ଏସୀୟ କ୍ରୀଡ଼ା ୨୦୨୩: ୧୦ ମିଟର ଏୟାର ରାଇଫଲରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ

The Sakala Picture
Published On

ନୂଆଦିଲ୍ଲୀ: ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତ ସପ୍ତମ ପଦକ ହାସଲ କରିଛି । ୧୦ମିଟର ଏୟାର ରାଇଫଲରେ ଟିମ୍ ଇଣ୍ଡିଆ ବିଶ୍ୱ ରେକର୍ଡ ମଧ୍ୟ କରିଛି । ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ରୁଦ୍ରାକ୍ଷ, ଐଶ୍ୱର୍ଯ୍ୟ, ଦିବ୍ୟାଂଶ ମିଳିତ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ଭାରତ ଚଳିତ ଏସୀୟ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି।  ଏଯାବତ ଭାରତକୁ ୧ ସ୍ୱର୍ଣ୍ଣ, ୩ ରୌପ୍ୟ, ୩ ବ୍ରୋଞ୍ଜ ପଦକ ମିଳିଛି […]

ନୂଆଦିଲ୍ଲୀ: ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତ ସପ୍ତମ ପଦକ ହାସଲ କରିଛି । ୧୦ମିଟର ଏୟାର ରାଇଫଲରେ ଟିମ୍ ଇଣ୍ଡିଆ ବିଶ୍ୱ ରେକର୍ଡ ମଧ୍ୟ କରିଛି । ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ରୁଦ୍ରାକ୍ଷ, ଐଶ୍ୱର୍ଯ୍ୟ, ଦିବ୍ୟାଂଶ ମିଳିତ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ଭାରତ ଚଳିତ ଏସୀୟ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି।  ଏଯାବତ ଭାରତକୁ ୧ ସ୍ୱର୍ଣ୍ଣ, ୩ ରୌପ୍ୟ, ୩ ବ୍ରୋଞ୍ଜ ପଦକ ମିଳିଛି ।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

25 Sep 2023 By The Sakala

ଏସୀୟ କ୍ରୀଡ଼ା ୨୦୨୩: ୧୦ ମିଟର ଏୟାର ରାଇଫଲରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତ ସପ୍ତମ ପଦକ ହାସଲ କରିଛି । ୧୦ମିଟର ଏୟାର ରାଇଫଲରେ ଟିମ୍ ଇଣ୍ଡିଆ ବିଶ୍ୱ ରେକର୍ଡ ମଧ୍ୟ କରିଛି । ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ରୁଦ୍ରାକ୍ଷ, ଐଶ୍ୱର୍ଯ୍ୟ, ଦିବ୍ୟାଂଶ ମିଳିତ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ଭାରତ ଚଳିତ ଏସୀୟ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି।  ଏଯାବତ ଭାରତକୁ ୧ ସ୍ୱର୍ଣ୍ଣ, ୩ ରୌପ୍ୟ, ୩ ବ୍ରୋଞ୍ଜ ପଦକ ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର