ଅବସର ପରେ ପୁଣି ଥରେ କିକ୍ରେଟ ମଇଦାନକୁ କମବ୍ୟାକ କରିବେ କିଙ୍ଗ ଅଫ ଦି ସିକ୍ସ ଯୁବରାଜ ସିଂ

The Sakala Picture
Published On

ନୂଆଦିଲ୍ଲୀ : ପୁଣି କିକ୍ରେଟ ମଇଦାନକୁ ଫେରିବେ ଭାରତର ପୂର୍ବତନ ବିସ୍ଫୋରକ ଅଲରାଉଣ୍ଡର ଯୁବରାଜ ସିଂ । ପୁଣି କିକ୍ରେଟ ମଇଦାନ ଦେଖିବାକୁ ମିଳିବ ଜର୍ସି ନଂ ୧୨ । ଷ୍ଟାଇଲିସ୍‌ ସଟ୍ ସହ ପୁଣିଥରେ କିଙ୍ଗ ଅଫ ଦି ସିକ୍ସଙ୍କ ଦମ୍‌ଦାର ଇଂନିସକୁ ଅନାଇବସିଛନ୍ତି କ୍ରୀଡାପ୍ରେମୀ। କାରଣ ପୁଣି କ୍ରିକେଟ ମଇଦାନକୁ ଓହ୍ଲାଇବା ସହ ଭାରତ ପାଇଁ ଖେଳିବେ ବୋଲି ନିଜ ସୋସିଆଲ ମିଡ଼ିଆରେ ଯୁବରାଜ ନିଜେ ଘୋଷଣା କରିଛନ୍ତି । ଆସନ୍ତା ୨୦୨୨ ଫେବ୍ରୁଆରୀ […]

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ : ପୁଣି କିକ୍ରେଟ ମଇଦାନକୁ ଫେରିବେ ଭାରତର ପୂର୍ବତନ ବିସ୍ଫୋରକ ଅଲରାଉଣ୍ଡର ଯୁବରାଜ ସିଂ । ପୁଣି କିକ୍ରେଟ ମଇଦାନ ଦେଖିବାକୁ ମିଳିବ ଜର୍ସି ନଂ ୧୨ । ଷ୍ଟାଇଲିସ୍‌ ସଟ୍ ସହ ପୁଣିଥରେ କିଙ୍ଗ ଅଫ ଦି ସିକ୍ସଙ୍କ ଦମ୍‌ଦାର ଇଂନିସକୁ ଅନାଇବସିଛନ୍ତି କ୍ରୀଡାପ୍ରେମୀ। କାରଣ ପୁଣି କ୍ରିକେଟ ମଇଦାନକୁ ଓହ୍ଲାଇବା ସହ ଭାରତ ପାଇଁ ଖେଳିବେ ବୋଲି ନିଜ ସୋସିଆଲ ମିଡ଼ିଆରେ ଯୁବରାଜ ନିଜେ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଆସନ୍ତା ୨୦୨୨ ଫେବ୍ରୁଆରୀ ମାସରେ କ୍ରିକେଟ ମଇଦାନକୁ ଫେରିବେ ବୋଲି ଯୁବରାଜ ଘୋଷଣା କରିଛନ୍ତି । ଇନଷ୍ଟଗ୍ରାମରେ ପୋଷ୍ଟରେ ଯୁବରାଜ ଲେଖିଛନ୍ତି, ‘ ଭଗବାନ ତୁମର ଭାଗ୍ୟ ନିଦ୍ଧାରଣ କରନ୍ତି ! ଆପଣମାନଙ୍କ ଇଚ୍ଛା ପାଇଁ ଆସନ୍ତା ଫେବ୍ରୂୁଆରୀ ମାସରେ ମୁଁ ପଡିଆକୁ ଫେରିବି ବୋଲି ଆଶାବାଦୀ ଅଛି ।ଆପଣମାନଙ୍କ ଭଲ ପାଇବା ଓ ସୁଭେଚ୍ଛା ପାଇଁ ଧନ୍ୟବାଦ । ଏହା ମୋ ପାଇଁ ବହୁତ ମୂଲ୍ୟବାନ । ଇଣ୍ଡିଆକୁ ସମର୍ଥନ ଜାରି ରଖନ୍ତୁ । ଏହା ଆମର ଟିମ୍ ଏବଂ ଜଣେ ପ୍ରକୃତ ପ୍ରଶସଂକ ଖରାପ ସମୟରେ ମଧ୍ୟ ସମର୍ଥନ ଜାରି ରଖେ’।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ


ସାମାଜିକ ଗଣମାଧ୍ୟମରେ ନିଜେ ଯୁବରାଜ ଏହି ଘୋଷଣା କରିବା ପରେ ସବୁ କ୍ରିକେଟ ପ୍ରେମୀଙ୍କ ଦିଲ୍‌ର ଧଡ଼କନ ବଢିବାରେ ଲାଗିଛି । ପୁଣି ଷ୍ଟାଡିୟମରେ ଯୁବରାଜଙ୍କ ଧମାକାଦାର ବ୍ୟାଟିଂ ଦେଖିବାର ସୁଯୋଗ ପାଇବେ ଦର୍ଶକ। ଯାହାକୁ ନେଇ ବର୍ତ୍ତମାନ ବେଶ ଆଲୋଚନା ହେଉଛି। ସଦ୍ୟ ଟି୨୦ ବିଶ୍ୱକପରେ ଭାରତୀୟ ଦଳର ଶୋଚନୀୟ ପରାସ୍ତ ପରେ ଅନେକ କ୍ରିକେଟ୍ ପ୍ରେମୀ ଯୁବରାଜଙ୍କୁ କମବ୍ୟାକ୍ କରିବା ଲାଗି ଅନୁରୋଧ କରିଥିଲେ । ଖାସ ସେମାନଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ଯୁବରାଜ ପୁଣିଥରେ ମଇଦାନକୁ ଫେରିବା ଲାଗି ପ୍ରସ୍ତୁତ ହେଉଛନ୍ତି। ସେ ଆସନ୍ତା ୨୦୨୨ ମସିହା ଫେବୃଆରୀ ମାସରେ ପୁଣି ଭାରତ ପାଇଁ କ୍ରିକେଟ ଖେଳିବେ ବୋଲି ନିଜ ସୋସିଆଲ ମିଡ଼ିଆ ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର