ଆଇପିଏଲ ୨୦୨୩: ରାଜସ୍ଥାନକୁ ୭ ରନରେ ହରାଇଲା ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

The Sakala Picture
Published On

ବେଙ୍ଗାଲୁର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ସୁପର ସନଡେ’ରେ ଆଜି ସୁପର ଫାଇଟ୍ ଦେଖିବାକୁ ମିଳିଛି । ପ୍ରଥମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଘରୋଇ ଗ୍ରାଉଣ୍ଡ୍‌ରେ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୮୯ ରନ କରିଥିଲା।  ବିଜୟ ଲକ୍ଷ ପିଛା କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୬ ୱିକେଟ ହରାଇ ୧୮୨ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ […]

ବେଙ୍ଗାଲୁର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ସୁପର ସନଡେ’ରେ ଆଜି ସୁପର ଫାଇଟ୍ ଦେଖିବାକୁ ମିଳିଛି । ପ୍ରଥମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଘରୋଇ ଗ୍ରାଉଣ୍ଡ୍‌ରେ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୮୯ ରନ କରିଥିଲା।  ବିଜୟ ଲକ୍ଷ ପିଛା କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୬ ୱିକେଟ ହରାଇ ୧୮୨ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ ରନେ ଆଜିର ମୁକାବିଲାକୁ ଜିତିନେଇଛି।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍: ବ୍ରାଜିଲର ପରାଜୟ ପରେ କାନ୍ଦିପକାଇଲେ ନେମାର, ପତ୍ନୀ ବ୍ରୁନାଙ୍କୁ କୁଣ୍ଢାଇ କଲେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯଇସୁଆଲା ୩୭ ବଲରେ ୪୭ ରନ କରି ଆଉଟ ହୋଇଥିବା ବେଳ ବଟଲର କୌଣସି ରନ ନ କରି ଆଉଟ ହୋଇଥିଲେ । ଦେବଦତ୍ତ ପାଡିକଲ ୩୪ ବଲରେ ୫୪ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସଞ୍ଜୁ ସାମସନ ଓ ସିମରନ ହେଟମାୟର ସମ୍ଭାଳିଥିଲେ। ପରେ ସଞ୍ଜୁ ସାମସନ ୧୫ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ସିମରନ ହେଟମାୟରଙ୍କ ସାଥ ଦେବା ପାଇଁ ଧ୍ରୁବ ଜୁରେଲ ପଡିଆକୁ ଆସିଥିଲେ। ପରେ ହେଟମାୟର ୯ ବଲରେ ୩ ରନ କରି ରନ ଆଉଟ ହୋଇଥିଲେ। ପରେ ଆର ଅଶ୍ବିନ ୬ ବଲରେ ୧୨  ରନ କରି ଆଉଟ ହୋଇଥିଲେ। ଧ୍ରୁବ ଜୁରେଲ ୧୬ ବଲରେ ୩୪ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଅଷ୍ଟ୍ରେଲିଆର ଐତିହାସିକ ବିଜୟ: ଇଂଲଣ୍ଡକୁ ୭ ୱିକେଟରେ ହରାଇ ସପ୍ତମ ଥର ମହିଳା ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍

ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ୩ ଟି ୱିକେଟ ନେଇଥିବା ବେଳେ ଡେଭିଡ ୱିଲି, ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆର୍ଜେଣ୍ଟିନାଠାରୁ ହାରିବା ପରେ ଫିଫା ଉପରେ ବର୍ଷିଲା ଇଜିପ୍ଟ: VAR ନିଷ୍ପତ୍ତିକୁ ନେଇ ସାଂଘାତିକ ଅଭିଯୋଗ

23 Apr 2023 By The Sakala

ଆଇପିଏଲ ୨୦୨୩: ରାଜସ୍ଥାନକୁ ୭ ରନରେ ହରାଇଲା ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବେଙ୍ଗାଲୁର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ସୁପର ସନଡେ’ରେ ଆଜି ସୁପର ଫାଇଟ୍ ଦେଖିବାକୁ ମିଳିଛି । ପ୍ରଥମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଘରୋଇ ଗ୍ରାଉଣ୍ଡ୍‌ରେ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୮୯ ରନ କରିଥିଲା।  ବିଜୟ ଲକ୍ଷ ପିଛା କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୬ ୱିକେଟ ହରାଇ ୧୮୨ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ ରନେ ଆଜିର ମୁକାବିଲାକୁ ଜିତିନେଇଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯଇସୁଆଲା ୩୭ ବଲରେ ୪୭ ରନ କରି ଆଉଟ ହୋଇଥିବା ବେଳ ବଟଲର କୌଣସି ରନ ନ କରି ଆଉଟ ହୋଇଥିଲେ । ଦେବଦତ୍ତ ପାଡିକଲ ୩୪ ବଲରେ ୫୪ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସଞ୍ଜୁ ସାମସନ ଓ ସିମରନ ହେଟମାୟର ସମ୍ଭାଳିଥିଲେ। ପରେ ସଞ୍ଜୁ ସାମସନ ୧୫ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ସିମରନ ହେଟମାୟରଙ୍କ ସାଥ ଦେବା ପାଇଁ ଧ୍ରୁବ ଜୁରେଲ ପଡିଆକୁ ଆସିଥିଲେ। ପରେ ହେଟମାୟର ୯ ବଲରେ ୩ ରନ କରି ରନ ଆଉଟ ହୋଇଥିଲେ। ପରେ ଆର ଅଶ୍ବିନ ୬ ବଲରେ ୧୨  ରନ କରି ଆଉଟ ହୋଇଥିଲେ। ଧ୍ରୁବ ଜୁରେଲ ୧୬ ବଲରେ ୩୪ ରନ କରି ଅପରାଜିତ ରହିଥିଲେ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ୩ ଟି ୱିକେଟ ନେଇଥିବା ବେଳେ ଡେଭିଡ ୱିଲି, ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର