ଆଇପିଏଲ ୨୦୨୩: ସନରାଇଜର୍ସ ହାଇଦ୍ରାବାଦକୁ ୧୯୩ ରନର ଟାର୍ଗେଟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

The Sakala Picture
Published On

ହାଇଦ୍ରାବାଦ: ଆଇପିଏଲର ୨୫ତମ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯାଉଛି। ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ  ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ସନରାଇଜର୍ସ ହାଇଦ୍ରାବାଦ। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ମୁମ୍ବାଇ ୨୦ ଓଭରରେ ୫ ୱିକେଟ ହରାଇ ୧୯୨ ରନ କରି ଆଉଟ ହୋଇଥିଲେ। ସନରାଇଜର୍ସ ହାଇଦ୍ରାବାଦକୁ ଏହି ମ୍ୟାଚକୁ ଜିତିବାକୁ ହେଲେ ୧୯୩ ରନର ଆବଶ୍ୟକତା ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତ […]

ହାଇଦ୍ରାବାଦ: ଆଇପିଏଲର ୨୫ତମ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯାଉଛି। ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ  ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ସନରାଇଜର୍ସ ହାଇଦ୍ରାବାଦ। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ମୁମ୍ବାଇ ୨୦ ଓଭରରେ ୫ ୱିକେଟ ହରାଇ ୧୯୨ ରନ କରି ଆଉଟ ହୋଇଥିଲେ। ସନରାଇଜର୍ସ ହାଇଦ୍ରାବାଦକୁ ଏହି ମ୍ୟାଚକୁ ଜିତିବାକୁ ହେଲେ ୧୯୩ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତ ଶର୍ମା ୧୮ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ପରେ ଇଶାନ କିଷନ ୩୧ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ଯକୁମାର ଯାଦବ ୩ ବଲରେ ୭ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ କାମେରନ ଗ୍ରୀନ ଓ ତିଳକ ବର୍ମା ପାରିକୁ ସମ୍ଭାଳିଥିଲେ। ତିଳକ ବର୍ମା ୧୭ ବଲରେ ୩୭ ରନ କରି ଆଉଟ ହୋଇଥିଲେ। ପରେ ଟିମ ଡେଭିଡ୍‌ ୧୬ ରନ କରି ରନ ଆଉଟ ହୋଇଥିଲେ। ପାରିକୁ ସମ୍ଭାଳିଥିବା କାମେରନ ଗ୍ରୀନ ୪୦ ବଲରେ ୬୪ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ସନରାଇଜର୍ସ ପକ୍ଷରୁ ମାର୍କୋ ଜାନସେନ ୨ଟି ୱିକେଟ ନେଇଥିଲେ। ଭୁବନେଶ୍ୱର କୁମାର ଓ ଟି.ନଟରାଜନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

18 Apr 2023 By The Sakala

ଆଇପିଏଲ ୨୦୨୩: ସନରାଇଜର୍ସ ହାଇଦ୍ରାବାଦକୁ ୧୯୩ ରନର ଟାର୍ଗେଟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

ହାଇଦ୍ରାବାଦ: ଆଇପିଏଲର ୨୫ତମ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯାଉଛି। ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ  ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ସନରାଇଜର୍ସ ହାଇଦ୍ରାବାଦ। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ମୁମ୍ବାଇ ୨୦ ଓଭରରେ ୫ ୱିକେଟ ହରାଇ ୧୯୨ ରନ କରି ଆଉଟ ହୋଇଥିଲେ। ସନରାଇଜର୍ସ ହାଇଦ୍ରାବାଦକୁ ଏହି ମ୍ୟାଚକୁ ଜିତିବାକୁ ହେଲେ ୧୯୩ ରନର ଆବଶ୍ୟକତା ରହିଛି।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତ ଶର୍ମା ୧୮ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ପରେ ଇଶାନ କିଷନ ୩୧ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ଯକୁମାର ଯାଦବ ୩ ବଲରେ ୭ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ କାମେରନ ଗ୍ରୀନ ଓ ତିଳକ ବର୍ମା ପାରିକୁ ସମ୍ଭାଳିଥିଲେ। ତିଳକ ବର୍ମା ୧୭ ବଲରେ ୩୭ ରନ କରି ଆଉଟ ହୋଇଥିଲେ। ପରେ ଟିମ ଡେଭିଡ୍‌ ୧୬ ରନ କରି ରନ ଆଉଟ ହୋଇଥିଲେ। ପାରିକୁ ସମ୍ଭାଳିଥିବା କାମେରନ ଗ୍ରୀନ ୪୦ ବଲରେ ୬୪ ରନ କରି ଅପରାଜିତ ରହିଥିଲେ।

ସନରାଇଜର୍ସ ପକ୍ଷରୁ ମାର୍କୋ ଜାନସେନ ୨ଟି ୱିକେଟ ନେଇଥିଲେ। ଭୁବନେଶ୍ୱର କୁମାର ଓ ଟି.ନଟରାଜନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର