ଟୋକିଓ ଅଲିମ୍ପିକ୍ସ: ଭାରତକୁ ପୁଣି ନିରାଶା, ବକ୍ସିଂ କ୍ୱାର୍ଟର ଫାଇନାଲରେ ହାରିଲେ ସତୀଶ

The Sakala Picture
Published On

ଟୋକିଓ: ଟୋକିଓ ଅଲିମ୍ପିକ୍ସ ବକ୍ସିଂ ଇଭେଣ୍ଟରେ ଭାରତର ଏକାଧିକ ପଦକ ଆଶା ମଉଳିବାରେ ଲାଗିଛି । ଅଲିମ୍ପିକ୍ସ ପୁରୁଷ ବକ୍ସିଂରେ ନିରାଶ କଲେ ସତୀଶ କୁମାର । ଗତକାଲି ବିଶ୍ୱର ନମ୍ବର ୱାନ ବକ୍ସର ଅମିତ ପଙ୍ଘାଲ ୫୨ କେଜି ବର୍ଗର ପ୍ରି-କ୍ୱାର୍ଟରରୁ ହାରି ବିଦାୟ ନେଇଥିବା ବେଳେ ଆଜି ସୁପରହେଭି ବର୍ଗ (୯୧ କେଜିରୁ ଊର୍ଦ୍ଧ୍ୱ)ର କ୍ୱାର୍ଟର ଫାଇନାଲରେ ମଧ୍ୟ ଭାରତକୁ ନିରାଶ ହେବାକୁ ପଡିିଛି । ଏହି ବର୍ଗରେ ଭାରତର ସତୀଶ କୁମାର ବିଶ୍ୱର […]

ଟୋକିଓ: ଟୋକିଓ ଅଲିମ୍ପିକ୍ସ ବକ୍ସିଂ ଇଭେଣ୍ଟରେ ଭାରତର ଏକାଧିକ ପଦକ ଆଶା ମଉଳିବାରେ ଲାଗିଛି । ଅଲିମ୍ପିକ୍ସ ପୁରୁଷ ବକ୍ସିଂରେ ନିରାଶ କଲେ ସତୀଶ କୁମାର । ଗତକାଲି ବିଶ୍ୱର ନମ୍ବର ୱାନ ବକ୍ସର ଅମିତ ପଙ୍ଘାଲ ୫୨ କେଜି ବର୍ଗର ପ୍ରି-କ୍ୱାର୍ଟରରୁ ହାରି ବିଦାୟ ନେଇଥିବା ବେଳେ ଆଜି ସୁପରହେଭି ବର୍ଗ (୯୧ କେଜିରୁ ଊର୍ଦ୍ଧ୍ୱ)ର କ୍ୱାର୍ଟର ଫାଇନାଲରେ ମଧ୍ୟ ଭାରତକୁ ନିରାଶ ହେବାକୁ ପଡିିଛି । ଏହି ବର୍ଗରେ ଭାରତର ସତୀଶ କୁମାର ବିଶ୍ୱର ନମ୍ବର ୱାନ ବକ୍ସର ଉଜବେକିସ୍ତାନର ବାଖୋଦିର ଜାଲୋଲୋଭଙ୍କ ଠାରୁ ପରାସ୍ତ ହୋଇ ବାଦ୍ ପଡ଼ିଛନ୍ତି । ସତୀଶ ତାଙ୍କ ପ୍ରତିପକ୍ଷ ଜାଲୋଲୋଭଙ୍କ ଚ୍ୟାଲେଞ୍ଜ ପ୍ରତିହତ କରିବାକୁ ଯଥା ସମ୍ଭବ ଉଦ୍ୟମ କରିଥିଲେ । ଶେଷ ଯାଏଁ ଲଢ଼ିଥିଲେ ଏହି ଭାରତୀୟ ବକ୍ସର । କିନ୍ତୁ ଜାଲୋଲୋଭ ତାଙ୍କୁ ପ୍ରାଧାନ୍ୟ ବିସ୍ତାର କରିବାକୁ ସୁଯୋଗ ହିଁ ଦେଇନଥିଲେ ।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

ଡାକ୍ତରଙ୍କଠାରୁ ଅନୁମତି ମିଳିବା ପରେ ଆଜି ସତୀଶ କୁମାର କ୍ୱାର୍ଟର ଫାଇନାଲ୍ ଖେଳିଥିଲେ। କାରଣ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ତାଙ୍କ ଡାହାଣ ଆଖି ଉପରେ ଆଘାତ ଲାଗିଥିଲା ଓ ୭ଟି ଷ୍ଟିଚ୍ ପଡ଼ିଥିଲା। ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସେ ଜାମାଇକାର ରିକାର୍ଡୋ ବ୍ରାଉନ୍‌ଙ୍କୁ ୪-୧ରେ ପରାସ୍ତ କରିଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

01 Aug 2021 By The Sakala

ଟୋକିଓ ଅଲିମ୍ପିକ୍ସ: ଭାରତକୁ ପୁଣି ନିରାଶା, ବକ୍ସିଂ କ୍ୱାର୍ଟର ଫାଇନାଲରେ ହାରିଲେ ସତୀଶ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ବକ୍ସିଂ ଇଭେଣ୍ଟରେ ଭାରତର ଏକାଧିକ ପଦକ ଆଶା ମଉଳିବାରେ ଲାଗିଛି । ଅଲିମ୍ପିକ୍ସ ପୁରୁଷ ବକ୍ସିଂରେ ନିରାଶ କଲେ ସତୀଶ କୁମାର । ଗତକାଲି ବିଶ୍ୱର ନମ୍ବର ୱାନ ବକ୍ସର ଅମିତ ପଙ୍ଘାଲ ୫୨ କେଜି ବର୍ଗର ପ୍ରି-କ୍ୱାର୍ଟରରୁ ହାରି ବିଦାୟ ନେଇଥିବା ବେଳେ ଆଜି ସୁପରହେଭି ବର୍ଗ (୯୧ କେଜିରୁ ଊର୍ଦ୍ଧ୍ୱ)ର କ୍ୱାର୍ଟର ଫାଇନାଲରେ ମଧ୍ୟ ଭାରତକୁ ନିରାଶ ହେବାକୁ ପଡିିଛି । ଏହି ବର୍ଗରେ ଭାରତର ସତୀଶ କୁମାର ବିଶ୍ୱର ନମ୍ବର ୱାନ ବକ୍ସର ଉଜବେକିସ୍ତାନର ବାଖୋଦିର ଜାଲୋଲୋଭଙ୍କ ଠାରୁ ପରାସ୍ତ ହୋଇ ବାଦ୍ ପଡ଼ିଛନ୍ତି । ସତୀଶ ତାଙ୍କ ପ୍ରତିପକ୍ଷ ଜାଲୋଲୋଭଙ୍କ ଚ୍ୟାଲେଞ୍ଜ ପ୍ରତିହତ କରିବାକୁ ଯଥା ସମ୍ଭବ ଉଦ୍ୟମ କରିଥିଲେ । ଶେଷ ଯାଏଁ ଲଢ଼ିଥିଲେ ଏହି ଭାରତୀୟ ବକ୍ସର । କିନ୍ତୁ ଜାଲୋଲୋଭ ତାଙ୍କୁ ପ୍ରାଧାନ୍ୟ ବିସ୍ତାର କରିବାକୁ ସୁଯୋଗ ହିଁ ଦେଇନଥିଲେ ।

ଡାକ୍ତରଙ୍କଠାରୁ ଅନୁମତି ମିଳିବା ପରେ ଆଜି ସତୀଶ କୁମାର କ୍ୱାର୍ଟର ଫାଇନାଲ୍ ଖେଳିଥିଲେ। କାରଣ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ତାଙ୍କ ଡାହାଣ ଆଖି ଉପରେ ଆଘାତ ଲାଗିଥିଲା ଓ ୭ଟି ଷ୍ଟିଚ୍ ପଡ଼ିଥିଲା। ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସେ ଜାମାଇକାର ରିକାର୍ଡୋ ବ୍ରାଉନ୍‌ଙ୍କୁ ୪-୧ରେ ପରାସ୍ତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp