ଏସୀୟ କ୍ରୀଡ଼ା ୨୦୨୩: ୫୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ

The Sakala Picture
Published On

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୫୦ ମିଟର ଏୟାର ରାଇଫଲ ପୁରୁଷ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ପ୍ରତାପ ତୋମାର, ସ୍ବପ୍ନିଲ, ଅଖିଲଙ୍କ ଟିମଙ୍କୁ ଏହି ସଫଳତା ମିଳିଛି। ସେହିପରି ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି। ଏପର୍ଯ୍ୟନ୍ତ ଭାରତକୁ ମୋଟ ୨୭ଟି ପଦକ ମିଳିଛି […]

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୫୦ ମିଟର ଏୟାର ରାଇଫଲ ପୁରୁଷ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ପ୍ରତାପ ତୋମାର, ସ୍ବପ୍ନିଲ, ଅଖିଲଙ୍କ ଟିମଙ୍କୁ ଏହି ସଫଳତା ମିଳିଛି। ସେହିପରି ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି। ଏପର୍ଯ୍ୟନ୍ତ ଭାରତକୁ ମୋଟ ୨୭ଟି ପଦକ ମିଳିଛି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

29 Sep 2023 By The Sakala

ଏସୀୟ କ୍ରୀଡ଼ା ୨୦୨୩: ୫୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୫୦ ମିଟର ଏୟାର ରାଇଫଲ ପୁରୁଷ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ପ୍ରତାପ ତୋମାର, ସ୍ବପ୍ନିଲ, ଅଖିଲଙ୍କ ଟିମଙ୍କୁ ଏହି ସଫଳତା ମିଳିଛି। ସେହିପରି ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି। ଏପର୍ଯ୍ୟନ୍ତ ଭାରତକୁ ମୋଟ ୨୭ଟି ପଦକ ମିଳିଛି ।

https://www.thesakala.in/sports/hangzhou-asian-games-india-win-gold-in-50-metre-rifle-3ps-mens-team-event/article-25877
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର