ମନୋରଞ୍ଜନ
ଓଡ଼ିଶା
ଟୋକିଓ ଅଲିମ୍ପିକ୍ସ: ମହିଳା ହକିରେ ଭାରତର ପ୍ରଥମ ବିଜୟ
ଟୋକିଓ ଅଲିମ୍ପିକ୍ସର ମହିଳା ହକିରେ ଭାରତର ପ୍ରଥମ ବିଜୟ । ଭାରତ ୧-୦ ଗୋଲରେ ଆୟର୍ଲାଣ୍ଡକୁ ହରାଇଛି । ହାଟ୍ରିକ୍ ପରାଜୟ ପରେ ଭାରତୀୟ ମହିଳା ହକି ଦଳର ପ୍ରଥମ ବିଜୟ ଲାଭ କରିଛି । ସୂଚନା ଅନୁଯାୟୀ, ଆଜି ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ବକ୍ସର ଲଭଲିନା । କ୍ୱାର୍ଟର ଫାଇନାଲରେ ତାଇପେଇର ନନ-ଚିନ-ଚେନଙ୍କୁ ହରାଇଛନ୍ତି। ଲଭଲିନା ବୋର୍ଗୋହେଁ ୪-୧ରେ ଚାଇନାକୁ ହରାଇ ୬୯ ବର୍ଗରେ ବିଜୟୀ ହୋଇଛନ୍ତି । ଅଲିମ୍ପିକ୍ସରେ ଭାରତ ପାଇଁ […]
ଟୋକିଓ ଅଲିମ୍ପିକ୍ସର ମହିଳା ହକିରେ ଭାରତର ପ୍ରଥମ ବିଜୟ । ଭାରତ ୧-୦ ଗୋଲରେ ଆୟର୍ଲାଣ୍ଡକୁ ହରାଇଛି । ହାଟ୍ରିକ୍ ପରାଜୟ ପରେ ଭାରତୀୟ ମହିଳା ହକି ଦଳର ପ୍ରଥମ ବିଜୟ ଲାଭ କରିଛି ।
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ
ସୂଚନା ଅନୁଯାୟୀ, ଆଜି ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ବକ୍ସର ଲଭଲିନା । କ୍ୱାର୍ଟର ଫାଇନାଲରେ ତାଇପେଇର ନନ-ଚିନ-ଚେନଙ୍କୁ ହରାଇଛନ୍ତି। ଲଭଲିନା ବୋର୍ଗୋହେଁ ୪-୧ରେ ଚାଇନାକୁ ହରାଇ ୬୯ ବର୍ଗରେ ବିଜୟୀ ହୋଇଛନ୍ତି । ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହୋଇଛି।






