ଚେନ୍ନାଇ ସୁପର୍ କିଙ୍ଗସକୁ ଝଟକା: ଚଳିତ ଆଇପିଏଲ ସିଜିନରୁ ବିଦାୟ ନେବେ ଚେନ୍ନାଇର ଷ୍ଟାର ବୋଲର ଦୀପକ ଚହର୍

The Sakala Picture
Published On

ଭୁବନେଶ୍ୱର: ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍‌ର ଲଗାତାର ପରାଜୟ ପରେ ଏବେ ଏହି ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଆଇପିଏଲ୍‌ରୁ  ଏହି ସିଜିନରୁ ବିଦାୟ ନେବେ ଚେନ୍ନାଇ ସୁପର୍ କିଙ୍ଗସ୍ ର ଷ୍ଟାର୍ ବୋଲର୍ ଦୀପକ ଚହର୍ । ଚଳିତବର୍ଷ ଫେବ୍ରୁଆରୀ ମାସରେ ୱେଷ୍ଟ ଇଣ୍ଡିଜ୍ ବିରୋଧରେ ଚହରଙ୍କ କ୍ୱାଡ୍ରିସେପ୍ସ ହାମ୍‌ଷ୍ଟ୍ରିଙ୍ଗ୍ ହୋଇଥିଲା । ଏଥିରୁ ସେ ଆରୋଗ୍ୟ ଲାଭ କରି ଚେନ୍ନାଇ ଦଳରେ ଯୋଗ ଦେବାକୁ ଆଶା ପୋଷଣ କରିଥିଲେ । ହେଲେ […]

ଭୁବନେଶ୍ୱର: ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍‌ର ଲଗାତାର ପରାଜୟ ପରେ ଏବେ ଏହି ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଆଇପିଏଲ୍‌ରୁ  ଏହି ସିଜିନରୁ ବିଦାୟ ନେବେ ଚେନ୍ନାଇ ସୁପର୍ କିଙ୍ଗସ୍ ର ଷ୍ଟାର୍ ବୋଲର୍ ଦୀପକ ଚହର୍ । ଚଳିତବର୍ଷ ଫେବ୍ରୁଆରୀ ମାସରେ ୱେଷ୍ଟ ଇଣ୍ଡିଜ୍ ବିରୋଧରେ ଚହରଙ୍କ କ୍ୱାଡ୍ରିସେପ୍ସ ହାମ୍‌ଷ୍ଟ୍ରିଙ୍ଗ୍ ହୋଇଥିଲା । ଏଥିରୁ ସେ ଆରୋଗ୍ୟ ଲାଭ କରି ଚେନ୍ନାଇ ଦଳରେ ଯୋଗ ଦେବାକୁ ଆଶା ପୋଷଣ କରିଥିଲେ । ହେଲେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ରିହାବିଲେସନ୍ ସମୟରେ ଚହରଙ୍କ ଅଣ୍ଟାରେ ନୂଆ ଆଘାତ ସୃଷ୍ଟି ହୋଇଛି । ଫଳରେ ଆଇପିଏଲର ଚଳିତବର୍ଷ ସିଜିନରେ ସେ ବାଦ୍ ପଡିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଛି । ଯହାକୁ ନେଇ ଚେନ୍ନାଇ ଦଳରେ ନିରାଶା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଚହରଙ୍କୁ ବାଦ୍ ଦେଲେ ଚେନ୍ନାଇ ଦଳର ବୋଲିଂ ଲାଇନ୍ ଏଥର ଖୁବ ଦୁର୍ବଳ ଅନୁଭୂତ ହୋଇଛି । ଏପରି ସ୍ଥିତିରେ ରବୀନ୍ଦ୍ର ଜାଡେଜାଙ୍କ ୟେଲୋ ଆର୍ମି କେତେଦୂର ସଫଳ ହେବ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଜି ସନ୍ଧ୍ଯାକେ ରବୀନ୍ଦ୍ରଙ୍କ ଚେନ୍ନାଇ ଦଳ ଫାଫ୍ ଡୁପ୍ଲେସିଙ୍କ ଆର୍‌ସିବିକୁ ମୁମ୍ବାଇରେ ଭେଟିବ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

12 Apr 2022 By The Sakala

ଚେନ୍ନାଇ ସୁପର୍ କିଙ୍ଗସକୁ ଝଟକା: ଚଳିତ ଆଇପିଏଲ ସିଜିନରୁ ବିଦାୟ ନେବେ ଚେନ୍ନାଇର ଷ୍ଟାର ବୋଲର ଦୀପକ ଚହର୍

ଭୁବନେଶ୍ୱର: ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍‌ର ଲଗାତାର ପରାଜୟ ପରେ ଏବେ ଏହି ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଆଇପିଏଲ୍‌ରୁ  ଏହି ସିଜିନରୁ ବିଦାୟ ନେବେ ଚେନ୍ନାଇ ସୁପର୍ କିଙ୍ଗସ୍ ର ଷ୍ଟାର୍ ବୋଲର୍ ଦୀପକ ଚହର୍ । ଚଳିତବର୍ଷ ଫେବ୍ରୁଆରୀ ମାସରେ ୱେଷ୍ଟ ଇଣ୍ଡିଜ୍ ବିରୋଧରେ ଚହରଙ୍କ କ୍ୱାଡ୍ରିସେପ୍ସ ହାମ୍‌ଷ୍ଟ୍ରିଙ୍ଗ୍ ହୋଇଥିଲା । ଏଥିରୁ ସେ ଆରୋଗ୍ୟ ଲାଭ କରି ଚେନ୍ନାଇ ଦଳରେ ଯୋଗ ଦେବାକୁ ଆଶା ପୋଷଣ କରିଥିଲେ । ହେଲେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ରିହାବିଲେସନ୍ ସମୟରେ ଚହରଙ୍କ ଅଣ୍ଟାରେ ନୂଆ ଆଘାତ ସୃଷ୍ଟି ହୋଇଛି । ଫଳରେ ଆଇପିଏଲର ଚଳିତବର୍ଷ ସିଜିନରେ ସେ ବାଦ୍ ପଡିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଛି । ଯହାକୁ ନେଇ ଚେନ୍ନାଇ ଦଳରେ ନିରାଶା ଖେଳିଯାଇଛି ।

ଚହରଙ୍କୁ ବାଦ୍ ଦେଲେ ଚେନ୍ନାଇ ଦଳର ବୋଲିଂ ଲାଇନ୍ ଏଥର ଖୁବ ଦୁର୍ବଳ ଅନୁଭୂତ ହୋଇଛି । ଏପରି ସ୍ଥିତିରେ ରବୀନ୍ଦ୍ର ଜାଡେଜାଙ୍କ ୟେଲୋ ଆର୍ମି କେତେଦୂର ସଫଳ ହେବ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଜି ସନ୍ଧ୍ଯାକେ ରବୀନ୍ଦ୍ରଙ୍କ ଚେନ୍ନାଇ ଦଳ ଫାଫ୍ ଡୁପ୍ଲେସିଙ୍କ ଆର୍‌ସିବିକୁ ମୁମ୍ବାଇରେ ଭେଟିବ ।

https://www.thesakala.in/sports/deepak-chahar-ruled-out-of-ipl-2022-with-back-injury/article-10722
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର