ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଅଧିନାୟକ
ନୂଆଦିଲ୍ଲୀ: ଆଇପିଏଲ ୧୪ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ବ ନେବେ ଯୁବ ବ୍ୟାଟସମ୍ୟାନ ଋଷଭ ପନ୍ତ। ଏହାକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି। ଆହତଜନିତ ସମସ୍ୟା ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ବରେ ଥିବା ଶ୍ରେୟସ ଆୟର ଚଳିତ ଆଇପିଏଲରୁ ବାଦ ପଡ଼ିଥିଲେ। ଏହାପରେ ଦିଲ୍ଲୀ ଅଧିନାୟକ କିଏ ହେବ ସନେଇ ନାନା ଆକଳନ କରାଯାଉଥିଲା। 🚨 ANNOUNCEMENT 🚨 Rishabh Pant will be our Captain for #IPL2021 […]
ନୂଆଦିଲ୍ଲୀ: ଆଇପିଏଲ ୧୪ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ବ ନେବେ ଯୁବ ବ୍ୟାଟସମ୍ୟାନ ଋଷଭ ପନ୍ତ। ଏହାକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି। ଆହତଜନିତ ସମସ୍ୟା ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ବରେ ଥିବା ଶ୍ରେୟସ ଆୟର ଚଳିତ ଆଇପିଏଲରୁ ବାଦ ପଡ଼ିଥିଲେ। ଏହାପରେ ଦିଲ୍ଲୀ ଅଧିନାୟକ କିଏ ହେବ ସନେଇ ନାନା ଆକଳନ କରାଯାଉଥିଲା।
🚨 ANNOUNCEMENT 🚨
Rishabh Pant will be our Captain for #IPL2021 ✨@ShreyasIyer15 has been ruled out of the upcoming season following his injury in the #INDvENG series and @RishabhPant17 will lead the team in his absence 🧢#YehHaiNayiDilli
ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ— Delhi Capitals (@DelhiCapitals) March 30, 2021
ପୂର୍ବରୁ ଶ୍ରେୟସ ଆୟର ଦିଲ୍ଲୀ କ୍ୟାପିଟାଲ୍ସ ଦାୟିତ୍ବରେ ରହିଥିଲେ। ତେବେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ବାମ କାନ୍ଧ ଆଘାତପ୍ରାପ୍ତ ହୋଇଥିଲା। ଏହାପରେ ସେ ଦିନିକିଆ ସିରିଜ ସହ ଆଇପିଏଲରୁ ବାଦ ପଡ଼ିଥିଲେ। ଶ୍ରେୟସଙ୍କ କାନ୍ଧରେ ଅସ୍ତ୍ରୋପଚାର ହେବ। ଏଥିପାଇଁ ତାଙ୍କୁ ବିଶ୍ରାମ ନେବାକୁ ହେବ।ମୁଖ୍ୟ କୋଚ ରିକି ପଣ୍ଟିଂଙ୍କ ପରାମର୍ଶରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଏହାସହ ଚଳିତ ସିଜିନରେ ଋଷଭ ପନ୍ତ ଭଲ ଫର୍ମରେ ରହିଥିଲେ।
ଇଂଲଣ୍ଡ ବିପକ୍ଷରେ ସମସ୍ତ ସିରିଜରେ ଋଷଭ ଦମଦାର ପ୍ରଦର୍ଶନ କରିଥିଲେ। ଟେଷ୍ଟ, ଟି-୨୦ ଓ ଦିନିକିଆ ସିରିଜରେ ଇଂଲଣ୍ଡ ବୋଲରଙ୍କୁ ଧରାଶାୟୀ କିରଥିଲେ ଋଷଭ। ଶ୍ରେୟସ ଆୟର ବାଦ ପଡ଼ିବାରେ ଋଷଭଙ୍କୁ ଅଧିନାୟକ ଦାୟିତ୍ବ ଦିଆଯିବା ନେଇ ଆଲୋଚନା ହେଉଥିଲା।ସେପଟେ ୧୪ତମ ଆଇପିଏଲ ମହାକୁମ୍ଭ ପାଇଁ ଅଭ୍ୟାସ ଆରମ୍ଭ କଲା ଦିଲ୍ଲୀ କ୍ୟାପିଟାଲ୍ସ ଦଳ। ମୁମ୍ବାଇର କ୍ରିକେଟ କ୍ଲବ ଅଫ ଇଣ୍ଡିଆରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳୀ ଅଭ୍ୟାସ ଆରମ୍ଭ କରିଛନ୍ତି। ମଙ୍ଗଳବାର ଆରମ୍ଭ ହୋଇଥିବା ଅଭ୍ୟାସ ଶିବିରରେ ଉମେଶ ଯାଦବ, ଇଶାନ୍ତ ଶର୍ମା, ଆଜିଙ୍କ୍ୟ ରାହାଣେ ଓ ଅମିତ ମିଶ୍ରା ଭଳି ଖେଳାଳି ସାମିଲ ହୋଇଛନ୍ତି।
ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଅଧିନାୟକ
ନୂଆଦିଲ୍ଲୀ: ଆଇପିଏଲ ୧୪ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ବ ନେବେ ଯୁବ ବ୍ୟାଟସମ୍ୟାନ ଋଷଭ ପନ୍ତ। ଏହାକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି। ଆହତଜନିତ ସମସ୍ୟା ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ବରେ ଥିବା ଶ୍ରେୟସ ଆୟର ଚଳିତ ଆଇପିଏଲରୁ ବାଦ ପଡ଼ିଥିଲେ। ଏହାପରେ ଦିଲ୍ଲୀ ଅଧିନାୟକ କିଏ ହେବ ସନେଇ ନାନା ଆକଳନ କରାଯାଉଥିଲା।
🚨 ANNOUNCEMENT 🚨
Rishabh Pant will be our Captain for #IPL2021 ✨@ShreyasIyer15 has been ruled out of the upcoming season following his injury in the #INDvENG series and @RishabhPant17 will lead the team in his absence 🧢#YehHaiNayiDilli
— Delhi Capitals (@DelhiCapitals) March 30, 2021