ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ମେସି ପ୍ରଶଂସକଙ୍କୁ ବଡ ଝଟକା; ଫାଇନାଲ ମ୍ୟାଚ ଖେଳି ନପାରନ୍ତି ଲିଓନେଲ ମେସି

The Sakala Picture
Published On

ନୂଆଦିଲ୍ଲୀ: ମେସିଙ୍କ ପ୍ରଶଂସକଙ୍କୁ ଲାଗିପାରେ ବଡ ଝଟକା । ଫିଫା ବିଶ୍ୱକପ ଫାଇନାଲ ମ୍ୟାଚ ଖେଳି ନପାରନ୍ତି ଲିଓନେଲ ମେସି । ଆସନ୍ତା କାଲି ଅର୍ଥାତ ଡିସେମ୍ବର ୧୮ ତାରିଖରେ ଖେଳାଯିବ ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ । ଫାଇନାଲରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ଫ୍ରାନ୍ସ । ସାରା ବିଶ୍ୱବାସୀଙ୍କ ନଜର ଏହି ମ୍ୟାଚ ଉପରେ ରହିଥିବାବେଳେ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସିଙ୍କୁ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ଆଣ୍ଠୁରେ ଆଘାତ ଲାଗିଥିବା ଯୋଗୁଁ […]

ନୂଆଦିଲ୍ଲୀ: ମେସିଙ୍କ ପ୍ରଶଂସକଙ୍କୁ ଲାଗିପାରେ ବଡ ଝଟକା । ଫିଫା ବିଶ୍ୱକପ ଫାଇନାଲ ମ୍ୟାଚ ଖେଳି ନପାରନ୍ତି ଲିଓନେଲ ମେସି । ଆସନ୍ତା କାଲି ଅର୍ଥାତ ଡିସେମ୍ବର ୧୮ ତାରିଖରେ ଖେଳାଯିବ ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ । ଫାଇନାଲରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ଫ୍ରାନ୍ସ । ସାରା ବିଶ୍ୱବାସୀଙ୍କ ନଜର ଏହି ମ୍ୟାଚ ଉପରେ ରହିଥିବାବେଳେ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସିଙ୍କୁ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର ।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଆଣ୍ଠୁରେ ଆଘାତ ଲାଗିଥିବା ଯୋଗୁଁ ଫାଇନାଲ ମ୍ୟାଚ ପୂର୍ବରୁ ହୋଇଥିବା ଟ୍ରେନିଂ ସେସନରେ ମେସି ଅନୁପସ୍ଥିତ ରହିଥିବା କୁହାଯାଉଛି । ତେବେ ଏହାର କେତେ ସତ୍ୟତା ଅଛି ତାହା ଜଣାପଡି ନାହିଁ । ଯଦି ଏହା ସତ୍ୟ ହୁଏ ତେବେ ଫିଫା ବିଶ୍ୱକପ ଫାଇନାଲ ମ୍ୟାଚ ଖେଳି ନ ପାରନ୍ତି ଲିଓନେଲ ମେସି ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ମେସି କ୍ରିଏସିଆ ବିରୋଧରେ ଖେଳୁଥିବା ବେଳେ ତାଙ୍କ ଅଣ୍ଠୁରେ ଆଘାତ ଲାଗିଥିଲା । ହେଲେ ସେତେବେଳେ ସେ ଠିକ୍ ଥିବା କଥା ନିଜେ କହିଥିଲେ । ସେ କହିଥିଲେ କି ମୁଁ ଫାଇନାଲ ମ୍ୟାଚ ଖେଳି ନିଜ ଦଳକୁ ସହାୟତା କରିବି । ସେପଟେ ମେସି ଆଘାତ ହୋଇଥିବା ଖବର ଶୁଣିବା ପରେ ପ୍ରଶଂସକମାନେ ଦୁଖିତ ହୋଇପଡିଛନ୍ତି ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଦୁନିଆର ସର୍ବଶ୍ରେଷ୍ଠ ଫୁଟବଲ୍ ଖେଳାଳିଙ୍କ ମଧ୍ୟରୁ ଜଣେ ଲିଓନେଲ୍ ମେସିଙ୍କ ନିକଟରେ ନିଜ ଦଳକୁ ଚାମ୍ପିଅନ କରାଇବାର ସୁଯୋଗ ରହିଛି। ଏହା ମେସିଙ୍କ ଶେଷ ବିଶ୍ଵ କପ୍ ଏବଂ ଆର୍ଜେଣ୍ଟିନା ପାଇଁ ଏହା ତାଙ୍କର ଶେଷ ମ୍ୟାଚ୍ ହୋଇପାରେ। ଆର୍ଜେଣ୍ଟିନା ଷଷ୍ଠ ଥର ଫିଫା ବିଶ୍ଵ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ଏଥିରୁ ଦଳ ଦୁଇ ଥର ୧୯୭୮ ଏବଂ ୧୯୮୬ ବିଶ୍ଵ କପ୍‌ରେ ଚାମ୍ପିଅନ ହୋଇଥିଲା।

17 Dec 2022 By The Sakala

ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ମେସି ପ୍ରଶଂସକଙ୍କୁ ବଡ ଝଟକା; ଫାଇନାଲ ମ୍ୟାଚ ଖେଳି ନପାରନ୍ତି ଲିଓନେଲ ମେସି

ନୂଆଦିଲ୍ଲୀ: ମେସିଙ୍କ ପ୍ରଶଂସକଙ୍କୁ ଲାଗିପାରେ ବଡ ଝଟକା । ଫିଫା ବିଶ୍ୱକପ ଫାଇନାଲ ମ୍ୟାଚ ଖେଳି ନପାରନ୍ତି ଲିଓନେଲ ମେସି । ଆସନ୍ତା କାଲି ଅର୍ଥାତ ଡିସେମ୍ବର ୧୮ ତାରିଖରେ ଖେଳାଯିବ ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ । ଫାଇନାଲରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ଫ୍ରାନ୍ସ । ସାରା ବିଶ୍ୱବାସୀଙ୍କ ନଜର ଏହି ମ୍ୟାଚ ଉପରେ ରହିଥିବାବେଳେ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସିଙ୍କୁ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର ।

ଆଣ୍ଠୁରେ ଆଘାତ ଲାଗିଥିବା ଯୋଗୁଁ ଫାଇନାଲ ମ୍ୟାଚ ପୂର୍ବରୁ ହୋଇଥିବା ଟ୍ରେନିଂ ସେସନରେ ମେସି ଅନୁପସ୍ଥିତ ରହିଥିବା କୁହାଯାଉଛି । ତେବେ ଏହାର କେତେ ସତ୍ୟତା ଅଛି ତାହା ଜଣାପଡି ନାହିଁ । ଯଦି ଏହା ସତ୍ୟ ହୁଏ ତେବେ ଫିଫା ବିଶ୍ୱକପ ଫାଇନାଲ ମ୍ୟାଚ ଖେଳି ନ ପାରନ୍ତି ଲିଓନେଲ ମେସି ।

ମେସି କ୍ରିଏସିଆ ବିରୋଧରେ ଖେଳୁଥିବା ବେଳେ ତାଙ୍କ ଅଣ୍ଠୁରେ ଆଘାତ ଲାଗିଥିଲା । ହେଲେ ସେତେବେଳେ ସେ ଠିକ୍ ଥିବା କଥା ନିଜେ କହିଥିଲେ । ସେ କହିଥିଲେ କି ମୁଁ ଫାଇନାଲ ମ୍ୟାଚ ଖେଳି ନିଜ ଦଳକୁ ସହାୟତା କରିବି । ସେପଟେ ମେସି ଆଘାତ ହୋଇଥିବା ଖବର ଶୁଣିବା ପରେ ପ୍ରଶଂସକମାନେ ଦୁଖିତ ହୋଇପଡିଛନ୍ତି ।

ଦୁନିଆର ସର୍ବଶ୍ରେଷ୍ଠ ଫୁଟବଲ୍ ଖେଳାଳିଙ୍କ ମଧ୍ୟରୁ ଜଣେ ଲିଓନେଲ୍ ମେସିଙ୍କ ନିକଟରେ ନିଜ ଦଳକୁ ଚାମ୍ପିଅନ କରାଇବାର ସୁଯୋଗ ରହିଛି। ଏହା ମେସିଙ୍କ ଶେଷ ବିଶ୍ଵ କପ୍ ଏବଂ ଆର୍ଜେଣ୍ଟିନା ପାଇଁ ଏହା ତାଙ୍କର ଶେଷ ମ୍ୟାଚ୍ ହୋଇପାରେ। ଆର୍ଜେଣ୍ଟିନା ଷଷ୍ଠ ଥର ଫିଫା ବିଶ୍ଵ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ଏଥିରୁ ଦଳ ଦୁଇ ଥର ୧୯୭୮ ଏବଂ ୧୯୮୬ ବିଶ୍ଵ କପ୍‌ରେ ଚାମ୍ପିଅନ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର