ମହିଳା ବକ୍ସିଂରେ ଭାରତ ପାଇଁ ପଦକ ଜିତିଲେ ଲଭଲିନା

The Sakala Picture
Published On

ଟୋକିଓ: ଭାରତକୁ ମିଳିଲା ଆଉ ଏକ ପଦକ । ମହିଳା ବକ୍ସିଂରେ ଭାରତ ପାଇଁ ପଦକ ଜିତିଲେ ଲଭଲିନା । ସେମିରେ ତୁର୍କୀର ସୁରମେନେଲୀଙ୍କ ଠାରୁ ୫-୦ରେ ପରାସ୍ତ ହେବା ପରେ ବ୍ରୋଞ୍ଚ ପଦକରେ ଲଭଲିନାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ଆହୁରି ପଢ଼ନ୍ତୁ: ଚେନ୍ନାଇ ସୁପର କିଙ୍ଗସ୍ (CSK) ପାଇଁ ସଞ୍ଜୁ ସାମସନଙ୍କ ଧମାକାଦାର ଶତକ: ଟିମ୍ ଇଣ୍ଡିଆ ଭଳି ସିଏସକେକୁ ମଧ୍ୟ କରିବେ କି ଚାମ୍ପିଅନ୍?

04 Aug 2021 By The Sakala

ମହିଳା ବକ୍ସିଂରେ ଭାରତ ପାଇଁ ପଦକ ଜିତିଲେ ଲଭଲିନା

ଟୋକିଓ: ଭାରତକୁ ମିଳିଲା ଆଉ ଏକ ପଦକ । ମହିଳା ବକ୍ସିଂରେ ଭାରତ ପାଇଁ ପଦକ ଜିତିଲେ ଲଭଲିନା । ସେମିରେ ତୁର୍କୀର ସୁରମେନେଲୀଙ୍କ ଠାରୁ ୫-୦ରେ ପରାସ୍ତ ହେବା ପରେ ବ୍ରୋଞ୍ଚ ପଦକରେ ଲଭଲିନାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର