ଏହି ଚାରି ରାଶି ପାଇଁ ଶୁଭ ବୈଶାଖ ମାସ

The Sakala Picture
Published On

ଆରମ୍ଭ ହୋଇଛି ବୈଶାଖ ମାସ। ଏହି ମାସରେ ଭୀଷଣ ଗରମ ହୁଏ। ଏଣୁ ଉକ୍ତ ମାସରେ ପଙ୍ଖା, ବସ୍ତ୍ର, ଚପଲ, ଜଳ ଦାନ କରିବାକୁ ଶୁଭ ବୋଲି କୁହାଯାଏ। ତେବେ ଏହି ମାସରେ କେଉଁ ଚାରି ରାଶିଙ୍କୁ ଶୁଭ ଫଳ ମିଳିବ, ଜାଣିବା ସେ ସମ୍ପର୍କରେ…। ମେଷ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ବୈଶାଖ ମାସ ଶୁଭଫଳ ପ୍ରଦାନ କରିବ। ବ୍ୟବସାୟୀଙ୍କ ପାଇଁ ଉତ୍ତମ ସମୟ। ନୂଆ ଯାନବାହନ କିଣିବେ। ଚାକିରି ଆଶାୟୀଙ୍କୁ ନୂଆ ଅବସର ମିଳିବ। […]

ଆରମ୍ଭ ହୋଇଛି ବୈଶାଖ ମାସ। ଏହି ମାସରେ ଭୀଷଣ ଗରମ ହୁଏ। ଏଣୁ ଉକ୍ତ ମାସରେ ପଙ୍ଖା, ବସ୍ତ୍ର, ଚପଲ, ଜଳ ଦାନ କରିବାକୁ ଶୁଭ ବୋଲି କୁହାଯାଏ। ତେବେ ଏହି ମାସରେ କେଉଁ ଚାରି ରାଶିଙ୍କୁ ଶୁଭ ଫଳ ମିଳିବ, ଜାଣିବା ସେ ସମ୍ପର୍କରେ…।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ମଣିଷ-କୁମ୍ଭୀର ସମ୍ପର୍କର ବିରଳ ଚିତ୍ର: ୧୩୦ ବର୍ଷର 'ଗଙ୍ଗାରାମ'ର ମୃତ୍ୟୁରେ କାନ୍ଦିଥିଲା ପୂରା ଗାଁ

ମେଷ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ବୈଶାଖ ମାସ ଶୁଭଫଳ ପ୍ରଦାନ କରିବ। ବ୍ୟବସାୟୀଙ୍କ ପାଇଁ ଉତ୍ତମ ସମୟ। ନୂଆ ଯାନବାହନ କିଣିବେ। ଚାକିରି ଆଶାୟୀଙ୍କୁ ନୂଆ ଅବସର ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।

ଆହୁରି ପଢ଼ନ୍ତୁ: ୧୯୯୧ ମସିହାର ଆଜିର ଦିନରେ ବଦଳିଥିଲା ଭାରତର ଅର୍ଥନୈତିକ ଦିଗ: ମନମୋହନ ସିଂହଙ୍କ ସେହି ଐତିହାସିକ ବଜେଟକୁ ୩୫ ବର୍ଷ ପୂର୍ତ୍ତି

ମିଥୁନ: ଚାକିରିରେ ପଦୋନ୍ନତି ହେବ। ଅଚାନକ ଧନଲାଭ ହେବ। ବ୍ୟବସାୟୀଙ୍କ ପାଇଁ ସମୟ ଅନକୂଳ ହୋଇଥିବାରୁ ସେମାନେ ନୂଆ ଯୋଜନା ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

କର୍କଟ: ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ମିଳିବ। ଚିନ୍ତାମୁକ୍ତ ରହିବେ। ଆୟର ନୂଆ ମାର୍ଗ ଉନ୍ମୋଚନ ହେବ। ଆର୍ଥିକ ସମସ୍ୟା ଦୂର ହେବ। ନିବେଶ କରିବା ପାଇଁ ଭଲ ସମୟ।

ମୀନ: ବିଦ୍ୟାର୍ଥୀ ପରୀକ୍ଷାରେ ସଫଳ ହେବେ। ପରିବାରରେ ହସଖୁସିର ପରିବେଶ ରହିବ। ବାପା-ମାଆଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ପ୍ରେମୀ ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହେବେ।

29 Apr 2024 By The Sakala

ଏହି ଚାରି ରାଶି ପାଇଁ ଶୁଭ ବୈଶାଖ ମାସ

ଆରମ୍ଭ ହୋଇଛି ବୈଶାଖ ମାସ। ଏହି ମାସରେ ଭୀଷଣ ଗରମ ହୁଏ। ଏଣୁ ଉକ୍ତ ମାସରେ ପଙ୍ଖା, ବସ୍ତ୍ର, ଚପଲ, ଜଳ ଦାନ କରିବାକୁ ଶୁଭ ବୋଲି କୁହାଯାଏ। ତେବେ ଏହି ମାସରେ କେଉଁ ଚାରି ରାଶିଙ୍କୁ ଶୁଭ ଫଳ ମିଳିବ, ଜାଣିବା ସେ ସମ୍ପର୍କରେ…।

ମେଷ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ବୈଶାଖ ମାସ ଶୁଭଫଳ ପ୍ରଦାନ କରିବ। ବ୍ୟବସାୟୀଙ୍କ ପାଇଁ ଉତ୍ତମ ସମୟ। ନୂଆ ଯାନବାହନ କିଣିବେ। ଚାକିରି ଆଶାୟୀଙ୍କୁ ନୂଆ ଅବସର ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।

ମିଥୁନ: ଚାକିରିରେ ପଦୋନ୍ନତି ହେବ। ଅଚାନକ ଧନଲାଭ ହେବ। ବ୍ୟବସାୟୀଙ୍କ ପାଇଁ ସମୟ ଅନକୂଳ ହୋଇଥିବାରୁ ସେମାନେ ନୂଆ ଯୋଜନା ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କର୍କଟ: ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ମିଳିବ। ଚିନ୍ତାମୁକ୍ତ ରହିବେ। ଆୟର ନୂଆ ମାର୍ଗ ଉନ୍ମୋଚନ ହେବ। ଆର୍ଥିକ ସମସ୍ୟା ଦୂର ହେବ। ନିବେଶ କରିବା ପାଇଁ ଭଲ ସମୟ।

ମୀନ: ବିଦ୍ୟାର୍ଥୀ ପରୀକ୍ଷାରେ ସଫଳ ହେବେ। ପରିବାରରେ ହସଖୁସିର ପରିବେଶ ରହିବ। ବାପା-ମାଆଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ପ୍ରେମୀ ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp