୧୦ ବର୍ଷ ପରେ ପୁଣି କ୍ରିକେଟ କମେଣ୍ଟ୍ରିକୁ ଫେରିବେ ସିଦ୍ଧୁ, ଶୁଣିବାକୁ ମିଳିବ ଦମଦାର ଡାଇଲଗ

The Sakala Picture
Published On

ନୂଆଦିଲ୍ଲୀ: ପୁଣି କ୍ରିକେଟ ଜଗତକୁ କମବ୍ୟାକ୍ କରିବେ ନବଜୋତ ସିଦ୍ଧୁ। ଟିଭିରେ ପୁଣି ସିଦ୍ଧୁଙ୍କ ଶୁଣିବାକୁ ମିଳିବ ଡାଇଲଗ ଭରା କ୍ରିକେଟ କମେଣ୍ଟ୍ରି। ଇଣ୍ଡିଆନ ପ୍ରିମିୟର ଲିଗର ହିନ୍ଦୀ କମେଣ୍ଟ୍ରିକୁ ଫେରିଛନ୍ତି ନବଜୋତ ସିଦ୍ଧୁ। ଚଳିତ ସିଜିନର ଆଇପିଏଲରେ ହିନ୍ଦୀ କମେଣ୍ଟ୍ରିରେ ସିଦ୍ଧୁଙ୍କ ଦମଦାର ଲାଇଭ କମେଣ୍ଟ୍ରି ଶୁଣିବାକୁ ମିଳିବ। ପାଖାପାଖି ୧୦ ବର୍ଷ ପରେ କମେଣ୍ଟ୍ରିକୁ ଫେରିଛନ୍ତି ସିଦ୍ଧୁ। ତେବେ ରାଜନୀତିରେ ରହିବେ ନା ନାହିଁ ଏନେଇ କୌଣସି ସୂଚନା ଦେଇନାହାନ୍ତି ନବଜୋତ ସିଂ ସିଦ୍ଧୁ। […]

ନୂଆଦିଲ୍ଲୀ: ପୁଣି କ୍ରିକେଟ ଜଗତକୁ କମବ୍ୟାକ୍ କରିବେ ନବଜୋତ ସିଦ୍ଧୁ। ଟିଭିରେ ପୁଣି ସିଦ୍ଧୁଙ୍କ ଶୁଣିବାକୁ ମିଳିବ ଡାଇଲଗ ଭରା କ୍ରିକେଟ କମେଣ୍ଟ୍ରି। ଇଣ୍ଡିଆନ ପ୍ରିମିୟର ଲିଗର ହିନ୍ଦୀ କମେଣ୍ଟ୍ରିକୁ ଫେରିଛନ୍ତି ନବଜୋତ ସିଦ୍ଧୁ। ଚଳିତ ସିଜିନର ଆଇପିଏଲରେ ହିନ୍ଦୀ କମେଣ୍ଟ୍ରିରେ ସିଦ୍ଧୁଙ୍କ ଦମଦାର ଲାଇଭ କମେଣ୍ଟ୍ରି ଶୁଣିବାକୁ ମିଳିବ। ପାଖାପାଖି ୧୦ ବର୍ଷ ପରେ କମେଣ୍ଟ୍ରିକୁ ଫେରିଛନ୍ତି ସିଦ୍ଧୁ। ତେବେ ରାଜନୀତିରେ ରହିବେ ନା ନାହିଁ ଏନେଇ କୌଣସି ସୂଚନା ଦେଇନାହାନ୍ତି ନବଜୋତ ସିଂ ସିଦ୍ଧୁ। କ୍ରିକେଟକୁ ଫାଷ୍ଟ ଲଭ୍ ବୋଲି କହିଛନ୍ତି ନବଜୋତ ସିଂ ସିଦ୍ଧୁ।ମାଛ ପାଇଁ ପାଣି ଯେପରି ମୋ ପାଇଁ ସେଭଳି କ୍ରିକେଟ ବୋଲି କହିଛନ୍ତି ସିଦ୍ଧୁ।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ କ୍ରିକେଟ କମେଣ୍ଟ୍ରି କରି ଆସୁଥିଲେ ସିଦ୍ଧୁ। ସିଦ୍ଧୁଙ୍କ ଏହି କମେଣ୍ଟ୍ରି ଲାଗି ପାଖାପାଖି ଦିନକୁ ୨୫ ଲକ୍ଷ ଟଙ୍କା ପାଉଣା ମିଳିବ। ତେବେ ଟଙ୍କା ତାଙ୍କ ପାଇଁ ସେତେ ଗୁରୁତ୍ଵପୂର୍ଣ୍ଣ ନାହିଁ ବୋଲି ପ୍ରକାଶ କରିଛନ୍ତି ସିଦ୍ଧୁ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

19 Mar 2024 By The Sakala

୧୦ ବର୍ଷ ପରେ ପୁଣି କ୍ରିକେଟ କମେଣ୍ଟ୍ରିକୁ ଫେରିବେ ସିଦ୍ଧୁ, ଶୁଣିବାକୁ ମିଳିବ ଦମଦାର ଡାଇଲଗ

ନୂଆଦିଲ୍ଲୀ: ପୁଣି କ୍ରିକେଟ ଜଗତକୁ କମବ୍ୟାକ୍ କରିବେ ନବଜୋତ ସିଦ୍ଧୁ। ଟିଭିରେ ପୁଣି ସିଦ୍ଧୁଙ୍କ ଶୁଣିବାକୁ ମିଳିବ ଡାଇଲଗ ଭରା କ୍ରିକେଟ କମେଣ୍ଟ୍ରି। ଇଣ୍ଡିଆନ ପ୍ରିମିୟର ଲିଗର ହିନ୍ଦୀ କମେଣ୍ଟ୍ରିକୁ ଫେରିଛନ୍ତି ନବଜୋତ ସିଦ୍ଧୁ। ଚଳିତ ସିଜିନର ଆଇପିଏଲରେ ହିନ୍ଦୀ କମେଣ୍ଟ୍ରିରେ ସିଦ୍ଧୁଙ୍କ ଦମଦାର ଲାଇଭ କମେଣ୍ଟ୍ରି ଶୁଣିବାକୁ ମିଳିବ। ପାଖାପାଖି ୧୦ ବର୍ଷ ପରେ କମେଣ୍ଟ୍ରିକୁ ଫେରିଛନ୍ତି ସିଦ୍ଧୁ। ତେବେ ରାଜନୀତିରେ ରହିବେ ନା ନାହିଁ ଏନେଇ କୌଣସି ସୂଚନା ଦେଇନାହାନ୍ତି ନବଜୋତ ସିଂ ସିଦ୍ଧୁ। କ୍ରିକେଟକୁ ଫାଷ୍ଟ ଲଭ୍ ବୋଲି କହିଛନ୍ତି ନବଜୋତ ସିଂ ସିଦ୍ଧୁ।ମାଛ ପାଇଁ ପାଣି ଯେପରି ମୋ ପାଇଁ ସେଭଳି କ୍ରିକେଟ ବୋଲି କହିଛନ୍ତି ସିଦ୍ଧୁ।

୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ କ୍ରିକେଟ କମେଣ୍ଟ୍ରି କରି ଆସୁଥିଲେ ସିଦ୍ଧୁ। ସିଦ୍ଧୁଙ୍କ ଏହି କମେଣ୍ଟ୍ରି ଲାଗି ପାଖାପାଖି ଦିନକୁ ୨୫ ଲକ୍ଷ ଟଙ୍କା ପାଉଣା ମିଳିବ। ତେବେ ଟଙ୍କା ତାଙ୍କ ପାଇଁ ସେତେ ଗୁରୁତ୍ଵପୂର୍ଣ୍ଣ ନାହିଁ ବୋଲି ପ୍ରକାଶ କରିଛନ୍ତି ସିଦ୍ଧୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର