ମେସିଙ୍କୁ ପଛରେ ପକାଇଲେ ଛେତ୍ରୀ

The Sakala Picture
Published On

ଦୋହା : ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀ ତାଙ୍କ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଯୋଡିଛନ୍ତି। ଅନ୍ତର୍ଜାତୀୟ ଗୋଲ୍‌ସ୍କୋରିଂ ତାଲିକାରେ ଛେତ୍ରୀ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ ମେସିଙ୍କୁ ଟପି ଯାଇଛନ୍ତି। ସୋମବାର ଅନୁଷ୍ଠିତ ଫିଫା ବିଶ୍ଵକପ୍ ଯୋଗ୍ୟତା ପର୍ଯ୍ୟାୟର ବାଂଲାଦେଶ ବିପକ୍ଷ ମ୍ୟାଚ୍ ଅବସରରେ ଛେତ୍ରୀ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି। ଏହି ମ୍ୟାଚରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଥିଲା । ଉଭୟ ଗୋଲ୍ ଦେଇ ଛେତ୍ରୀ ତାଙ୍କ ଅନ୍ତର୍ଜାତୀୟ ଗୋଲ୍‌ସଂଖ୍ୟାକୁ […]

ଦୋହା : ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀ ତାଙ୍କ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଯୋଡିଛନ୍ତି। ଅନ୍ତର୍ଜାତୀୟ ଗୋଲ୍‌ସ୍କୋରିଂ ତାଲିକାରେ ଛେତ୍ରୀ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ ମେସିଙ୍କୁ ଟପି ଯାଇଛନ୍ତି। ସୋମବାର ଅନୁଷ୍ଠିତ ଫିଫା ବିଶ୍ଵକପ୍ ଯୋଗ୍ୟତା ପର୍ଯ୍ୟାୟର ବାଂଲାଦେଶ ବିପକ୍ଷ ମ୍ୟାଚ୍ ଅବସରରେ ଛେତ୍ରୀ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି। ଏହି ମ୍ୟାଚରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଉଭୟ ଗୋଲ୍ ଦେଇ ଛେତ୍ରୀ ତାଙ୍କ ଅନ୍ତର୍ଜାତୀୟ ଗୋଲ୍‌ସଂଖ୍ୟାକୁ ୭୪ରେ ପହଞ୍ଚାଇଛନ୍ତି । ଏହି ଅବସରରେ ସେ ମେସି (୭୨ ଗୋଲ୍, ୧୪୩ ମ୍ୟାଚ) ଙ୍କୁ ଟପିଯାଇଛନ୍ତି। ଅପରପକ୍ଷରେ ବର୍ତ୍ତମାନ ଖେଳ ଜାରି ରଖିଥିବା ଖେଳାଳିଙ୍କ ମଧ୍ୟରେ ସେ ଦ୍ୱିତୀୟ ସର୍ବାଧିକ ସ୍କୋରର୍‌ ହୋଇଛନ୍ତି। ଏହି ତାଲିକାରେ ପର୍ତ୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲୋ (୧୭୪ ମ୍ୟାଚରୁ ୧୦୩ ଗୋଲ ସର୍ବାଗ୍ରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

09 Jun 2021 By The Sakala

ମେସିଙ୍କୁ ପଛରେ ପକାଇଲେ ଛେତ୍ରୀ

ଦୋହା : ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀ ତାଙ୍କ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଯୋଡିଛନ୍ତି। ଅନ୍ତର୍ଜାତୀୟ ଗୋଲ୍‌ସ୍କୋରିଂ ତାଲିକାରେ ଛେତ୍ରୀ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ ମେସିଙ୍କୁ ଟପି ଯାଇଛନ୍ତି। ସୋମବାର ଅନୁଷ୍ଠିତ ଫିଫା ବିଶ୍ଵକପ୍ ଯୋଗ୍ୟତା ପର୍ଯ୍ୟାୟର ବାଂଲାଦେଶ ବିପକ୍ଷ ମ୍ୟାଚ୍ ଅବସରରେ ଛେତ୍ରୀ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି। ଏହି ମ୍ୟାଚରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଥିଲା ।

ଉଭୟ ଗୋଲ୍ ଦେଇ ଛେତ୍ରୀ ତାଙ୍କ ଅନ୍ତର୍ଜାତୀୟ ଗୋଲ୍‌ସଂଖ୍ୟାକୁ ୭୪ରେ ପହଞ୍ଚାଇଛନ୍ତି । ଏହି ଅବସରରେ ସେ ମେସି (୭୨ ଗୋଲ୍, ୧୪୩ ମ୍ୟାଚ) ଙ୍କୁ ଟପିଯାଇଛନ୍ତି। ଅପରପକ୍ଷରେ ବର୍ତ୍ତମାନ ଖେଳ ଜାରି ରଖିଥିବା ଖେଳାଳିଙ୍କ ମଧ୍ୟରେ ସେ ଦ୍ୱିତୀୟ ସର୍ବାଧିକ ସ୍କୋରର୍‌ ହୋଇଛନ୍ତି। ଏହି ତାଲିକାରେ ପର୍ତ୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲୋ (୧୭୪ ମ୍ୟାଚରୁ ୧୦୩ ଗୋଲ ସର୍ବାଗ୍ରେ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର