ପୁଣିଥରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦ ସମ୍ଭାଳିବେ ଶ୍ରେୟସ ଆୟର

The Sakala Picture
Published On

କୋଲାକାତା: ଆଇପିଏଲ ୨୦୨୪ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଦଳମାନେ କିଛି ଖେଳାଳିଙ୍କୁ ଛାଡ଼ିଥିବାବେଳେ ଆଉ କିଛି ଖେଳାଳିଙ୍କୁ ରିଟେନ କରିଛନ୍ତି । ତେବେ ସମସ୍ତ ଦଳ ଚାମ୍ପିଅନ ହେବା ଲକ୍ଷ୍ୟରେ ନିଜର ଟିମ ପ୍ରସ୍ତୁତ କରୁଛନ୍ତି । ନିଲାମୀରେ କିଏ କାହାକୁ କିଣିବ ତାକୁ ନେଇ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ପୁଣିଥରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦ ସମ୍ଭାଳିବେ ଶ୍ରେୟସ ଆୟର। କେକେଆର ପକ୍ଷରୁ ଭେଙ୍କି ଏହି ସୂଚନା ଦେଇଛନ୍ତି । ୨୦୨୨ […]

କୋଲାକାତା: ଆଇପିଏଲ ୨୦୨୪ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଦଳମାନେ କିଛି ଖେଳାଳିଙ୍କୁ ଛାଡ଼ିଥିବାବେଳେ ଆଉ କିଛି ଖେଳାଳିଙ୍କୁ ରିଟେନ କରିଛନ୍ତି । ତେବେ ସମସ୍ତ ଦଳ ଚାମ୍ପିଅନ ହେବା ଲକ୍ଷ୍ୟରେ ନିଜର ଟିମ ପ୍ରସ୍ତୁତ କରୁଛନ୍ତି । ନିଲାମୀରେ କିଏ କାହାକୁ କିଣିବ ତାକୁ ନେଇ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ପୁଣିଥରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦ ସମ୍ଭାଳିବେ ଶ୍ରେୟସ ଆୟର। କେକେଆର ପକ୍ଷରୁ ଭେଙ୍କି ଏହି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ମାସରେ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

୨୦୨୨ ସିଜିନରେ କେକେଆର ଦଳର ଅଧିନାୟକ ଭାବେ ଖେଳି ଶ୍ରେୟସ ଦମଦାର ପ୍ରଦର୍ଶନ କରିଥିଲେ । ତେବେ ୨୦୨୩ରେ ଆହତ କାରଣରୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳିପାରିନଥିଲେ । ମାତ୍ର ଏବେ ଦଳ ତାଙ୍କ ଉପରେ ଭରସା ରଖିଥିବାବେଳେ ପୁଣିଥରେ ଗୁରୁ ଦାୟିତ୍ବ ଦେଇଛି ।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

୨୦୨୩ ସିଜିନରେ ନୀତିଶ ରାଣା କୋଲକାତାର ଅଧିନାୟକଭାବେ ଦଳର ମଙ୍ଗ ଧରିଥିଲେ। ଦଳ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା କ୍ବାଲିଫାୟର ଖେଳିପାରି ନ ଥିଲା । ଦଳ ଏବେ ନୀତିଶ ରାଣାଙ୍କୁ ଉପଅଧିନାୟକ ପଦ ଦେଇଛି । ସେପଟେ ଗୌତମ ଗମ୍ଭୀର ପୁଣିଥରେ କୋଲକାତା ସହ ଯୋଡ଼ି ହୋଇଛନ୍ତି। ସେ ମେଣ୍ଟରଭାବେ ଚଳିତ ସିଜିନରେ କୋଲକାତାରେ ଯୋଗ ଦେଇଛନ୍ତି। ଦଳ ଚଳିତ ସିଜିନରେ ଏକ ବଡ଼ ମିଶନ ନେଇ ମଇଦାନକୁ ଓହ୍ଲାଇବ।

ଆହୁରି ପଢ଼ନ୍ତୁ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬: ପାରା ପାୱାରଲିଫ୍ଟିଂରେ ଇତିହାସ ରଚିଲେ ଝଣ୍ଡୁ କୁମାର, ଭାରତକୁ ମିଳିଲା ପ୍ରଥମ ପଦକ

14 Dec 2023 By The Sakala

ପୁଣିଥରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦ ସମ୍ଭାଳିବେ ଶ୍ରେୟସ ଆୟର

କୋଲାକାତା: ଆଇପିଏଲ ୨୦୨୪ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଦଳମାନେ କିଛି ଖେଳାଳିଙ୍କୁ ଛାଡ଼ିଥିବାବେଳେ ଆଉ କିଛି ଖେଳାଳିଙ୍କୁ ରିଟେନ କରିଛନ୍ତି । ତେବେ ସମସ୍ତ ଦଳ ଚାମ୍ପିଅନ ହେବା ଲକ୍ଷ୍ୟରେ ନିଜର ଟିମ ପ୍ରସ୍ତୁତ କରୁଛନ୍ତି । ନିଲାମୀରେ କିଏ କାହାକୁ କିଣିବ ତାକୁ ନେଇ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ପୁଣିଥରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦ ସମ୍ଭାଳିବେ ଶ୍ରେୟସ ଆୟର। କେକେଆର ପକ୍ଷରୁ ଭେଙ୍କି ଏହି ସୂଚନା ଦେଇଛନ୍ତି ।

୨୦୨୨ ସିଜିନରେ କେକେଆର ଦଳର ଅଧିନାୟକ ଭାବେ ଖେଳି ଶ୍ରେୟସ ଦମଦାର ପ୍ରଦର୍ଶନ କରିଥିଲେ । ତେବେ ୨୦୨୩ରେ ଆହତ କାରଣରୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳିପାରିନଥିଲେ । ମାତ୍ର ଏବେ ଦଳ ତାଙ୍କ ଉପରେ ଭରସା ରଖିଥିବାବେଳେ ପୁଣିଥରେ ଗୁରୁ ଦାୟିତ୍ବ ଦେଇଛି ।

୨୦୨୩ ସିଜିନରେ ନୀତିଶ ରାଣା କୋଲକାତାର ଅଧିନାୟକଭାବେ ଦଳର ମଙ୍ଗ ଧରିଥିଲେ। ଦଳ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା କ୍ବାଲିଫାୟର ଖେଳିପାରି ନ ଥିଲା । ଦଳ ଏବେ ନୀତିଶ ରାଣାଙ୍କୁ ଉପଅଧିନାୟକ ପଦ ଦେଇଛି । ସେପଟେ ଗୌତମ ଗମ୍ଭୀର ପୁଣିଥରେ କୋଲକାତା ସହ ଯୋଡ଼ି ହୋଇଛନ୍ତି। ସେ ମେଣ୍ଟରଭାବେ ଚଳିତ ସିଜିନରେ କୋଲକାତାରେ ଯୋଗ ଦେଇଛନ୍ତି। ଦଳ ଚଳିତ ସିଜିନରେ ଏକ ବଡ଼ ମିଶନ ନେଇ ମଇଦାନକୁ ଓହ୍ଲାଇବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର