ଟି-୨୦ ବିଶ୍ୱକପ୍‌ ଇଂଲଣ୍ଡ ଜିତିବା ପରେ ଟ୍ବିଟରରେ ଟ୍ରେଣ୍ଡକଲା ଯୁବରାଜ ସିଂହଙ୍କ ନାଁ

The Sakala Picture
Published On

ନୂଆଦିଲ୍ଲୀ: ‘ଟି-୨୦ ବିଶ୍ୱକପ୍‌’ରେ ଆଜି ପାକିସ୍ତାନକୁ ୫ ଓ୍ୱିକେଟ୍‌ରେ ହରାଇ ଇଂଲଣ୍ଡ ଟି-୨୦ ବିଶ୍ୱକପ୍ ଚାମ୍ପିୟନ୍ ହୋଇଛି। ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚାମ୍ପିୟନ୍ ହୋଇଛି। ସେପଟେ ବୋଲରଙ୍କ ପ୍ରଶଂସନୀୟ ଉଦ୍ୟମ ସତ୍ତ୍ୱେ ହାରିଛି ପାକିସ୍ତାନ। ଏଥିସହ ଟି-୨୦ ଫର୍ମାଟ୍‌ରେ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିୟନ୍ ହୋଇଛି। ଏହା ପରେ ଭାରତର ପୂର୍ବତନ ବିସ୍ଫୋରକ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ନାଁ ଟ୍ବିଟରରେ ଟ୍ରେଣ୍ଡ କରିବାରେ ଲାଗିଛି। ଷ୍ଟୋକ୍ସଙ୍କୁ ଯୁବରାଜଙ୍କ ସହ ତୁଳନା କରାଯାଉଛି। […]

ନୂଆଦିଲ୍ଲୀ: ‘ଟି-୨୦ ବିଶ୍ୱକପ୍‌’ରେ ଆଜି ପାକିସ୍ତାନକୁ ୫ ଓ୍ୱିକେଟ୍‌ରେ ହରାଇ ଇଂଲଣ୍ଡ ଟି-୨୦ ବିଶ୍ୱକପ୍ ଚାମ୍ପିୟନ୍ ହୋଇଛି। ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚାମ୍ପିୟନ୍ ହୋଇଛି। ସେପଟେ ବୋଲରଙ୍କ ପ୍ରଶଂସନୀୟ ଉଦ୍ୟମ ସତ୍ତ୍ୱେ ହାରିଛି ପାକିସ୍ତାନ। ଏଥିସହ ଟି-୨୦ ଫର୍ମାଟ୍‌ରେ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିୟନ୍ ହୋଇଛି। ଏହା ପରେ ଭାରତର ପୂର୍ବତନ ବିସ୍ଫୋରକ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ନାଁ ଟ୍ବିଟରରେ ଟ୍ରେଣ୍ଡ କରିବାରେ ଲାଗିଛି। ଷ୍ଟୋକ୍ସଙ୍କୁ ଯୁବରାଜଙ୍କ ସହ ତୁଳନା କରାଯାଉଛି। ଯୁବରାଜ ସିଂହ ଯେପରି ଏକ ସଫଳ ଅଲରାଉଣ୍ଡ ରହିଥିଲେ ବେନ ଷ୍ଟୋକ୍ସ ମଧ୍ୟ ଆଜିର ଜେନେରସର ଏକ ସଫଳ ଅଲରାଉଣ୍ଡର ବୋଲି ପ୍ରଶଂସକମାନେ ଟ୍ବିଟ କରୁଥିବାର ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା, କିନ୍ତୁ ଏହା କ'ଣ ସଠିକ୍ ସମୟ?

ଆହୁରି ପଢ଼ନ୍ତୁ: ଡେଟିଂ ଗୁଜବ ମଧ୍ୟରେ ଶେଫାଳି ବଗ୍ଗାଙ୍କ ସହ ନଜର ଆସିଲେ ଯୁଜବେନ୍ଦ୍ର ଚହଲ, ନୂଆ ବିଜ୍ଞାପନ ଜରିଆରେ ଏକ୍ସ-ୱାଇଫ୍ ଧନଶ୍ରୀଙ୍କୁ କଲେ ଟାର୍ଗେଟ୍!

ଇଂଲଣ୍ଡକୁ ୨ଟି ବିଶ୍ବକପ ଜିତାଇବରେ ବେନ ଷ୍ଟୋକ୍ସଙ୍କ ଅବଦାନକୁ ପ୍ରଶଂସଙ୍କମାନେ କେବେ ଭୁଲି ପାରିବେନି । ପ୍ରଥମେ ୨୦୧୯ରେ ଦିନିକିଆରେ ଚାମ୍ପିଅନ୍ କରାଇବା ପରେ ଆଜି ଟି-୨୦ରେ ପୁଣି ଥରେ ଚାମ୍ପିୟନ୍ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

13 Nov 2022 By The Sakala

ଟି-୨୦ ବିଶ୍ୱକପ୍‌ ଇଂଲଣ୍ଡ ଜିତିବା ପରେ ଟ୍ବିଟରରେ ଟ୍ରେଣ୍ଡକଲା ଯୁବରାଜ ସିଂହଙ୍କ ନାଁ

ନୂଆଦିଲ୍ଲୀ: ‘ଟି-୨୦ ବିଶ୍ୱକପ୍‌’ରେ ଆଜି ପାକିସ୍ତାନକୁ ୫ ଓ୍ୱିକେଟ୍‌ରେ ହରାଇ ଇଂଲଣ୍ଡ ଟି-୨୦ ବିଶ୍ୱକପ୍ ଚାମ୍ପିୟନ୍ ହୋଇଛି। ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚାମ୍ପିୟନ୍ ହୋଇଛି। ସେପଟେ ବୋଲରଙ୍କ ପ୍ରଶଂସନୀୟ ଉଦ୍ୟମ ସତ୍ତ୍ୱେ ହାରିଛି ପାକିସ୍ତାନ। ଏଥିସହ ଟି-୨୦ ଫର୍ମାଟ୍‌ରେ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିୟନ୍ ହୋଇଛି। ଏହା ପରେ ଭାରତର ପୂର୍ବତନ ବିସ୍ଫୋରକ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ନାଁ ଟ୍ବିଟରରେ ଟ୍ରେଣ୍ଡ କରିବାରେ ଲାଗିଛି। ଷ୍ଟୋକ୍ସଙ୍କୁ ଯୁବରାଜଙ୍କ ସହ ତୁଳନା କରାଯାଉଛି। ଯୁବରାଜ ସିଂହ ଯେପରି ଏକ ସଫଳ ଅଲରାଉଣ୍ଡ ରହିଥିଲେ ବେନ ଷ୍ଟୋକ୍ସ ମଧ୍ୟ ଆଜିର ଜେନେରସର ଏକ ସଫଳ ଅଲରାଉଣ୍ଡର ବୋଲି ପ୍ରଶଂସକମାନେ ଟ୍ବିଟ କରୁଥିବାର ଦେଖିବାକୁ ମିଳିଛି।

ଇଂଲଣ୍ଡକୁ ୨ଟି ବିଶ୍ବକପ ଜିତାଇବରେ ବେନ ଷ୍ଟୋକ୍ସଙ୍କ ଅବଦାନକୁ ପ୍ରଶଂସଙ୍କମାନେ କେବେ ଭୁଲି ପାରିବେନି । ପ୍ରଥମେ ୨୦୧୯ରେ ଦିନିକିଆରେ ଚାମ୍ପିଅନ୍ କରାଇବା ପରେ ଆଜି ଟି-୨୦ରେ ପୁଣି ଥରେ ଚାମ୍ପିୟନ୍ କରାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର