ଯୁବରାଜଙ୍କୁ ପଛରେ ପକାଇ କ୍ରିସ୍‌ ମୋରିସ୍‌ ବନିଲେ ଆଇପିଏଲ୍‌ ଇତିହାସର ସବୁଠୁ ଦାମୀ ଖେଳାଳି

The Sakala Picture
Published On

ଚେନ୍ନାଇ : ଆଇପିଏଲ୍‌ ଇତିହାସରେ ସବୁ ରେକର୍ଡକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର କ୍ରିସ୍‌ ମୋରିସ୍‌ ହୋଇଛନ୍ତି ସବୁଠୁ ଦାମୀ ଖେଳାଳି। ଆଜି ଚେନ୍ନାଇରେ ଚାଲିଥିବା ଆଇପିଏଲ୍‌-୧୪ର ଅକ୍ସନରେ କ୍ରିସ୍‌ ମୋରିସ୍‌ଙ୍କୁ ସବୁଠୁ ଅଧିକ ଦାମରେ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ। ଏହା ସହିତ ଆଇପିଏଲ ଇତିହାସରେ ସେ ସବୁଠୁ ଦାମୀ ଖେଳାଳି ଭାବେ ବିବେଚିତ ହେବା ସହ ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ୨୦୧୫ରେ  ଯୁବରାଜ ସଂହଙ୍କୁ  […]

ଚେନ୍ନାଇ : ଆଇପିଏଲ୍‌ ଇତିହାସରେ ସବୁ ରେକର୍ଡକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର କ୍ରିସ୍‌ ମୋରିସ୍‌ ହୋଇଛନ୍ତି ସବୁଠୁ ଦାମୀ ଖେଳାଳି। ଆଜି ଚେନ୍ନାଇରେ ଚାଲିଥିବା ଆଇପିଏଲ୍‌-୧୪ର ଅକ୍ସନରେ କ୍ରିସ୍‌ ମୋରିସ୍‌ଙ୍କୁ ସବୁଠୁ ଅଧିକ ଦାମରେ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ। ଏହା ସହିତ ଆଇପିଏଲ ଇତିହାସରେ ସେ ସବୁଠୁ ଦାମୀ ଖେଳାଳି ଭାବେ ବିବେଚିତ ହେବା ସହ ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ୨୦୧୫ରେ  ଯୁବରାଜ ସଂହଙ୍କୁ  ୧୬ କୋଟି ଟଙ୍କାରେ ଦିଲ୍ଲୀ କିଣିଥିଲା। KRISH MORISH IPL

ଆହୁରି ପଢ଼ନ୍ତୁ: ଭାରତକୁ ‘ଗୋଲଡେନ୍ ହୋରାଇଜନ୍’ କ୍ଷେପଣାସ୍ତ୍ର ଦେବ ଇସ୍ରାଏଲ, ବ୍ରହ୍ମୋସଠାରୁ ବି ଏହା ଅଧିକ ଶକ୍ତିଶାଳୀ

ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର କ୍ରିସ୍‌ ମୋରିସଙ୍କୁ କିଣିବା ପାଇଁ‌ ରାଜସ୍ଥାନ ରୟାଲ୍ସ, , କିଙ୍ଗସ୍ ଇଲେଭେନ ପଂଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା । ପ୍ରୀତି ଜିଣ୍ଟା ୧୬ କୋଟି ନିଲାମ ଡାକିବା ପରେ ତା ଠାରୁ ଆଗକୁ ଯାଇ ରାଜସ୍ଥାନ ରୟାଲ୍ସ ୧୬.୨୫କୋଟି ଡାକି ବାଜି ମାରି ନେଇଥିଲା । ଆଜି ମାତ୍ର ୭୫ ଲକ୍ଷ ବେସ୍ ପ୍ରାଇସରୁ ଆରମ୍ଭ ହୋଇ ୧୬.୨୫ କୋଟିରେ ପହଞ୍ଚିଥିଲା କ୍ରିସ୍‌ ମୋରିସଙ୍କ ଦାମ।

ଆହୁରି ପଢ଼ନ୍ତୁ: ଚା’ ପାଇଁ ବିଳମ୍ବ ହେବାରୁ ଦୋକାନୀଙ୍କୁ ମାଡ଼ ଓ ଅଶାଳୀନ ଗାଳି, ମଥୁରା ଜଙ୍କସନରେ ଜିଆରପି ଏସଆଇ ନିଲମ୍ବିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp