଟାଓ୍ବର ଲଗାଇବା ପାଇଁ ପ୍ରକ୍ରିୟା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

ସୂଚନା ଅନୁଯାୟୀ, ବିଏସଏନଏଲ୍ ପଞ୍ଜାବରେ ୪ଜି ସେବା ଆରମ୍ଭ କରିଦେଇଛି ଏବଂ ପ୍ରାୟ ୮ ଲକ୍ଷ ଗ୍ରାହକଙ୍କୁ ଯୋଡିବାରେ ସଫଳ ହୋଇଛି ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

06 May 2024 By The Sakala

ଅଗଷ୍ଟରେ ସାରା ଦେଶରେ ୪ଜି ସେବା ଆରମ୍ଭ କରିବ BSNL

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ( ବିଏସଏନଏଲ)  ଅଗଷ୍ଟ ୨୦୨୪ରୁ ସାରା ଦେଶରେ ୪ଜି ସେବା ଆରମ୍ଭ କରିବ। କମ୍ପାନୀ ଏନେଇ ସୂଚନା ଦେଇଛି । ଏହି ସେବା ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ ବୋଲି ସୂଚନା ଦିଆଯାଇଛି। ଏହି ସ୍ବଦେଶୀ ପ୍ରଯୁକ୍ତିବିଦ୍ୟାକୁ ଆଇଟି କମ୍ପାନୀ ଟିସିଏସ୍ ଏବଂ ସି-ଡଟର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି। ଏହି ୪ଜି ନେଟଓ୍ବର୍କ ୪୦-୪୫ ମେଗାବିଟ୍ ପ୍ରତି ସେକେଣ୍ଡର ସର୍ବାଧିକ ସ୍ପିଡ୍ ଦେବ ବୋଲି ବିଏସଏନଏଲର ଅଧିକାରୀମାନେ ସୂଚନା ଦେଇଛନ୍ତି । ସାରା ଭାରତରେ ୪ଜି ଏବଂ ୫ଜି ସେବା ପାଇଁ ୧.୧୨ ଲକ୍ଷ ଟାଓ୍ବର ଲଗାଇବା ପାଇଁ ପ୍ରକ୍ରିୟା ଜାରି ରହିଛି।

ସୂଚନା ଅନୁଯାୟୀ, ବିଏସଏନଏଲ୍ ପଞ୍ଜାବରେ ୪ଜି ସେବା ଆରମ୍ଭ କରିଦେଇଛି ଏବଂ ପ୍ରାୟ ୮ ଲକ୍ଷ ଗ୍ରାହକଙ୍କୁ ଯୋଡିବାରେ ସଫଳ ହୋଇଛି ।

https://www.thesakala.in/technology/bsnl-to-launch-4g-services-across-india-in-august/article-31959
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର