ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ ହେଲେ ସୌରଭ ଗାଙ୍ଗୁଲି

The Sakala Picture
Published On

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ  ମିଳିଛି। ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ ହେଲେ ଗାଙ୍ଗୁଲି । ୯ ବର୍ଷ ଧରି ଏହି ଦାୟିତ୍ବରେ ଥିଲେ ଅନିଲ କୁମ୍ବଲେ । ତଙ୍କ ସ୍ଥାନ ନେଇଛନ୍ତି ସୌରଭ ଗାଙ୍ଗୁଲି।  ତିନି ବର୍ଷିଆ ଟର୍ମରେ ତିନି ଥର ଅଧ୍ୟକ୍ଷ ହୋଇଥିଲେ କୁମ୍ବଲେ । ଏହି କମିଟି କ୍ରିକେଟର ପରିସ୍ଥିତି ଓ ନିୟମ ଉପରେ ନଜର ରଖିଥାଏ । ଭାରତର ସଫଳ ଅଧିନାୟକଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୌରଭ ଗାଙ୍ଗୁଲି […]

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ  ମିଳିଛି। ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ ହେଲେ ଗାଙ୍ଗୁଲି । ୯ ବର୍ଷ ଧରି ଏହି ଦାୟିତ୍ବରେ ଥିଲେ ଅନିଲ କୁମ୍ବଲେ । ତଙ୍କ ସ୍ଥାନ ନେଇଛନ୍ତି ସୌରଭ ଗାଙ୍ଗୁଲି।  ତିନି ବର୍ଷିଆ ଟର୍ମରେ ତିନି ଥର ଅଧ୍ୟକ୍ଷ ହୋଇଥିଲେ କୁମ୍ବଲେ । ଏହି କମିଟି କ୍ରିକେଟର ପରିସ୍ଥିତି ଓ ନିୟମ ଉପରେ ନଜର ରଖିଥାଏ ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଭାରତର ସଫଳ ଅଧିନାୟକଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୌରଭ ଗାଙ୍ଗୁଲି । ୧୯୯୬ରେ ସେ ଖେଳିଥିବା ପ୍ରଥମ ଟେଷ୍ଟରେ ସେ ଶତକ ହାସଲ କରି କ୍ୟାରିୟର ଆରମ୍ଭ କରିଥିଲେ । ସେ ୪୯ଟି ଟେଷ୍ଟ ଓ ୧୪୭ଟି ଦିନିକିଆରେ ଅଧିନାୟକ ହୋଇଥିଲେ ।  ୨୦୦୩ ବିଶ୍ୱକପରେ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲ ମୁକାବିଲା ଖେଳିଥିଲା ଟିମ୍ ଇଣ୍ଡିଆ । ଏବେ ଗାଙ୍ଗୁଲି ବିସିସିଆଇ ସଭାପତି ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

17 Nov 2021 By The Sakala

ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ ହେଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ  ମିଳିଛି। ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ ହେଲେ ଗାଙ୍ଗୁଲି । ୯ ବର୍ଷ ଧରି ଏହି ଦାୟିତ୍ବରେ ଥିଲେ ଅନିଲ କୁମ୍ବଲେ । ତଙ୍କ ସ୍ଥାନ ନେଇଛନ୍ତି ସୌରଭ ଗାଙ୍ଗୁଲି।  ତିନି ବର୍ଷିଆ ଟର୍ମରେ ତିନି ଥର ଅଧ୍ୟକ୍ଷ ହୋଇଥିଲେ କୁମ୍ବଲେ । ଏହି କମିଟି କ୍ରିକେଟର ପରିସ୍ଥିତି ଓ ନିୟମ ଉପରେ ନଜର ରଖିଥାଏ ।

ଭାରତର ସଫଳ ଅଧିନାୟକଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୌରଭ ଗାଙ୍ଗୁଲି । ୧୯୯୬ରେ ସେ ଖେଳିଥିବା ପ୍ରଥମ ଟେଷ୍ଟରେ ସେ ଶତକ ହାସଲ କରି କ୍ୟାରିୟର ଆରମ୍ଭ କରିଥିଲେ । ସେ ୪୯ଟି ଟେଷ୍ଟ ଓ ୧୪୭ଟି ଦିନିକିଆରେ ଅଧିନାୟକ ହୋଇଥିଲେ ।  ୨୦୦୩ ବିଶ୍ୱକପରେ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲ ମୁକାବିଲା ଖେଳିଥିଲା ଟିମ୍ ଇଣ୍ଡିଆ । ଏବେ ଗାଙ୍ଗୁଲି ବିସିସିଆଇ ସଭାପତି ରହିଛନ୍ତି ।

https://www.thesakala.in/sports/ganguly-replaces-kumble-as-icc-crickets-committee-chairman/article-6927
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର