ପୁରୁଷ ହକି ବିଶ୍ବକପ୍‌-୨୦୨୩: ପେନାଲ୍ଟି ସୁଟ ଆଉଟରେ ଆର୍ଜେଣ୍ଟିନାକୁ ହରାଇ କ୍ବାର୍ଟରରେ ପ୍ରବେଶ କଲା କୋରିଆ

The Sakala Picture
Published On

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ୪ର୍ଥ ତଥା ଶେଷ କ୍ରସ୍‌ ଓଭର ମ୍ୟାଚ୍‌ ଆର୍ଜେଣ୍ଟିନା ଓ କୋରିଆ ମଧ୍ଯରେ ଖେଳାଯାଇଥିଲା । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଭୟଙ୍କ ମଧ୍ଯରେ କଡା ଟକ୍କର ହୋଇଥିଲା । ୪ଟି କ୍ବାଟରରେ ଉଭୟଙ୍କ ଗୋଲ ୫ – ୫ରେ ବରାବର ହୋଇଥିଲା । ଏହାପରେ ପେନାଲ୍ଟି ସୁଟ ଆଉଟ ଖେଳାଯାଇଥିଲା। ଏହି ପେନାଲ୍ଟି ସୁଟ ଆଉଟରେ ଅର୍ଜେଟିନାକୁ ହରାଇଛି କୋରିଆ । ଏଥିସହ କୋରିଆ କ୍ବାଟରରେ ପହଞ୍ଚିଛି। ଆସନ୍ତା ୨୫ ତାରିଖରେ […]

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ୪ର୍ଥ ତଥା ଶେଷ କ୍ରସ୍‌ ଓଭର ମ୍ୟାଚ୍‌ ଆର୍ଜେଣ୍ଟିନା ଓ କୋରିଆ ମଧ୍ଯରେ ଖେଳାଯାଇଥିଲା । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଭୟଙ୍କ ମଧ୍ଯରେ କଡା ଟକ୍କର ହୋଇଥିଲା । ୪ଟି କ୍ବାଟରରେ ଉଭୟଙ୍କ ଗୋଲ ୫ – ୫ରେ ବରାବର ହୋଇଥିଲା । ଏହାପରେ ପେନାଲ୍ଟି ସୁଟ ଆଉଟ ଖେଳାଯାଇଥିଲା। ଏହି ପେନାଲ୍ଟି ସୁଟ ଆଉଟରେ ଅର୍ଜେଟିନାକୁ ହରାଇଛି କୋରିଆ । ଏଥିସହ କୋରିଆ କ୍ବାଟରରେ ପହଞ୍ଚିଛି। ଆସନ୍ତା ୨୫ ତାରିଖରେ କଳିଙ୍ଗ ଷ୍ଟାଡିୟମରେ କୋରିଆ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

23 Jan 2023 By The Sakala

ପୁରୁଷ ହକି ବିଶ୍ବକପ୍‌-୨୦୨୩: ପେନାଲ୍ଟି ସୁଟ ଆଉଟରେ ଆର୍ଜେଣ୍ଟିନାକୁ ହରାଇ କ୍ବାର୍ଟରରେ ପ୍ରବେଶ କଲା କୋରିଆ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ୪ର୍ଥ ତଥା ଶେଷ କ୍ରସ୍‌ ଓଭର ମ୍ୟାଚ୍‌ ଆର୍ଜେଣ୍ଟିନା ଓ କୋରିଆ ମଧ୍ଯରେ ଖେଳାଯାଇଥିଲା । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଭୟଙ୍କ ମଧ୍ଯରେ କଡା ଟକ୍କର ହୋଇଥିଲା । ୪ଟି କ୍ବାଟରରେ ଉଭୟଙ୍କ ଗୋଲ ୫ – ୫ରେ ବରାବର ହୋଇଥିଲା । ଏହାପରେ ପେନାଲ୍ଟି ସୁଟ ଆଉଟ ଖେଳାଯାଇଥିଲା। ଏହି ପେନାଲ୍ଟି ସୁଟ ଆଉଟରେ ଅର୍ଜେଟିନାକୁ ହରାଇଛି କୋରିଆ । ଏଥିସହ କୋରିଆ କ୍ବାଟରରେ ପହଞ୍ଚିଛି। ଆସନ୍ତା ୨୫ ତାରିଖରେ କଳିଙ୍ଗ ଷ୍ଟାଡିୟମରେ କୋରିଆ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

https://www.thesakala.in/sports/korea-secures-dramatic-victory-against-argentina-by-winning-on-penalty-shootouts/article-18368
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର