କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୭ ବର୍ଷୀୟ ବିନ୍ନି ଏନେଇ ସେ ନିଜେ ଘୋଷଣା କରିଛନ୍ତି । ୨୦୧୪ରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ପଦାର୍ପଣ କରିଥିଲେ ବିନ୍ନି । ସେ ଭାରତ ପାଇଁ ୬ଟି ଟେଷ୍ଟ , ୧୪ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାମରେ ଭାରତ ପକ୍ଷରୁ ସର୍ବଶ୍ରେଷ୍ଠ ବୋଲିଂର ରେକର୍ଡ ରହିଛି । ୨୦୧୪ରେ ବିନ୍ନି […]

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୭ ବର୍ଷୀୟ ବିନ୍ନି ଏନେଇ ସେ ନିଜେ ଘୋଷଣା କରିଛନ୍ତି । ୨୦୧୪ରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ପଦାର୍ପଣ କରିଥିଲେ ବିନ୍ନି ।

ଆହୁରି ପଢ଼ନ୍ତୁ: ଆରସିବି ବୋଲରଙ୍କୁ ଧୂଳି ଚଟାଇଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୨୬ ବଲରେ ଖେଳିଲେ ୭୮ ରନର ବିସ୍ଫୋରକ ପାଳି

ଆହୁରି ପଢ଼ନ୍ତୁ: ଚେନ୍ନାଇ ସୁପର କିଙ୍ଗସ୍ (CSK) ପାଇଁ ସଞ୍ଜୁ ସାମସନଙ୍କ ଧମାକାଦାର ଶତକ: ଟିମ୍ ଇଣ୍ଡିଆ ଭଳି ସିଏସକେକୁ ମଧ୍ୟ କରିବେ କି ଚାମ୍ପିଅନ୍?

ସେ ଭାରତ ପାଇଁ ୬ଟି ଟେଷ୍ଟ , ୧୪ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାମରେ ଭାରତ ପକ୍ଷରୁ ସର୍ବଶ୍ରେଷ୍ଠ ବୋଲିଂର ରେକର୍ଡ ରହିଛି । ୨୦୧୪ରେ ବିନ୍ନି ବାଂଲାଦେଶ ବିପକ୍ଷରେ ୪ ରନ୍ ଦେଇ ୬ଟି ଓ୍ୱିକେଟ୍ ନେଇଥିଲେ । ତାଙ୍କ ରେକର୍ଡ କେହି ଭାଙ୍ଗିପାରି ନାହାଁନ୍ତି ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା, କିନ୍ତୁ ଏହା କ'ଣ ସଠିକ୍ ସମୟ?

ସେ ଟେଷ୍ଟ କ୍ରିକେଟରେ ୧୯୪ ରନ୍ କରିବା ସହ ୩ଟି ଓ୍ୱିକେଟ୍ ନେଇଛନ୍ତି । ଦିନିକିଆ କ୍ରିକେଟରେ ସେ ୨୩୦ ରନ୍ କରିବା ସହ ୨୦ଟି ଓ୍ୱିକେଟ୍ ଓ ଟି୨୦ରେ ୩୫ ରନ୍ ଓ ଗୋଟିଏ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି । ଏହାସହ ବିନ୍ନି ପ୍ରଥମ ଶ୍ରେଣୀ କ୍ରିକେଟରେ ୯୫ ମ୍ୟାଚ୍ ଖେଳି ୪୭୯୬ ରନ୍ କରିଛନ୍ତି । ଏହାସହ ୧୪୮ଟି ଓ୍ୱିକେଟ୍ ହାସଲ କରିଛନ୍ତି ।

30 Aug 2021 By The Sakala

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୭ ବର୍ଷୀୟ ବିନ୍ନି ଏନେଇ ସେ ନିଜେ ଘୋଷଣା କରିଛନ୍ତି । ୨୦୧୪ରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ପଦାର୍ପଣ କରିଥିଲେ ବିନ୍ନି ।

ସେ ଭାରତ ପାଇଁ ୬ଟି ଟେଷ୍ଟ , ୧୪ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାମରେ ଭାରତ ପକ୍ଷରୁ ସର୍ବଶ୍ରେଷ୍ଠ ବୋଲିଂର ରେକର୍ଡ ରହିଛି । ୨୦୧୪ରେ ବିନ୍ନି ବାଂଲାଦେଶ ବିପକ୍ଷରେ ୪ ରନ୍ ଦେଇ ୬ଟି ଓ୍ୱିକେଟ୍ ନେଇଥିଲେ । ତାଙ୍କ ରେକର୍ଡ କେହି ଭାଙ୍ଗିପାରି ନାହାଁନ୍ତି ।

ସେ ଟେଷ୍ଟ କ୍ରିକେଟରେ ୧୯୪ ରନ୍ କରିବା ସହ ୩ଟି ଓ୍ୱିକେଟ୍ ନେଇଛନ୍ତି । ଦିନିକିଆ କ୍ରିକେଟରେ ସେ ୨୩୦ ରନ୍ କରିବା ସହ ୨୦ଟି ଓ୍ୱିକେଟ୍ ଓ ଟି୨୦ରେ ୩୫ ରନ୍ ଓ ଗୋଟିଏ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି । ଏହାସହ ବିନ୍ନି ପ୍ରଥମ ଶ୍ରେଣୀ କ୍ରିକେଟରେ ୯୫ ମ୍ୟାଚ୍ ଖେଳି ୪୭୯୬ ରନ୍ କରିଛନ୍ତି । ଏହାସହ ୧୪୮ଟି ଓ୍ୱିକେଟ୍ ହାସଲ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp