ଟି-୨୦ ବିଶ୍ୱକପ: ଭାରତ-ପାକିସ୍ତାନ ମୁକାବିଲା, ପାକିସ୍ତାନର ସହଜ ବିଜୟ

The Sakala Picture
Published On

ଦୁବାଇ: ଟି-୨୦ ବିଶ୍ୱକପ କ୍ରିକେଟର ଆଜି ହାଇ ଭୋଲଟେଜ ମୁକାବିଲାରେ ଭାରତ ପରାଜୟ ବରଣ କରିଛି । ପାକିସ୍ତାନ ସହଜ ବିଜୟ ଲାଭ କରିଛି।  ଟି-୨୦ରେ ଭାରତଠୁ ପରାଜୟ ଧାରା ଭାଙ୍ଗିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୫୧ ରନ୍ କରିଥିଲା ଭାରତ। ୧୫୨ ରନ୍‌ର ପିଛା କରି ୧୦ ୱିକେଟ୍‌ରେ ଜିତିନେଇଛି ପାକିସ୍ତାନ। ଏଥିସହ ପାକିସ୍ତାନ ପ୍ରଥମ ମ୍ୟାଚ ଜିତି ଟି-୨୦ ବିଶ୍ୱକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ପାକାସ୍ତାନର ଓପନର ମହମ୍ମଦ […]

ଦୁବାଇ: ଟି-୨୦ ବିଶ୍ୱକପ କ୍ରିକେଟର ଆଜି ହାଇ ଭୋଲଟେଜ ମୁକାବିଲାରେ ଭାରତ ପରାଜୟ ବରଣ କରିଛି । ପାକିସ୍ତାନ ସହଜ ବିଜୟ ଲାଭ କରିଛି।  ଟି-୨୦ରେ ଭାରତଠୁ ପରାଜୟ ଧାରା ଭାଙ୍ଗିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୫୧ ରନ୍ କରିଥିଲା ଭାରତ। ୧୫୨ ରନ୍‌ର ପିଛା କରି ୧୦ ୱିକେଟ୍‌ରେ ଜିତିନେଇଛି ପାକିସ୍ତାନ। ଏଥିସହ ପାକିସ୍ତାନ ପ୍ରଥମ ମ୍ୟାଚ ଜିତି ଟି-୨୦ ବିଶ୍ୱକପରେ ବିଜୟ ଅଭିଯାନ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ପାକାସ୍ତାନର ଓପନର ମହମ୍ମଦ ରିଜଓ୍ବାନା ୫୫ ବଲରେ ୭୯ ଓ ବାବର ଆଜାମ ୫୨ ବଲରେ ୬୮ ରନ କରି ଉଭୟ ଆପରିଜତ ରହି ପାକିସ୍ତାନକୁ ବିଜୟ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଭାରତୀୟ ବୋଲର ଚେଷ୍ଟା କରିଥିଲେ ମଧ୍ୟ  କୌଣସି ସଫଳତା ମିଳି ନ ଥିଲା।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

24 Oct 2021 By The Sakala

ଟି-୨୦ ବିଶ୍ୱକପ: ଭାରତ-ପାକିସ୍ତାନ ମୁକାବିଲା, ପାକିସ୍ତାନର ସହଜ ବିଜୟ

ଦୁବାଇ: ଟି-୨୦ ବିଶ୍ୱକପ କ୍ରିକେଟର ଆଜି ହାଇ ଭୋଲଟେଜ ମୁକାବିଲାରେ ଭାରତ ପରାଜୟ ବରଣ କରିଛି । ପାକିସ୍ତାନ ସହଜ ବିଜୟ ଲାଭ କରିଛି।  ଟି-୨୦ରେ ଭାରତଠୁ ପରାଜୟ ଧାରା ଭାଙ୍ଗିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୫୧ ରନ୍ କରିଥିଲା ଭାରତ। ୧୫୨ ରନ୍‌ର ପିଛା କରି ୧୦ ୱିକେଟ୍‌ରେ ଜିତିନେଇଛି ପାକିସ୍ତାନ। ଏଥିସହ ପାକିସ୍ତାନ ପ୍ରଥମ ମ୍ୟାଚ ଜିତି ଟି-୨୦ ବିଶ୍ୱକପରେ ବିଜୟ ଅଭିଯାନ ଆରମ୍ଭ କରିଛି।

ପାକାସ୍ତାନର ଓପନର ମହମ୍ମଦ ରିଜଓ୍ବାନା ୫୫ ବଲରେ ୭୯ ଓ ବାବର ଆଜାମ ୫୨ ବଲରେ ୬୮ ରନ କରି ଉଭୟ ଆପରିଜତ ରହି ପାକିସ୍ତାନକୁ ବିଜୟ କରାଇଛନ୍ତି।

ଭାରତୀୟ ବୋଲର ଚେଷ୍ଟା କରିଥିଲେ ମଧ୍ୟ  କୌଣସି ସଫଳତା ମିଳି ନ ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର