ଆଜି ଆଇପିଏଲ ଫାଇନାଲ : ଟ୍ରଫି ପାଇଁ ମୁହାଁମୁହିଁ ହେବେ ଚେନ୍ନାଇ-କୋଲକାତା

The Sakala Picture
Published On

ଦୁବାଇ : ଆଜି ଆଇପିଏଲର ଫାଇନାଲ ମୁକାବିଲା। ଏହି ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ। ଦୁବାଇରେ ଆଜି ସନ୍ଧ୍ୟା ସାଢେ ୭ ଟାବେଳେ ମ୍ୟାଚ ଖେଳାଯିବ। ଉଭୟ ଦଳର ଖେଳାଳି ଭଲ ଫର୍ମରେ ଥିବାରୁ ଆଜିର ମ୍ୟାଚ୍‌ରେ କଡା ଟକ୍କର ହେବ। ଚଳିତ ଆଇପିଏଲରେ ଚେନ୍ନାଇ ଦମଦାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିଲା । ପ୍ରଥମ ପ୍ଲେ ଅଫ ମ୍ୟାଚରେ ହିଁ ଦିଲ୍ଲୀକୁ ହରାଇ […]

ଦୁବାଇ : ଆଜି ଆଇପିଏଲର ଫାଇନାଲ ମୁକାବିଲା। ଏହି ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ। ଦୁବାଇରେ ଆଜି ସନ୍ଧ୍ୟା ସାଢେ ୭ ଟାବେଳେ ମ୍ୟାଚ ଖେଳାଯିବ। ଉଭୟ ଦଳର ଖେଳାଳି ଭଲ ଫର୍ମରେ ଥିବାରୁ ଆଜିର ମ୍ୟାଚ୍‌ରେ କଡା ଟକ୍କର ହେବ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

ଚଳିତ ଆଇପିଏଲରେ ଚେନ୍ନାଇ ଦମଦାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିଲା । ପ୍ରଥମ ପ୍ଲେ ଅଫ ମ୍ୟାଚରେ ହିଁ ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଚେନ୍ନାଇ । ସେହିପରି ଦିଲ୍ଲୀ ଦୁବାଇ ମ୍ୟାଚ ପୂର୍ବରୁ ଖରାପ ସ୍ଥିତିରେ ରହିଥିଲା । ହେଲେ ଦୁବାଇରେ ଚମତ୍କାର ପ୍ରଦର୍ଶନ କରି ପ୍ଲେ ଅଫରେ ପ୍ରବେଶ କରିଥିଲା । ପ୍ଲେ ଅଫରେ ପ୍ରଥମେ ବାଙ୍ଗାଲୋର ଓ ପରେ ଦିଲ୍ଲୀକୁ ହରାଇ ଏବେ ଫାଇନାଲରେ ପ୍ରବେଶ କରିଛି । ଉଭୟ ଦଳ ୨୫ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ୧୬ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ କୋଲକାତା ୮ଟି ମ୍ୟାଚରେ ବିଜୟୀ ହୋଇଛି ।

ଆହୁରି ପଢ଼ନ୍ତୁ: ଭାରତର ନୂଆ 'ରେସଲିଂ କିଙ୍ଗ୍': ହରିୟାଣାର ଇମଲୋଟା ଗାଁର ସୁଜିତ କଲକଲଙ୍କ କମାଲ

ଚିଳତ ଆଇପିଏଲରେ ଦୁଇଥର ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ  ମୁହାଁମୁହିଁ ହୋଇଥିବା ମ୍ୟାଚରେ ଚେନ୍ନାଇ ଦୁଇ ଥର ବିଜୟ ଲାଭ କରିଛି । ତେବେ ଫର୍ମକୁ ଫେରିଥିବା କୋଲକାତା କିନ୍ତୁ ଏଥର ବଦଲା ନେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଚେନ୍ନାଇ କିନ୍ତୁ ତାର ଚତୁର୍ଥ ଟ୍ରଫି ଲକ୍ଷ୍ୟ ରହିଛି ।

ଆହୁରି ପଢ଼ନ୍ତୁ: ରୋହିତ ଶର୍ମାଙ୍କ ୩୯ତମ ଜନ୍ମଦିନ: ଜଣେ ଭାରତୀୟ କ୍ରିକେଟର ଭାବରେ ଏହା କ'ଣ 'ହିଟମ୍ୟାନ୍'ଙ୍କ ଶେଷ ଜନ୍ମଦିନ?

15 Oct 2021 By The Sakala

ଆଜି ଆଇପିଏଲ ଫାଇନାଲ : ଟ୍ରଫି ପାଇଁ ମୁହାଁମୁହିଁ ହେବେ ଚେନ୍ନାଇ-କୋଲକାତା

ଦୁବାଇ : ଆଜି ଆଇପିଏଲର ଫାଇନାଲ ମୁକାବିଲା। ଏହି ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ। ଦୁବାଇରେ ଆଜି ସନ୍ଧ୍ୟା ସାଢେ ୭ ଟାବେଳେ ମ୍ୟାଚ ଖେଳାଯିବ। ଉଭୟ ଦଳର ଖେଳାଳି ଭଲ ଫର୍ମରେ ଥିବାରୁ ଆଜିର ମ୍ୟାଚ୍‌ରେ କଡା ଟକ୍କର ହେବ।

ଚଳିତ ଆଇପିଏଲରେ ଚେନ୍ନାଇ ଦମଦାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିଲା । ପ୍ରଥମ ପ୍ଲେ ଅଫ ମ୍ୟାଚରେ ହିଁ ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଚେନ୍ନାଇ । ସେହିପରି ଦିଲ୍ଲୀ ଦୁବାଇ ମ୍ୟାଚ ପୂର୍ବରୁ ଖରାପ ସ୍ଥିତିରେ ରହିଥିଲା । ହେଲେ ଦୁବାଇରେ ଚମତ୍କାର ପ୍ରଦର୍ଶନ କରି ପ୍ଲେ ଅଫରେ ପ୍ରବେଶ କରିଥିଲା । ପ୍ଲେ ଅଫରେ ପ୍ରଥମେ ବାଙ୍ଗାଲୋର ଓ ପରେ ଦିଲ୍ଲୀକୁ ହରାଇ ଏବେ ଫାଇନାଲରେ ପ୍ରବେଶ କରିଛି । ଉଭୟ ଦଳ ୨୫ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ୧୬ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ କୋଲକାତା ୮ଟି ମ୍ୟାଚରେ ବିଜୟୀ ହୋଇଛି ।

ଚିଳତ ଆଇପିଏଲରେ ଦୁଇଥର ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ  ମୁହାଁମୁହିଁ ହୋଇଥିବା ମ୍ୟାଚରେ ଚେନ୍ନାଇ ଦୁଇ ଥର ବିଜୟ ଲାଭ କରିଛି । ତେବେ ଫର୍ମକୁ ଫେରିଥିବା କୋଲକାତା କିନ୍ତୁ ଏଥର ବଦଲା ନେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଚେନ୍ନାଇ କିନ୍ତୁ ତାର ଚତୁର୍ଥ ଟ୍ରଫି ଲକ୍ଷ୍ୟ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର