ଭାରତ ବିପକ୍ଷ ଟେଷ୍ଟରେ ଇଂଲଣ୍ଡର ରୋମାଞ୍ଚକର ବିଜୟ

The Sakala Picture
Published On

ବର୍ମିଂହାମ: ୧୫  ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଜିତିବାର ଭାରତର ସ୍ୱପ୍ନ ଅଧାରେ ରହିଲା । ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡ ଟିମ ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ଜୋ ରୁଟ୍ (୧୪୨ *) ଏବଂ ଜନି ବେୟାରଷ୍ଟୋ ୧୧୪ *) ଙ୍କ ମଧ୍ୟରେ ୨୬୯ ରନ୍ ଭାଗିଦାରୀ ହେତୁ ଇଂଲଣ୍ଡ ତିନି ୱିକେଟ୍ ହରାଇ ୩୭୮  ରନ୍ ଲକ୍ଷ୍ୟ ହାସଲ କରିଥିଲା। ଏହା ସହିତ ପାଞ୍ଚ ଟେଷ୍ଟ ସିରିଜ୍ ୨-୨ ରେ ବରାବାର ହେଇଛି। ସୂଚନା […]

ବର୍ମିଂହାମ: ୧୫  ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଜିତିବାର ଭାରତର ସ୍ୱପ୍ନ ଅଧାରେ ରହିଲା । ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡ ଟିମ ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ଜୋ ରୁଟ୍ (୧୪୨ *) ଏବଂ ଜନି ବେୟାରଷ୍ଟୋ ୧୧୪ *) ଙ୍କ ମଧ୍ୟରେ ୨୬୯ ରନ୍ ଭାଗିଦାରୀ ହେତୁ ଇଂଲଣ୍ଡ ତିନି ୱିକେଟ୍ ହରାଇ ୩୭୮  ରନ୍ ଲକ୍ଷ୍ୟ ହାସଲ କରିଥିଲା। ଏହା ସହିତ ପାଞ୍ଚ ଟେଷ୍ଟ ସିରିଜ୍ ୨-୨ ରେ ବରାବାର ହେଇଛି।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

ସୂଚନା ଅନୁଯାୟୀ, ଏହା ପ୍ରଥମ ଥର ପାଇଁ ଭାରତ ବିରୋଧୀ ଦଳକୁ ୩୫୦ ରୁ ଅଧିକ ରନ୍ ଟାର୍ଗେଟ୍ ଦେଇଛି ଏବଂ ତା’ପରେ ମ୍ୟାଚ୍ ହାରିଛି।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

ଜୋ ରୁଟ୍ ପଞ୍ଚମ ଦିନରେ ତାଙ୍କ ଟେଷ୍ଟ କ୍ୟାରିୟରର ୨୮ତମ ଶତକ ମାରିଛନ୍ତି। ୨୦୨୧ ପରେ ଏହି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ୪୭ ଇନିଂସରେ ୧୧ଟି ଶତକ ହାସଲ କରିଛନ୍ତି। ରୁଟଙ୍କ ୯ମ ଶତକ ଭାରତ ବିପକ୍ଷରେ ଥିଲା। ଭାରତୀୟ ଟିମ୍ ଦ୍ୱିତୀୟ ଇନିଂସରେ ୨୪୫ ରନ୍ ଅଲଆଉଟ୍ ହୋଇଥିଲା। ଇଂଲଣ୍ଡକୁ ମଟ୍ ୩୭୮ ରନର ଟାର୍ଗେଟ ମିଳିଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬: ପାରା ପାୱାରଲିଫ୍ଟିଂରେ ଇତିହାସ ରଚିଲେ ଝଣ୍ଡୁ କୁମାର, ଭାରତକୁ ମିଳିଲା ପ୍ରଥମ ପଦକ

05 Jul 2022 By The Sakala

ଭାରତ ବିପକ୍ଷ ଟେଷ୍ଟରେ ଇଂଲଣ୍ଡର ରୋମାଞ୍ଚକର ବିଜୟ

ବର୍ମିଂହାମ: ୧୫  ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଜିତିବାର ଭାରତର ସ୍ୱପ୍ନ ଅଧାରେ ରହିଲା । ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡ ଟିମ ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ଜୋ ରୁଟ୍ (୧୪୨ *) ଏବଂ ଜନି ବେୟାରଷ୍ଟୋ ୧୧୪ *) ଙ୍କ ମଧ୍ୟରେ ୨୬୯ ରନ୍ ଭାଗିଦାରୀ ହେତୁ ଇଂଲଣ୍ଡ ତିନି ୱିକେଟ୍ ହରାଇ ୩୭୮  ରନ୍ ଲକ୍ଷ୍ୟ ହାସଲ କରିଥିଲା। ଏହା ସହିତ ପାଞ୍ଚ ଟେଷ୍ଟ ସିରିଜ୍ ୨-୨ ରେ ବରାବାର ହେଇଛି।

ସୂଚନା ଅନୁଯାୟୀ, ଏହା ପ୍ରଥମ ଥର ପାଇଁ ଭାରତ ବିରୋଧୀ ଦଳକୁ ୩୫୦ ରୁ ଅଧିକ ରନ୍ ଟାର୍ଗେଟ୍ ଦେଇଛି ଏବଂ ତା’ପରେ ମ୍ୟାଚ୍ ହାରିଛି।

ଜୋ ରୁଟ୍ ପଞ୍ଚମ ଦିନରେ ତାଙ୍କ ଟେଷ୍ଟ କ୍ୟାରିୟରର ୨୮ତମ ଶତକ ମାରିଛନ୍ତି। ୨୦୨୧ ପରେ ଏହି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ୪୭ ଇନିଂସରେ ୧୧ଟି ଶତକ ହାସଲ କରିଛନ୍ତି। ରୁଟଙ୍କ ୯ମ ଶତକ ଭାରତ ବିପକ୍ଷରେ ଥିଲା। ଭାରତୀୟ ଟିମ୍ ଦ୍ୱିତୀୟ ଇନିଂସରେ ୨୪୫ ରନ୍ ଅଲଆଉଟ୍ ହୋଇଥିଲା। ଇଂଲଣ୍ଡକୁ ମଟ୍ ୩୭୮ ରନର ଟାର୍ଗେଟ ମିଳିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର