ହାଇଦରାବାଦ୍କୁ ୧୮୮ ରନର ଟାର୍ଗେଟ ଦେଲା କଲକାତା ନାଇଟ୍‍ ରାଇଡର୍ସ

The Sakala Picture
Published On

ନୂଆଦିଲ୍ଲୀ: ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସିଜନ-୧୪ର ତୃତୀୟ ଲିଗ୍‍ ମ୍ୟାଚରେ ଦୁଇଥରର ଚାମ୍ପିଅନ୍‍ କଲକାତା ନାଇଟ୍‍ ରାଇଡର୍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ମୁହିଁମୁହିଁ ହୋଇଛନ୍ତି। ସନ୍‍ରାଇଜର୍ସ ହାଇଦରାବାଦ୍‍ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏଥିସହ କଲକାତା ନାଇଟ୍‍ ରାଇଡର୍ସ ପ୍ରଥମେ ବ୍ଯାଟିଂ କରି ୬ ୱିକେଟ ହରାଇ ୧୮୭ ରନ ସଂଗ୍ରହ କରିଛି। ସନ୍‍ରାଇଜର୍ସକୁ ଏହି ମ୍ଯାଚ ଜିତିବାକୁ  ହେଲେ ୧୮୮ ରନର ଆବଶ୍ଯକ କରୁଛି। କଲକାତା ନାଇଟ୍‍ ରାଇଡର୍ସ ପକ୍ଷରୁ ଆରମ୍ଭରୁ […]

ନୂଆଦିଲ୍ଲୀ: ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସିଜନ-୧୪ର ତୃତୀୟ ଲିଗ୍‍ ମ୍ୟାଚରେ ଦୁଇଥରର ଚାମ୍ପିଅନ୍‍ କଲକାତା ନାଇଟ୍‍ ରାଇଡର୍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ମୁହିଁମୁହିଁ ହୋଇଛନ୍ତି। ସନ୍‍ରାଇଜର୍ସ ହାଇଦରାବାଦ୍‍ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏଥିସହ କଲକାତା ନାଇଟ୍‍ ରାଇଡର୍ସ ପ୍ରଥମେ ବ୍ଯାଟିଂ କରି ୬ ୱିକେଟ ହରାଇ ୧୮୭ ରନ ସଂଗ୍ରହ କରିଛି। ସନ୍‍ରାଇଜର୍ସକୁ ଏହି ମ୍ଯାଚ ଜିତିବାକୁ  ହେଲେ ୧୮୮ ରନର ଆବଶ୍ଯକ କରୁଛି।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

କଲକାତା ନାଇଟ୍‍ ରାଇଡର୍ସ ପକ୍ଷରୁ ଆରମ୍ଭରୁ ଆକ୍ରମଣାତ୍ମକ ବ୍ଯାଟିଂ ଦେଖିବାକୁ ମିଳିଥିଲା।  ଶୁବମନ ଗିଲ୍ ଓ ନିତିଶ ରାଣା ଓପନ କରିଥିଲେ। ଗିଲ୍ ୧୩ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ପରେ ପିଚରେ ରାହୁଲ ତ୍ରିପାଠୀ ଓ ନିତିଶ ରାଣାଙ୍କ ଧୂଆଁଦାର ବ୍ଯାଟିଂ ଦେଖିବାକୁ ମିଳିଥିଲା। ରାହୁଲ ତ୍ରିପାଠୀ ୨୯ ବଲରେ ୫୩ ରନ କରି ଆଉଟ ହୋଇଥିଲେ। ନିତିଶ ରାଣା ୫୬ ବଲରେ ୮୦ ରନ କରି ଆଉଟ ହୋଇଥିଲେ। ଇଅନ୍‌ ମୋର୍ଗାନ- ୨, ଆଣ୍ଡ୍ର‍୍ୟୁ ରସେଲ- ୫ ଓ ଶକିବ ଅଲ ହାସନ- ୩ ରନ କରି ଆଉଟ ହୋଇଥିଲେ। ଦିନେଶ କାର୍ତ୍ତିକ ୯ ବଲରେ ୨୨ ରନ କରି ଅପରାଜିତ ଥିଲେ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ଅନ୍ଯପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ମହମ୍ମଦ ନାବି ଓ ରସିଦ ଖାନ୍ ୨ଟି ଲେଖଏଁ ୱିକେଟ ନେଇଥିଲେ। ଭୁବନେଶ୍ବର କୁମାର  ଓ ଟି ନଟରାଜନ ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

11 Apr 2021 By The Sakala

ହାଇଦରାବାଦ୍କୁ ୧୮୮ ରନର ଟାର୍ଗେଟ ଦେଲା କଲକାତା ନାଇଟ୍‍ ରାଇଡର୍ସ

ନୂଆଦିଲ୍ଲୀ: ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସିଜନ-୧୪ର ତୃତୀୟ ଲିଗ୍‍ ମ୍ୟାଚରେ ଦୁଇଥରର ଚାମ୍ପିଅନ୍‍ କଲକାତା ନାଇଟ୍‍ ରାଇଡର୍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ମୁହିଁମୁହିଁ ହୋଇଛନ୍ତି। ସନ୍‍ରାଇଜର୍ସ ହାଇଦରାବାଦ୍‍ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏଥିସହ କଲକାତା ନାଇଟ୍‍ ରାଇଡର୍ସ ପ୍ରଥମେ ବ୍ଯାଟିଂ କରି ୬ ୱିକେଟ ହରାଇ ୧୮୭ ରନ ସଂଗ୍ରହ କରିଛି। ସନ୍‍ରାଇଜର୍ସକୁ ଏହି ମ୍ଯାଚ ଜିତିବାକୁ  ହେଲେ ୧୮୮ ରନର ଆବଶ୍ଯକ କରୁଛି।

କଲକାତା ନାଇଟ୍‍ ରାଇଡର୍ସ ପକ୍ଷରୁ ଆରମ୍ଭରୁ ଆକ୍ରମଣାତ୍ମକ ବ୍ଯାଟିଂ ଦେଖିବାକୁ ମିଳିଥିଲା।  ଶୁବମନ ଗିଲ୍ ଓ ନିତିଶ ରାଣା ଓପନ କରିଥିଲେ। ଗିଲ୍ ୧୩ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ପରେ ପିଚରେ ରାହୁଲ ତ୍ରିପାଠୀ ଓ ନିତିଶ ରାଣାଙ୍କ ଧୂଆଁଦାର ବ୍ଯାଟିଂ ଦେଖିବାକୁ ମିଳିଥିଲା। ରାହୁଲ ତ୍ରିପାଠୀ ୨୯ ବଲରେ ୫୩ ରନ କରି ଆଉଟ ହୋଇଥିଲେ। ନିତିଶ ରାଣା ୫୬ ବଲରେ ୮୦ ରନ କରି ଆଉଟ ହୋଇଥିଲେ। ଇଅନ୍‌ ମୋର୍ଗାନ- ୨, ଆଣ୍ଡ୍ର‍୍ୟୁ ରସେଲ- ୫ ଓ ଶକିବ ଅଲ ହାସନ- ୩ ରନ କରି ଆଉଟ ହୋଇଥିଲେ। ଦିନେଶ କାର୍ତ୍ତିକ ୯ ବଲରେ ୨୨ ରନ କରି ଅପରାଜିତ ଥିଲେ।

ଅନ୍ଯପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ମହମ୍ମଦ ନାବି ଓ ରସିଦ ଖାନ୍ ୨ଟି ଲେଖଏଁ ୱିକେଟ ନେଇଥିଲେ। ଭୁବନେଶ୍ବର କୁମାର  ଓ ଟି ନଟରାଜନ ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର