ଆଇପିଏଲ ୨୦୨୩: ଚେନ୍ନାଇ ସୁପର କିଙ୍ଗ୍‌ସକୁ ୧୭୬ ରନର ଟାର୍ଗେଟ ଦେଲା ରାଜସ୍ଥାନ ରୟାଲସ୍

The Sakala Picture
Published On

ଚେନ୍ନାଇ; ଚଳିତ ଆଇପିଏଲର ୧୭ତମ ମ୍ୟାଚ୍ ଆଜି ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲସ୍ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।  ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ଫଳରେ ରାଜସ୍ଥାନ ରୟାଲସ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୭୫ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୧୭୬ ରନର ଆବଶ୍ୟକତା ରହିଛି। ରାଜସ୍ଥାନ ରୟାଲ୍‌ସ ପକ୍ଷରୁ ଯଶସ୍ୱୀ ଜୟସୱାଲ  […]

ଚେନ୍ନାଇ; ଚଳିତ ଆଇପିଏଲର ୧୭ତମ ମ୍ୟାଚ୍ ଆଜି ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲସ୍ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।  ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ଫଳରେ ରାଜସ୍ଥାନ ରୟାଲସ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୭୫ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୧୭୬ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ରାଜସ୍ଥାନ ରୟାଲ୍‌ସ ପକ୍ଷରୁ ଯଶସ୍ୱୀ ଜୟସୱାଲ  ୮ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପରେ ଦେବଦତ୍ତ ପାଡିକଲ ୨୬ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଅଧିନାୟକ ସଞ୍ଜୁ ସାମସନ ପୁଣି ନାରାଶ କରିଥିଲେ। କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିିଥିବା ଜୋସ୍ ବଟଲର ୩୬ ବଲରେ ୫୨ ରନ କରି ଆଉଟ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ୨୨ ବଲରେ ୩୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ  ଶିମ୍ରନ୍ ହେଟମିୟର ଓ ଧ୍ରୁଭ ଜୁରେଲ ପାରିକୁ ସମ୍ଭାଳିଥିଲେ। ପରେ ଧ୍ରୁଭ ଜୁରେଲ ୬ ବଲରେ ୪ରନ କରି ଆଉଟ ହୋଇଥିଲେ। ଶିମ୍ରନ୍ ହେଟମିୟର ୧୮ ବଲରେ ୩୦ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଚେନ୍ନାଇ ସୁପର କିଙ୍ଗ୍‌ସ ପକ୍ଷରୁ ରବିନ୍ଦ୍ର ଜାଡେଜା, ତୁଶର ଦେଶପାଣ୍ଡେ ଓ ଆକାଶ ସିଂ ୨ଟି ଲେଖାଏଁ ୱେକେଟ ନେଇଥିଲେ। ସେହିପରି ମୋଇନ ଅଲି ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

12 Apr 2023 By The Sakala

ଆଇପିଏଲ ୨୦୨୩: ଚେନ୍ନାଇ ସୁପର କିଙ୍ଗ୍‌ସକୁ ୧୭୬ ରନର ଟାର୍ଗେଟ ଦେଲା ରାଜସ୍ଥାନ ରୟାଲସ୍

ଚେନ୍ନାଇ; ଚଳିତ ଆଇପିଏଲର ୧୭ତମ ମ୍ୟାଚ୍ ଆଜି ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲସ୍ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।  ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ଫଳରେ ରାଜସ୍ଥାନ ରୟାଲସ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୭୫ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୧୭୬ ରନର ଆବଶ୍ୟକତା ରହିଛି।

ରାଜସ୍ଥାନ ରୟାଲ୍‌ସ ପକ୍ଷରୁ ଯଶସ୍ୱୀ ଜୟସୱାଲ  ୮ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପରେ ଦେବଦତ୍ତ ପାଡିକଲ ୨୬ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଅଧିନାୟକ ସଞ୍ଜୁ ସାମସନ ପୁଣି ନାରାଶ କରିଥିଲେ। କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିିଥିବା ଜୋସ୍ ବଟଲର ୩୬ ବଲରେ ୫୨ ରନ କରି ଆଉଟ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ୨୨ ବଲରେ ୩୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ  ଶିମ୍ରନ୍ ହେଟମିୟର ଓ ଧ୍ରୁଭ ଜୁରେଲ ପାରିକୁ ସମ୍ଭାଳିଥିଲେ। ପରେ ଧ୍ରୁଭ ଜୁରେଲ ୬ ବଲରେ ୪ରନ କରି ଆଉଟ ହୋଇଥିଲେ। ଶିମ୍ରନ୍ ହେଟମିୟର ୧୮ ବଲରେ ୩୦ ରନ କରି ଅପରାଜିତ ରହିଥିଲେ।

ଚେନ୍ନାଇ ସୁପର କିଙ୍ଗ୍‌ସ ପକ୍ଷରୁ ରବିନ୍ଦ୍ର ଜାଡେଜା, ତୁଶର ଦେଶପାଣ୍ଡେ ଓ ଆକାଶ ସିଂ ୨ଟି ଲେଖାଏଁ ୱେକେଟ ନେଇଥିଲେ। ସେହିପରି ମୋଇନ ଅଲି ଗୋଟିଏ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର