ଭାରତ-ନ୍ୟୁଜିଲାଣ୍ଡ ୩ୟ ଦିନିକିଆ: ରୋହିତ ଓ ଗିଲଙ୍କ ଶତକ, ନ୍ୟୁଜିଲାଣ୍ଡକୁ ୩୮୬ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ଇନ୍ଦୋର: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ୩ୟ ଦିନିକିଆରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଭରାତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୩୮୫ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୩୮୬ ରନର ଆବଶ୍ୟକତା ରହିଛି। ଭାରତୀୟ ଟିମ୍‌ ପୂର୍ବ ୨ଟି ମ୍ୟାଚ୍‌ ଜିତି ସିରିଜ୍‌କୁ ୨-୦ରେ ଜିତିସାରିଛି। ଆଜିର ମ୍ୟାଚ ଜିତି କ୍ଲିନ ସ୍ବିପ ଲକ୍ଷ୍ୟରେ […]

ଇନ୍ଦୋର: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ୩ୟ ଦିନିକିଆରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଭରାତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୩୮୫ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୩୮୬ ରନର ଆବଶ୍ୟକତା ରହିଛି। ଭାରତୀୟ ଟିମ୍‌ ପୂର୍ବ ୨ଟି ମ୍ୟାଚ୍‌ ଜିତି ସିରିଜ୍‌କୁ ୨-୦ରେ ଜିତିସାରିଛି। ଆଜିର ମ୍ୟାଚ ଜିତି କ୍ଲିନ ସ୍ବିପ ଲକ୍ଷ୍ୟରେ ଭାରତ ଥିବା ବେଳେ ଗୋଟିଏ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବା ପାଇଁ ନ୍ୟୁଜିଲାଣ୍ଡ ଉଦ୍ୟମ କରିବ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍‌ ଉଭୟ ଶତକୀୟ ଇଂନିସ ଖେଳିଥିଲେ। ରୋହିତ ଶର୍ମା  ୮୫ ବଲରେ ୧୦୧ ରନ କରି ଆଉଟ ହୋଇଥିବା ବେଳେ ଶୁଭମନ ଗିଲ୍‌ ୭୮ ବଲରେ ୧୧୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ଇଶାନ କିଷନ ପାରିକୁ ସମ୍ଭାଳିଥିଲେ। ବିରାଟ କୋହଲି  ୨୭ ବଲରେ ୩୬ ରନ କରି ଆଉଟ ହୋଇଥିବା ବେଳେ ଇଶାନ କିଷନ ୨୪ ବଲରେ ୧୭ ରନ କରି ରନଆଉଟ ହୋଇଥିଲେ। ପରେ ସୂର୍ଯ୍ଯକୁମାର ଯାଦବ ୯ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ୱାସିଂଟନ ସୁନ୍ଦର ୧୪ ବଲରେ ୯ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ସର୍ଦୁଲ ଠାକୁର ପରେ ପରିକୁ ସମ୍ଭାଳିଥିଲେ। ସର୍ଦୁଲ ଠାକୁର ୧୭ ବଲରେ  ୨୫ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୮ ବଲରେ ୫୮ ରନ କରି ଆଉଟ ହୋଇଥିଲେ। କୁଲଦୀପ ଯାଦବ ୨ ବଲରେ ୩ ଓ ମ୍ରାନ ମଲିକ ୫ ବଲରେ ୨ ରନ କରି ଅପରାଜିତ ରହିଥିଲ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ନ୍ୟୁଜିଲାଣ୍ଡ ପକ୍ଷରୁ ବ୍ଲେୟାର ଟିକ୍‌ନର ଓ ଜାକବ ଡଫି ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମାଇକେଲ ବ୍ରେସୱେଲ୍‌ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

24 Jan 2023 By The Sakala

ଭାରତ-ନ୍ୟୁଜିଲାଣ୍ଡ ୩ୟ ଦିନିକିଆ: ରୋହିତ ଓ ଗିଲଙ୍କ ଶତକ, ନ୍ୟୁଜିଲାଣ୍ଡକୁ ୩୮୬ ରନର ଟାର୍ଗେଟ ଦେଲା ଭାରତ

ଇନ୍ଦୋର: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ୩ୟ ଦିନିକିଆରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଭରାତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୩୮୫ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୩୮୬ ରନର ଆବଶ୍ୟକତା ରହିଛି। ଭାରତୀୟ ଟିମ୍‌ ପୂର୍ବ ୨ଟି ମ୍ୟାଚ୍‌ ଜିତି ସିରିଜ୍‌କୁ ୨-୦ରେ ଜିତିସାରିଛି। ଆଜିର ମ୍ୟାଚ ଜିତି କ୍ଲିନ ସ୍ବିପ ଲକ୍ଷ୍ୟରେ ଭାରତ ଥିବା ବେଳେ ଗୋଟିଏ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବା ପାଇଁ ନ୍ୟୁଜିଲାଣ୍ଡ ଉଦ୍ୟମ କରିବ।

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍‌ ଉଭୟ ଶତକୀୟ ଇଂନିସ ଖେଳିଥିଲେ। ରୋହିତ ଶର୍ମା  ୮୫ ବଲରେ ୧୦୧ ରନ କରି ଆଉଟ ହୋଇଥିବା ବେଳେ ଶୁଭମନ ଗିଲ୍‌ ୭୮ ବଲରେ ୧୧୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ଇଶାନ କିଷନ ପାରିକୁ ସମ୍ଭାଳିଥିଲେ। ବିରାଟ କୋହଲି  ୨୭ ବଲରେ ୩୬ ରନ କରି ଆଉଟ ହୋଇଥିବା ବେଳେ ଇଶାନ କିଷନ ୨୪ ବଲରେ ୧୭ ରନ କରି ରନଆଉଟ ହୋଇଥିଲେ। ପରେ ସୂର୍ଯ୍ଯକୁମାର ଯାଦବ ୯ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ୱାସିଂଟନ ସୁନ୍ଦର ୧୪ ବଲରେ ୯ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ସର୍ଦୁଲ ଠାକୁର ପରେ ପରିକୁ ସମ୍ଭାଳିଥିଲେ। ସର୍ଦୁଲ ଠାକୁର ୧୭ ବଲରେ  ୨୫ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୮ ବଲରେ ୫୮ ରନ କରି ଆଉଟ ହୋଇଥିଲେ। କୁଲଦୀପ ଯାଦବ ୨ ବଲରେ ୩ ଓ ମ୍ରାନ ମଲିକ ୫ ବଲରେ ୨ ରନ କରି ଅପରାଜିତ ରହିଥିଲ।

ନ୍ୟୁଜିଲାଣ୍ଡ ପକ୍ଷରୁ ବ୍ଲେୟାର ଟିକ୍‌ନର ଓ ଜାକବ ଡଫି ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମାଇକେଲ ବ୍ରେସୱେଲ୍‌ ଗୋଟିଏ ୱିକେଟ ନେଇଥିଲେ।

https://www.thesakala.in/sports/india-vs-new-zealand-3rd-odi-india-set-a-target-of-386-runs-to-new-zealand/article-18387
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର