ଆଇପିଏଲ୍ରେ ପୁଣି କରୋନା ସଙ୍କଟ, ହାଇଦ୍ରାବାଦର ଟି.ନଟରାଜନ ସଂକ୍ରମିତ
ଦୁବାଇ : କରୋନା କାରଣରୁ ଆଇପିଏଲ ୨୦୨୧ ବାତିଲ୍ ହେବା ପରେ ସେପ୍ଟେମ୍ବର ୧୯ରୁ ଏହାର ଦ୍ଵିତୀୟ ପର୍ଯ୍ୟାୟ ଭାରତ ବାହାରେ ୟୁଏଇରେ ଆରମ୍ଭ ହୋଇଛି। କିନ୍ତୁ ଏବେ ଆଇପିଏଲ ଉପରେ ପୁଣି ଥରେ କରୋନାର କଳାବାଦଲ ଦେଖାଦେଇଛି। ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଥିବାବେଳେ ହାଇଦ୍ରାବାଦ ଖେଳାଳୀ ଟି.ନଟରାଜନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ୬ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି। NEWS – Sunrisers […]
ଦୁବାଇ : କରୋନା କାରଣରୁ ଆଇପିଏଲ ୨୦୨୧ ବାତିଲ୍ ହେବା ପରେ ସେପ୍ଟେମ୍ବର ୧୯ରୁ ଏହାର ଦ୍ଵିତୀୟ ପର୍ଯ୍ୟାୟ ଭାରତ ବାହାରେ ୟୁଏଇରେ ଆରମ୍ଭ ହୋଇଛି। କିନ୍ତୁ ଏବେ ଆଇପିଏଲ ଉପରେ ପୁଣି ଥରେ କରୋନାର କଳାବାଦଲ ଦେଖାଦେଇଛି। ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଥିବାବେଳେ ହାଇଦ୍ରାବାଦ ଖେଳାଳୀ ଟି.ନଟରାଜନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ୬ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି।
NEWS – Sunrisers Hyderabad player tests positive; six close contacts isolated.
ଆହୁରି ପଢ଼ନ୍ତୁ: ଚେନ୍ନାଇ ସୁପର କିଙ୍ଗସ୍ (CSK) ପାଇଁ ସଞ୍ଜୁ ସାମସନଙ୍କ ଧମାକାଦାର ଶତକ: ଟିମ୍ ଇଣ୍ଡିଆ ଭଳି ସିଏସକେକୁ ମଧ୍ୟ କରିବେ କି ଚାମ୍ପିଅନ୍?More details here – https://t.co/sZnEBj13Vn #VIVOIPL
ଆହୁରି ପଢ଼ନ୍ତୁ: ଆଇପିଏଲ୍ ଏକ 'ସିନେମା'! ରିଲି ରୁସୋଙ୍କ ମନ୍ତବ୍ୟ ଶୁଣି ପ୍ରେସ୍ମିଟ୍ରେ ହସିହସି ବେଦମ୍ ହେଲେ ଜାକବ୍ ଓରାମ୍— IndianPremierLeague (@IPL) September 22, 2021
ହାଇଦ୍ରାବାଦ ଦଳର ଖେଳାଳୀ ବିଜୟ ଶଙ୍କର, ମ୍ୟାନେଜର ବିଜୟ କୁମାର, ଫିଜିଓଥେରାପିଷ୍ଟ ଶ୍ୟାମ ସୁନ୍ଦର, ଡ.ଅଞ୍ଜନା ବାନନ, ଲଜିଷ୍ଟିକ୍ସ ମ୍ୟାନେଜର ତୁଷାର ଖେଡକର ଓ ନେଟ୍ ବୋଲର ପେରିୟାରସ୍ବାମୀ ଗଣେଶନ ନଟରାଜନଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି । ସେମାନଙ୍କୁ ଆଇସୋଲେସନ୍ ରଖାଯାଇଛି । ମାତ୍ର ସେମାନଙ୍କର ଆରଟିପିସିଆର ପରୀକ୍ଷା ରିପୋର୍ଟ ନେଗେଟିଭ ଥିବା ଜଣାଯାଇଛି ।ତେଣୁ ଆଜି ଖେଳା ଯିବାକୁ ଥିବା ମ୍ୟାଚ୍ ରଦ୍ଦ କରାଯିବ ନାହିଁ। ଆଜିର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଓ ବିଜୟ ଶଙ୍କର ଖେଳି ପାରିବେ ନାହିଁ।
ଆଇପିଏଲ୍ରେ ପୁଣି କରୋନା ସଙ୍କଟ, ହାଇଦ୍ରାବାଦର ଟି.ନଟରାଜନ ସଂକ୍ରମିତ
ଦୁବାଇ : କରୋନା କାରଣରୁ ଆଇପିଏଲ ୨୦୨୧ ବାତିଲ୍ ହେବା ପରେ ସେପ୍ଟେମ୍ବର ୧୯ରୁ ଏହାର ଦ୍ଵିତୀୟ ପର୍ଯ୍ୟାୟ ଭାରତ ବାହାରେ ୟୁଏଇରେ ଆରମ୍ଭ ହୋଇଛି। କିନ୍ତୁ ଏବେ ଆଇପିଏଲ ଉପରେ ପୁଣି ଥରେ କରୋନାର କଳାବାଦଲ ଦେଖାଦେଇଛି। ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଥିବାବେଳେ ହାଇଦ୍ରାବାଦ ଖେଳାଳୀ ଟି.ନଟରାଜନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ୬ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି।
NEWS – Sunrisers Hyderabad player tests positive; six close contacts isolated.
More details here – https://t.co/sZnEBj13Vn #VIVOIPL
— IndianPremierLeague (@IPL) September 22, 2021