ତୀରନ୍ଦାଜ ବିଶ୍ୱକପରେ ମେକ୍ସିକୋକୁ ହରାଇ ଭାରତୀୟ ମହିଳା ଟିମ ଜିତିଲା ସ୍ୱର୍ଣ୍ଣ

The Sakala Picture
Published On

ଭାରତୀୟ ମହିଳା ଟିମ୍ ରବିବାର ଦିନ ତୀରନ୍ଦାଜ ବିଶ୍ୱକପର ତୃତୀୟ ପର୍ଯ୍ୟାୟରେ ମେକ୍ସିକୋକୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିଛି । ଫାଇନାଲରେ ଭାରତ ମେକ୍ସିକୋକୁ ୫-୧ ରେ ହରାଇଛି । ଭାରତୀୟ ଟିମରେ ଦୀପିକା କୁମାରୀ, ଅଙ୍କିତା ଭକତ ଓ କୋମାଲିକା ବାରି ସାମିଲ ଥିଲେ । ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା କରିଥିବା ଏହି ୩ ଜଣ ଯାକ ଖେଳାଳୀ ଝାରଖଣ୍ଡ ରାଜ୍ୟର । ଫାଇନାଲରେ ଅତି ସୁନ୍ଦର ଓ କୌଶଳପୂର୍ଣ୍ଣ ଖେଳ ଖେଳିଥିଲା ଭାରତୀୟ […]

ଭାରତୀୟ ମହିଳା ଟିମ୍ ରବିବାର ଦିନ ତୀରନ୍ଦାଜ ବିଶ୍ୱକପର ତୃତୀୟ ପର୍ଯ୍ୟାୟରେ ମେକ୍ସିକୋକୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିଛି । ଫାଇନାଲରେ ଭାରତ ମେକ୍ସିକୋକୁ ୫-୧ ରେ ହରାଇଛି । ଭାରତୀୟ ଟିମରେ ଦୀପିକା କୁମାରୀ, ଅଙ୍କିତା ଭକତ ଓ କୋମାଲିକା ବାରି ସାମିଲ ଥିଲେ । ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା କରିଥିବା ଏହି ୩ ଜଣ ଯାକ ଖେଳାଳୀ ଝାରଖଣ୍ଡ ରାଜ୍ୟର ।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଫାଇନାଲରେ ଅତି ସୁନ୍ଦର ଓ କୌଶଳପୂର୍ଣ୍ଣ ଖେଳ ଖେଳିଥିଲା ଭାରତୀୟ ଟିମ୍ । ପ୍ରଥମ ସେଟ୍ ରେ ସ୍କୋର ୫୭-୫୭ ରହିଥିଲା । ଦ୍ୱିତୀୟ ସେଟରେ ଭଲ ପ୍ରଦର୍ଶନ କରି ଭାରତୀୟ ଟିମ୍ ମେକ୍ସିକୋ ଉପରେ ଚାପ ପକାଇଥିଲା । ଦ୍ୱିତୀୟ ସେଟରେ ମେକ୍ସିକୋ ୫୨ ପଏଣ୍ଟ ହାସଲ କରିଥିଲା ଫଳରେ ଭାରତୀୟ ଟିମ୍ ୩ ପଏଣ୍ଟ ଆଗକୁ ଯାଇଥିଲା । ଭାରତୀୟ ଟିମ୍ ୩-୧ ରେ ଆଗରେ ଥାଇ ତୃତୀୟ ସେଟରେ ବି ଭଲ ପ୍ରଦର୍ଶନ କରିଥିଲା । ତୃତୀୟ ସେଟରେ ୫୫ ପଏଣ୍ଟ ହାସଲ କରିଥିଲା । ହେଲେ ମେକ୍ସିକୋ ଟିମ୍ ଭାରତ ସମକକ୍ଷ ପ୍ରଦର୍ଶନ ନକରି ପାରି ପରାଜିତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

27 Jun 2021 By The Sakala

ତୀରନ୍ଦାଜ ବିଶ୍ୱକପରେ ମେକ୍ସିକୋକୁ ହରାଇ ଭାରତୀୟ ମହିଳା ଟିମ ଜିତିଲା ସ୍ୱର୍ଣ୍ଣ

ଭାରତୀୟ ମହିଳା ଟିମ୍ ରବିବାର ଦିନ ତୀରନ୍ଦାଜ ବିଶ୍ୱକପର ତୃତୀୟ ପର୍ଯ୍ୟାୟରେ ମେକ୍ସିକୋକୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିଛି । ଫାଇନାଲରେ ଭାରତ ମେକ୍ସିକୋକୁ ୫-୧ ରେ ହରାଇଛି । ଭାରତୀୟ ଟିମରେ ଦୀପିକା କୁମାରୀ, ଅଙ୍କିତା ଭକତ ଓ କୋମାଲିକା ବାରି ସାମିଲ ଥିଲେ । ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା କରିଥିବା ଏହି ୩ ଜଣ ଯାକ ଖେଳାଳୀ ଝାରଖଣ୍ଡ ରାଜ୍ୟର ।

ଫାଇନାଲରେ ଅତି ସୁନ୍ଦର ଓ କୌଶଳପୂର୍ଣ୍ଣ ଖେଳ ଖେଳିଥିଲା ଭାରତୀୟ ଟିମ୍ । ପ୍ରଥମ ସେଟ୍ ରେ ସ୍କୋର ୫୭-୫୭ ରହିଥିଲା । ଦ୍ୱିତୀୟ ସେଟରେ ଭଲ ପ୍ରଦର୍ଶନ କରି ଭାରତୀୟ ଟିମ୍ ମେକ୍ସିକୋ ଉପରେ ଚାପ ପକାଇଥିଲା । ଦ୍ୱିତୀୟ ସେଟରେ ମେକ୍ସିକୋ ୫୨ ପଏଣ୍ଟ ହାସଲ କରିଥିଲା ଫଳରେ ଭାରତୀୟ ଟିମ୍ ୩ ପଏଣ୍ଟ ଆଗକୁ ଯାଇଥିଲା । ଭାରତୀୟ ଟିମ୍ ୩-୧ ରେ ଆଗରେ ଥାଇ ତୃତୀୟ ସେଟରେ ବି ଭଲ ପ୍ରଦର୍ଶନ କରିଥିଲା । ତୃତୀୟ ସେଟରେ ୫୫ ପଏଣ୍ଟ ହାସଲ କରିଥିଲା । ହେଲେ ମେକ୍ସିକୋ ଟିମ୍ ଭାରତ ସମକକ୍ଷ ପ୍ରଦର୍ଶନ ନକରି ପାରି ପରାଜିତ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର