ଟି- ୨୦ ବିଶ୍ବକପ: ଭାରତ – ପାକିସ୍ତାନ ମୁକାବିଲା; ବିରାଟଙ୍କ ଦମଦାର ବ୍ଯାଟିଂ, ପାକିସ୍ତାନକୁ ପରାସ୍ତକଲା ଭାରତ

The Sakala Picture
Published On

ମେଲବୋର୍ଣ୍ଣ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ହାଇଭୋଲଟେଜ୍ ମ୍ୟାଚ୍‌ ଆଜି ଭାରତ- ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ୍ କରିଥିଲା।  ଭାରତ ୬ ୱିକେଟ ହରାଇ ୧୬୦ ରନ କରି ଏହି ମ୍ୟାଚକୁ ଜିତିନେଇଛି। ୩୧ ରନରେ ଚତୁର୍ଥ ୱିକେଟ ପତନସତ୍ତ୍ବେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ। ଏଥିସହ ବିଜୟରୁ ଭାରତର ବିଶ୍ବକପ ଅଭିଯାନ ଆରମ୍ଭ କରିଛି। ଭାରତ […]

ମେଲବୋର୍ଣ୍ଣ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ହାଇଭୋଲଟେଜ୍ ମ୍ୟାଚ୍‌ ଆଜି ଭାରତ- ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ୍ କରିଥିଲା।  ଭାରତ ୬ ୱିକେଟ ହରାଇ ୧୬୦ ରନ କରି ଏହି ମ୍ୟାଚକୁ ଜିତିନେଇଛି। ୩୧ ରନରେ ଚତୁର୍ଥ ୱିକେଟ ପତନସତ୍ତ୍ବେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ। ଏଥିସହ ବିଜୟରୁ ଭାରତର ବିଶ୍ବକପ ଅଭିଯାନ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା, କିନ୍ତୁ ଏହା କ'ଣ ସଠିକ୍ ସମୟ?

ଭାରତ ପକ୍ଷରୁ ରୋହିତ ଶର୍ମା ୭ ବଲରେ ୪ ରନ କରି ଆଉଟ ହୋଇଥିବା ବେଳେ କେ ଏଲ ରାହୁଲ ୮ ବଲରେ ୪ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ଯକୁମାର ଯାଦବ ୧୦ ବଲରେ ୧୫ ରନ କରି ଆଉଟ ହୋଇଥିବା ବେଳେ ଅକ୍ଷର ପଟେଲ ୩ ବଲରେ ୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧର୍ଯ୍ଯପୂର୍ଣ୍ଣ ବ୍ୟାଟିଂ କରି ଆଗକୁ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୭ ବଲରେ ୪୦ ରନ କରି ଆଉଟ ହୋଇଥିଲେ । ଦିନେଶ କାର୍ତ୍ତିକ ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। କୋହିଲି ମ୍ୟାଚ ବିଜୟୀ ୮୨ ରନର ଦମଦାର ଇନିଂସ ଖେଳିଥିଲେ। ୫୩ ବଲରୁ ୬ ଚୌକା ଓ ୪ ଛକା ସହାୟତାରେ ୮୨ରନ କରି ବିରାଟ କୋହିଲି ଅପରାଜିତ ରହିଥିଲେ। ରବିଚନ୍ଦ୍ରନ ଅଶ୍ଵିନ ୧ ବଲରେ ୧ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଡେଟିଂ ଗୁଜବ ମଧ୍ୟରେ ଶେଫାଳି ବଗ୍ଗାଙ୍କ ସହ ନଜର ଆସିଲେ ଯୁଜବେନ୍ଦ୍ର ଚହଲ, ନୂଆ ବିଜ୍ଞାପନ ଜରିଆରେ ଏକ୍ସ-ୱାଇଫ୍ ଧନଶ୍ରୀଙ୍କୁ କଲେ ଟାର୍ଗେଟ୍!

ପାକିସ୍ତାନ ପକ୍ଷରୁ ହ୍ୟାରିସ ରୌଫ ଓ ମହମ୍ମଦ ନୱାଜ  ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ନସିମ ଶାହ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ନୈରାଶ୍ୟଜନକ ପ୍ରଦର୍ଶନ: ରୋହିତଙ୍କ ଉଦାସ ମୁହଁ, ରାଗିଲେ ହାର୍ଦ୍ଦିକ ଓ ହତାଶ ବୁମରା

23 Oct 2022 By The Sakala

ଟି- ୨୦ ବିଶ୍ବକପ: ଭାରତ – ପାକିସ୍ତାନ ମୁକାବିଲା; ବିରାଟଙ୍କ ଦମଦାର ବ୍ଯାଟିଂ, ପାକିସ୍ତାନକୁ ପରାସ୍ତକଲା ଭାରତ

ମେଲବୋର୍ଣ୍ଣ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ହାଇଭୋଲଟେଜ୍ ମ୍ୟାଚ୍‌ ଆଜି ଭାରତ- ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ୍ କରିଥିଲା।  ଭାରତ ୬ ୱିକେଟ ହରାଇ ୧୬୦ ରନ କରି ଏହି ମ୍ୟାଚକୁ ଜିତିନେଇଛି। ୩୧ ରନରେ ଚତୁର୍ଥ ୱିକେଟ ପତନସତ୍ତ୍ବେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ। ଏଥିସହ ବିଜୟରୁ ଭାରତର ବିଶ୍ବକପ ଅଭିଯାନ ଆରମ୍ଭ କରିଛି।

ଭାରତ ପକ୍ଷରୁ ରୋହିତ ଶର୍ମା ୭ ବଲରେ ୪ ରନ କରି ଆଉଟ ହୋଇଥିବା ବେଳେ କେ ଏଲ ରାହୁଲ ୮ ବଲରେ ୪ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ଯକୁମାର ଯାଦବ ୧୦ ବଲରେ ୧୫ ରନ କରି ଆଉଟ ହୋଇଥିବା ବେଳେ ଅକ୍ଷର ପଟେଲ ୩ ବଲରେ ୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧର୍ଯ୍ଯପୂର୍ଣ୍ଣ ବ୍ୟାଟିଂ କରି ଆଗକୁ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୭ ବଲରେ ୪୦ ରନ କରି ଆଉଟ ହୋଇଥିଲେ । ଦିନେଶ କାର୍ତ୍ତିକ ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। କୋହିଲି ମ୍ୟାଚ ବିଜୟୀ ୮୨ ରନର ଦମଦାର ଇନିଂସ ଖେଳିଥିଲେ। ୫୩ ବଲରୁ ୬ ଚୌକା ଓ ୪ ଛକା ସହାୟତାରେ ୮୨ରନ କରି ବିରାଟ କୋହିଲି ଅପରାଜିତ ରହିଥିଲେ। ରବିଚନ୍ଦ୍ରନ ଅଶ୍ଵିନ ୧ ବଲରେ ୧ ରନ କରି ଅପରାଜିତ ରହିଥିଲେ।

ପାକିସ୍ତାନ ପକ୍ଷରୁ ହ୍ୟାରିସ ରୌଫ ଓ ମହମ୍ମଦ ନୱାଜ  ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ନସିମ ଶାହ ଗୋଟିଏ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର