ବିସିସିଆଇ କେନ୍ଦ୍ରୀୟ ଚୁକ୍ତି: ପୂଜାରା, ରାହାଣେ ଓ ପାଣ୍ଡ୍ଯା ଖସିଲେ

The Sakala Picture
Published On

ନୂଆଦିଲ୍ଲୀ:  ଅଭିଜ୍ଞ କ୍ରିକେଟର ଚେତେଶ୍ଵର ପୂଜାରା, ଆଜିକ୍ୟ ରାହାଣେ ଓ ହାର୍ଦ୍ଦିକ ପାଣ୍ଡା ସଦ୍ୟ ପ୍ରକାଶିତ ଆପେକ୍ସ କାଉନସିଲ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି ଓ ଚୁକ୍ତି ତାଲିକା ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରାଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରେ ତଳକୁ ଖସିଛନ୍ତି। ବୁଧବାର ଅନୁଷ୍ଠିତ ବୋର୍ଡର ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ୪ବର୍ଗ ଯଥା ଏ+, ଏ, ବି ଓ ସି ରହିଛି ଓ ଏହି ବର୍ଗରେ ସାମିଲ ରହିଥିବା ଖେଳାଳିମାନେ ବର୍ଷକୁ ଯଥାକ୍ରମେ […]

ନୂଆଦିଲ୍ଲୀ:  ଅଭିଜ୍ଞ କ୍ରିକେଟର ଚେତେଶ୍ଵର ପୂଜାରା, ଆଜିକ୍ୟ ରାହାଣେ ଓ ହାର୍ଦ୍ଦିକ ପାଣ୍ଡା ସଦ୍ୟ ପ୍ରକାଶିତ ଆପେକ୍ସ କାଉନସିଲ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି ଓ ଚୁକ୍ତି ତାଲିକା ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରାଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରେ ତଳକୁ ଖସିଛନ୍ତି। ବୁଧବାର ଅନୁଷ୍ଠିତ ବୋର୍ଡର ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ୪ବର୍ଗ ଯଥା ଏ+, ଏ, ବି ଓ ସି ରହିଛି ଓ ଏହି ବର୍ଗରେ ସାମିଲ ରହିଥିବା ଖେଳାଳିମାନେ ବର୍ଷକୁ ଯଥାକ୍ରମେ ୭, ୫, ୩, ୧ କୋଟି ଟଙ୍କା ପାଉଣା ପାଇଥାନ୍ତି।

ଆହୁରି ପଢ଼ନ୍ତୁ: ଜସପ୍ରୀତ ବୁମରାହଙ୍କ ବିନା ଲର୍ଡ୍ସରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ପଦାରେ ପଡ଼ିଲା ବୋଲିଂ ବିଭାଗର ବଡ଼ ଦୁର୍ବଳତା

ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ପୂଜାରା ଓ ରାହାଣେ ପୂର୍ବରୁ ଗ୍ରେଡ ଏ’ରେ ସାମିଲଥିଲେ। ଏବେ ସେମାନେ ବି’କୁ ଖସିଛନ୍ତି। କ୍ରମାଗତ ଖରାପ ପ୍ରଦର୍ଶନ କାରଣରୁ ଏହି ଦୁଇ କ୍ରିକେଟରଙ୍କର ଅବନତି ହୋଇଛି ଓ ଏମାନେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ମଧ୍ୟ ବାଦ୍ ପଡ଼ିଛନ୍ତି ଅନ୍ୟପଟେ ଆଘାତ ସମସ୍ୟା ପାଇଁ ଦଳରୁ ଦୀର୍ଘ ଦିନଧରି ବାଦ୍ ପଡ଼ି ଆସିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡା ସବୁଠାରୁ କ୍ଷତି ସହିଛନ୍ତି। ସେ ତାଲିକାରେ ଏ’ରୁ ସି ଗ୍ରେଡକୁ ଖସିଛନ୍ତି। ସେହିପରି ୱିକେଟକିପର ରିଦ୍ଧିମାନ ଶାହା ମଧ୍ୟ ବି’ରୁ ସି ଗ୍ରେଡକୁ ଖସିଛନ୍ତି।ଏହାକୁ ବାଦ୍ ଦେଲେ ତାଲିକାରେ ସେଭଳି କିଛି ବଡ଼ ଧରଣର ପରିବର୍ତ୍ତନ ହୋଇନାହିଁ।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

କେନ୍ଦ୍ରୀୟ ଚୁକ୍ତି ତାଲିକା

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

ଗ୍ରେଡ ଏ+ (୭ କୋଟି): ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା।

ଗ୍ରେଡ ଏ (୫ କୋଟି): ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ଲୋକେଶ ରାହୁଲ, ମହମ୍ମଦ ସାମି, ରିଷଭ ପନ୍ତ।

ଗ୍ରେଡ୍ ବି(୩ କୋଟି): ଚେତେଶ୍ଵର ପୂଜାରା, ଆଜିକ୍ୟ ରାହାଣେ, ଅକ୍ଷର ପଟେଲ, ଶାର୍ଦୁଳ ଠାକୁର, ଶ୍ରେୟାସ ଆୟର, ମହମ୍ମଦ ସିରାଜ ଓ ଈଶାନ୍ତ ଶର୍ମା।

ଗ୍ରେଡ୍ ସି (୧ କୋଟି) : ଶିଖର ଧାୱନ, ଉମେଶ ଯାଦବ, ଭୁବନେଶ୍ଵର କୁମାର, ହାର୍ଦ୍ଦିକ ପାଣ୍ଡା, ୱାଶିଂଟନ ସୁନ୍ଦର, ଶୁବମନ ଗିଲ, ହନୁମା ବିହାରୀ, ୟୁଜବେନ୍ଦ୍ର ଚହଲ, ସୂର୍ଯ୍ୟକୁମାର ଯାଦବ, ରିଦ୍ଧିମାନ ଶାହା, ମୟଙ୍କ ଅଗ୍ରୱାଲ ଓ ଦୀପକ ଚହର।

03 Mar 2022 By The Sakala

ବିସିସିଆଇ କେନ୍ଦ୍ରୀୟ ଚୁକ୍ତି: ପୂଜାରା, ରାହାଣେ ଓ ପାଣ୍ଡ୍ଯା ଖସିଲେ

ନୂଆଦିଲ୍ଲୀ:  ଅଭିଜ୍ଞ କ୍ରିକେଟର ଚେତେଶ୍ଵର ପୂଜାରା, ଆଜିକ୍ୟ ରାହାଣେ ଓ ହାର୍ଦ୍ଦିକ ପାଣ୍ଡା ସଦ୍ୟ ପ୍ରକାଶିତ ଆପେକ୍ସ କାଉନସିଲ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି ଓ ଚୁକ୍ତି ତାଲିକା ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରାଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରେ ତଳକୁ ଖସିଛନ୍ତି। ବୁଧବାର ଅନୁଷ୍ଠିତ ବୋର୍ଡର ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ୪ବର୍ଗ ଯଥା ଏ+, ଏ, ବି ଓ ସି ରହିଛି ଓ ଏହି ବର୍ଗରେ ସାମିଲ ରହିଥିବା ଖେଳାଳିମାନେ ବର୍ଷକୁ ଯଥାକ୍ରମେ ୭, ୫, ୩, ୧ କୋଟି ଟଙ୍କା ପାଉଣା ପାଇଥାନ୍ତି।

ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ପୂଜାରା ଓ ରାହାଣେ ପୂର୍ବରୁ ଗ୍ରେଡ ଏ’ରେ ସାମିଲଥିଲେ। ଏବେ ସେମାନେ ବି’କୁ ଖସିଛନ୍ତି। କ୍ରମାଗତ ଖରାପ ପ୍ରଦର୍ଶନ କାରଣରୁ ଏହି ଦୁଇ କ୍ରିକେଟରଙ୍କର ଅବନତି ହୋଇଛି ଓ ଏମାନେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ମଧ୍ୟ ବାଦ୍ ପଡ଼ିଛନ୍ତି ଅନ୍ୟପଟେ ଆଘାତ ସମସ୍ୟା ପାଇଁ ଦଳରୁ ଦୀର୍ଘ ଦିନଧରି ବାଦ୍ ପଡ଼ି ଆସିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡା ସବୁଠାରୁ କ୍ଷତି ସହିଛନ୍ତି। ସେ ତାଲିକାରେ ଏ’ରୁ ସି ଗ୍ରେଡକୁ ଖସିଛନ୍ତି। ସେହିପରି ୱିକେଟକିପର ରିଦ୍ଧିମାନ ଶାହା ମଧ୍ୟ ବି’ରୁ ସି ଗ୍ରେଡକୁ ଖସିଛନ୍ତି।ଏହାକୁ ବାଦ୍ ଦେଲେ ତାଲିକାରେ ସେଭଳି କିଛି ବଡ଼ ଧରଣର ପରିବର୍ତ୍ତନ ହୋଇନାହିଁ।

କେନ୍ଦ୍ରୀୟ ଚୁକ୍ତି ତାଲିକା

ଗ୍ରେଡ ଏ+ (୭ କୋଟି): ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା।

ଗ୍ରେଡ ଏ (୫ କୋଟି): ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ଲୋକେଶ ରାହୁଲ, ମହମ୍ମଦ ସାମି, ରିଷଭ ପନ୍ତ।

ଗ୍ରେଡ୍ ବି(୩ କୋଟି): ଚେତେଶ୍ଵର ପୂଜାରା, ଆଜିକ୍ୟ ରାହାଣେ, ଅକ୍ଷର ପଟେଲ, ଶାର୍ଦୁଳ ଠାକୁର, ଶ୍ରେୟାସ ଆୟର, ମହମ୍ମଦ ସିରାଜ ଓ ଈଶାନ୍ତ ଶର୍ମା।

ଗ୍ରେଡ୍ ସି (୧ କୋଟି) : ଶିଖର ଧାୱନ, ଉମେଶ ଯାଦବ, ଭୁବନେଶ୍ଵର କୁମାର, ହାର୍ଦ୍ଦିକ ପାଣ୍ଡା, ୱାଶିଂଟନ ସୁନ୍ଦର, ଶୁବମନ ଗିଲ, ହନୁମା ବିହାରୀ, ୟୁଜବେନ୍ଦ୍ର ଚହଲ, ସୂର୍ଯ୍ୟକୁମାର ଯାଦବ, ରିଦ୍ଧିମାନ ଶାହା, ମୟଙ୍କ ଅଗ୍ରୱାଲ ଓ ଦୀପକ ଚହର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର