ମନୋରଞ୍ଜନ
ଓଡ଼ିଶା
ହକି ବିଶ୍ବକପ: ୧୪- ୦ ଗୋଲରେ ଚିଲିକୁ ହରାଇ ନେଦରଲ୍ୟାଣ୍ଡସର ବିଶ୍ବ ରେକର୍ଡ ବିଜୟ
ଭୁବନେଶ୍ବର: କଳିଙ୍ଗରେ ବିଶ୍ୱ ରେକର୍ଡ। ନେଦରଲ୍ୟାଣ୍ଡସ ଟିମ କଳିଙ୍ଗ ଷ୍ଟାଡିଅମରେ ରଚିଲା ଇତିହାସ । ବିଶ୍ୱକପରେ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ନିଜ ନାଁରେ କରିଛି ନେଦରଲ୍ୟାଣ୍ଡସ । ପୂର୍ବରୁ ଗୋଟିଏ ମ୍ୟାଚରେ ସର୍ବାଧିକ ୧୨ ଗୋଲ କରି ଅଷ୍ଟ୍ରେଲିଆ ନାଁରେ ଏହି ରେକର୍ଡ ଥିଲା । ତେବେ ଆଜି ନେଦରଲ୍ୟାଣ୍ଡସ କଳିଙ୍ଗ ଷ୍ଟାଡିଅମରେ ଚିଲି ବିପକ୍ଷରେ ୧୪ ଟି ଗୋଲ ଦେବା ପରେ ଏହି ରେକର୍ଡ ନିଜ ନାଁରେ କରିଛି। ହେଲେ […]
ଭୁବନେଶ୍ବର: କଳିଙ୍ଗରେ ବିଶ୍ୱ ରେକର୍ଡ। ନେଦରଲ୍ୟାଣ୍ଡସ ଟିମ କଳିଙ୍ଗ ଷ୍ଟାଡିଅମରେ ରଚିଲା ଇତିହାସ । ବିଶ୍ୱକପରେ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ନିଜ ନାଁରେ କରିଛି ନେଦରଲ୍ୟାଣ୍ଡସ । ପୂର୍ବରୁ ଗୋଟିଏ ମ୍ୟାଚରେ ସର୍ବାଧିକ ୧୨ ଗୋଲ କରି ଅଷ୍ଟ୍ରେଲିଆ ନାଁରେ ଏହି ରେକର୍ଡ ଥିଲା । ତେବେ ଆଜି ନେଦରଲ୍ୟାଣ୍ଡସ କଳିଙ୍ଗ ଷ୍ଟାଡିଅମରେ ଚିଲି ବିପକ୍ଷରେ ୧୪ ଟି ଗୋଲ ଦେବା ପରେ ଏହି ରେକର୍ଡ ନିଜ ନାଁରେ କରିଛି। ହେଲେ ଚିଲି ଗୋଟିଏ ବି ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲା । ଫଳରେ ନେଦରଲ୍ୟାଣ୍ଡସ ୧୪- ୦ ଆଜିର ମ୍ୟଚକୁ ସହଜରେ ଜିତି ନେଇଛି।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ଖବର ଅନୁଯାୟୀ, ୨୦୧୦ ବିଶ୍ୱକପରେ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ୧୨-୦ ରେ ଜିତିଥିଲା। ୨୦୧୮ ବିଶ୍ୱକପରେ ଚାଇନା ବିପକ୍ଷରେ ୧୧-୦ ରେ ଜିତିଥିଲା ଅଷ୍ଟ୍ରେଲିଆ ।
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ






