ମନୋରଞ୍ଜନ
ଓଡ଼ିଶା
ଆଇପିଏଲ୍ ୨୦୨୧ର ପ୍ରଥମ ମୁକାବିଲା, ବାଙ୍ଗାଲୋରକୁ ୧୬୦ ରନର ଟାର୍ଗେଟ ଦେଲା ମୁମ୍ବାଇ
ଚେନ୍ନାଇ: ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ୍)ର ୧୪ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଯାଇଛି। ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ବାଇ-ବାଙ୍ଗାଲୋର ମୁହାଁମୁହିଁ ହୋଇଛନ୍ତି । ପ୍ରଥମ ମ୍ଯାଚରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭର ଖେଳି ୯ ଓ୍ବିକେଟ ହରାଇ ମୋଟ ୧୫୯ ରନ୍ କରିବାରେ ସଫଳ ହୋଇଛି। କ୍ରିସ୍ ଲିନ୍ଙ୍କ ୪୯ ଓ ସୂର୍ଯ୍ଯକୁମାର ଯାଦବ ୩୧ ରନ୍ ବଳରେ ମୁମ୍ବାଇ ୧୫୯ ରନ୍ କରିବାରେ ସଫଳ ହୋଇଛି। ଯାହାଫଳରେ ବାଙ୍ଗାଲୋରକୁ […]
ଚେନ୍ନାଇ: ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ୍)ର ୧୪ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଯାଇଛି। ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ବାଇ-ବାଙ୍ଗାଲୋର ମୁହାଁମୁହିଁ ହୋଇଛନ୍ତି । ପ୍ରଥମ ମ୍ଯାଚରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭର ଖେଳି ୯ ଓ୍ବିକେଟ ହରାଇ ମୋଟ ୧୫୯ ରନ୍ କରିବାରେ ସଫଳ ହୋଇଛି। କ୍ରିସ୍ ଲିନ୍ଙ୍କ ୪୯ ଓ ସୂର୍ଯ୍ଯକୁମାର ଯାଦବ ୩୧ ରନ୍ ବଳରେ ମୁମ୍ବାଇ ୧୫୯ ରନ୍ କରିବାରେ ସଫଳ ହୋଇଛି। ଯାହାଫଳରେ ବାଙ୍ଗାଲୋରକୁ ୧୬୦ ରନର ଟାର୍ଗେଟ ଦେଇଛି ମୁମ୍ବାଇ।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ମୁମ୍ବାଇ ପକ୍ଷରୁ ରୋହତି ଶର୍ମା ୧୯, କ୍ରିସ୍ ଲିନ ୪୯, ସୂର୍ଯ୍ଯ କୁୁମାର ଯାଦବ ୩୧, ଇଷାନ କିଷନ ୨୮, ହାର୍ଦ୍ଦିକ ପାଣ୍ଡ୍ୟା ୧୩, କିରନ୍ ପୋଲାର୍ଡ ୭, କୃନାଲ ପାଣ୍ଡ୍ୟା ୭ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ।
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ
ଅପରପକ୍ଷରେ ବାଙ୍ଗାଲୋର ହର୍ଷଲ ପଟେଲ ୫ ଓ୍ବିକେଟ ନେଇଛନ୍ତି।






