ମନୋରଞ୍ଜନ
ଓଡ଼ିଶା
ଆଇପିଏଲ ୨୦୨୨: ମୁମ୍ବାଇକୁ ହରାଇଲା ଦିଲ୍ଲୀ
ମୁମ୍ବାଇ: ଆଇପିଏଲ ୨୦୨୨ର ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ୧୭୯ ରନ କରି ଆଜିର ମ୍ଯାଚକୁ ଜିତି ନେଇଛି। ମୁମ୍ବାଇ ପ୍ରଥମେ ବ୍ଯାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୭୭ ରନ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପୃଥ୍ୱୀ ଶ’ ୩୮ , ଟିମ୍ ସିଫର୍ଟ ୨୧ , ମନଦୀପ ସିଂ (୦), ରିଷଭ ପନ୍ତ (୧), ରୋଭମାନ ପାୱେଲ ( ୦), ସର୍ଦୁଲ […]
ମୁମ୍ବାଇ: ଆଇପିଏଲ ୨୦୨୨ର ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ୧୭୯ ରନ କରି ଆଜିର ମ୍ଯାଚକୁ ଜିତି ନେଇଛି। ମୁମ୍ବାଇ ପ୍ରଥମେ ବ୍ଯାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୭୭ ରନ କରିଥିଲା।
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ
ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପୃଥ୍ୱୀ ଶ’ ୩୮ , ଟିମ୍ ସିଫର୍ଟ ୨୧ , ମନଦୀପ ସିଂ (୦), ରିଷଭ ପନ୍ତ (୧), ରୋଭମାନ ପାୱେଲ ( ୦), ସର୍ଦୁଲ ଠାକୁର (୨୨) ରନ କରି ଆଉଟ ହୋଇଥିବା ବେଳେ ଲଳିତ ଯାଦବ ଓ ଅକ୍ଷର ପଟେଲ ଅପରାଜିତ ରହି ମ୍ଯାଚକୁ ବିଜୟ ଆଡକୁ ନେଇଥିଲେ। ଅକ୍ଷର ପଟେଲ ୩୮ ଓ ଲଳିତ ଯାଦବ ୪୮ ରନ କରି ଆପରାଜିତ ରହିଥିଲେ।
ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ
ମୁମ୍ବାଇ ପକ୍ଷରୁ ଥାମ୍ପି ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମୁରୁଗାନ ଅଶ୍ୱିନ ୨ଟି ଓ ତାଇମାଲି ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ।






