ଆଇପିଏଲ ୨୦୨୩: ଗୁଜରାଟ ଟାଇଟନ୍ସକୁ ୧୫୪ ରନର ଟାର୍ଗେଟ ଦେଲା ପଞ୍ଜାବ କିଙ୍ଗ୍‌ସ

The Sakala Picture
Published On

ମୋହାଲି: ଆଇପିଏଲ୍‌ର ୧୮ତମ ଲିଗ୍‌ ମୁକାବିଲାରେ ଘରୋଇ ପଞ୍ଜାବ କିଙ୍ଗ୍‌ସ ଓ ଡିଫେଣ୍ଡିଂ ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସ  ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚରେ ଟସ୍ ଜିତି ଗୁଜରାଟ୍ ଟାଇଟନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍‌ସ  ୨୦ ଓଭରରେ ୮ ୱିକେଟ ହରାଇ ୧୫୩ ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଗୁଜରାଟ ଟାଇଟନ୍ସକୁ ୧୫୪ ରନର ଆବଶ୍ଯକତା ରହିଛି। ପଞ୍ଜାବ କିଙ୍ଗ୍ସ ପକ୍ଷର […]

ମୋହାଲି: ଆଇପିଏଲ୍‌ର ୧୮ତମ ଲିଗ୍‌ ମୁକାବିଲାରେ ଘରୋଇ ପଞ୍ଜାବ କିଙ୍ଗ୍‌ସ ଓ ଡିଫେଣ୍ଡିଂ ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସ  ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚରେ ଟସ୍ ଜିତି ଗୁଜରାଟ୍ ଟାଇଟନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍‌ସ  ୨୦ ଓଭରରେ ୮ ୱିକେଟ ହରାଇ ୧୫୩ ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଗୁଜରାଟ ଟାଇଟନ୍ସକୁ ୧୫୪ ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ପଞ୍ଜାବ କିଙ୍ଗ୍ସ ପକ୍ଷର ପ୍ରଭସିମରନ ସିଂ କୌଣସି ରନ ନ କରି ଆଉଟ ହୋଇଥିଲେ। ଭଳ ଫର୍ମରେ ଥିବା ଅଧିନାୟକ ଶିଖର ଧାଓ୍ବନ ନିରାଶ କରିଥିଲେ। ୮ ବଲରେ ୮ ରନ କରି ଶିଖର ଆଉଟ ହୋଇଥିଲେ। ପରେ ମାଥ୍ୟୁ ସର୍ଟ ୨୪ ବଲରେ ୩୬ ରନ କରି ଆଉଟ ହୋଇଥିଲେ। ଭାନୁକା ରାଜପକ୍ଷ ମଧ୍ୟ ୨୬ ବଲରେ ୨୦ ରନ କରି ଆଉଟ ହୋଇଥିଲେ। ପରେ ଜିତେଶ ଶର୍ମ ୨୩ ବଲରେ ୨୫ ରନ କରି ଆଉଟ ହୋଇଥିବା ବେଳ ସାମ କୁରନ ୨୨ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶାହରୁଖ ଖାଁ ୯ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ପରେ ରିସି ଧୱାନ ୧ ବଲରେ ୧ ରନ କରି ଆଉଟ ହୋଇଥିଲେ। ହରପ୍ରୀତ ବ୍ରାର ୫ ବଲରେ ୮ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଗୁଜରାଟ୍ ପକ୍ଷରୁ ମୋହିତ ଶର୍ମା ୨ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସାମି, ରଶିଦ୍ ଖାନ, ଜୋସୁଆ ଲିଟିଲ୍ ଓ ଅଲଜାରୀ ଯୋଶେଫ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

13 Apr 2023 By The Sakala

ଆଇପିଏଲ ୨୦୨୩: ଗୁଜରାଟ ଟାଇଟନ୍ସକୁ ୧୫୪ ରନର ଟାର୍ଗେଟ ଦେଲା ପଞ୍ଜାବ କିଙ୍ଗ୍‌ସ

ମୋହାଲି: ଆଇପିଏଲ୍‌ର ୧୮ତମ ଲିଗ୍‌ ମୁକାବିଲାରେ ଘରୋଇ ପଞ୍ଜାବ କିଙ୍ଗ୍‌ସ ଓ ଡିଫେଣ୍ଡିଂ ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସ  ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚରେ ଟସ୍ ଜିତି ଗୁଜରାଟ୍ ଟାଇଟନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍‌ସ  ୨୦ ଓଭରରେ ୮ ୱିକେଟ ହରାଇ ୧୫୩ ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଗୁଜରାଟ ଟାଇଟନ୍ସକୁ ୧୫୪ ରନର ଆବଶ୍ଯକତା ରହିଛି।

ପଞ୍ଜାବ କିଙ୍ଗ୍ସ ପକ୍ଷର ପ୍ରଭସିମରନ ସିଂ କୌଣସି ରନ ନ କରି ଆଉଟ ହୋଇଥିଲେ। ଭଳ ଫର୍ମରେ ଥିବା ଅଧିନାୟକ ଶିଖର ଧାଓ୍ବନ ନିରାଶ କରିଥିଲେ। ୮ ବଲରେ ୮ ରନ କରି ଶିଖର ଆଉଟ ହୋଇଥିଲେ। ପରେ ମାଥ୍ୟୁ ସର୍ଟ ୨୪ ବଲରେ ୩୬ ରନ କରି ଆଉଟ ହୋଇଥିଲେ। ଭାନୁକା ରାଜପକ୍ଷ ମଧ୍ୟ ୨୬ ବଲରେ ୨୦ ରନ କରି ଆଉଟ ହୋଇଥିଲେ। ପରେ ଜିତେଶ ଶର୍ମ ୨୩ ବଲରେ ୨୫ ରନ କରି ଆଉଟ ହୋଇଥିବା ବେଳ ସାମ କୁରନ ୨୨ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶାହରୁଖ ଖାଁ ୯ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ପରେ ରିସି ଧୱାନ ୧ ବଲରେ ୧ ରନ କରି ଆଉଟ ହୋଇଥିଲେ। ହରପ୍ରୀତ ବ୍ରାର ୫ ବଲରେ ୮ ରନ କରି ଅପରାଜିତ ରହିଥିଲେ।

ଗୁଜରାଟ୍ ପକ୍ଷରୁ ମୋହିତ ଶର୍ମା ୨ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସାମି, ରଶିଦ୍ ଖାନ, ଜୋସୁଆ ଲିଟିଲ୍ ଓ ଅଲଜାରୀ ଯୋଶେଫ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

https://www.thesakala.in/sports/punjab-kings-set-a-target-of-154-runs-to-gujarat-titans/article-20723
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp